ଏହି 3ଟି ଅଭ୍ୟାସ ଥିବା ବ୍ୟକ୍ତି କେବେ ଧନୀ ହୋଇ ପାରନ୍ତି ନାହିଁ- Krishna Vani

ମଣିଷ ଜୀବନରେ ଆସୁଥିବା ଭଲ ମନ୍ଦ ସମୟ ଏହାର କର୍ମ ଅନୁସାରେ ଆସିଥାଏ । ଭଗବାନ ଗୀତାରେ କହିଛନ୍ତି କି ମଣିଷ ଯେଉଁ ଭଳି କାମ କରିଥାଏ ସେଇ ଭଳି ଫଳ ପାଇଥାଏ । ଆପଣ ମାନେ ଆଜି କାଲୀ ଦୁନିଆ କୁ ଦେଖିବେ ଯଦି ଅନେକ ଯୁକ୍ତି ବାହାରି ଜୀବ କି ଯଦି ଆମେ ହିଆ କାମ କରିବବୁ ନି ତେବେ ଏହାର ପରି ଣାମ କଣ ଭଲ ହେବ ଏହାର କାରଣ କଣ । କିନ୍ତୁ ଭଗବାନ କହିଛନ୍ତି କି ଆପଣମାନେ ଯଦି ଏହି କାମ ସବୁ ବେଳେ କରିବେ ତେବେ ଆପଣଙ୍କ ସହ ଯାହା ଭି ହେଉଛି କିମ୍ବା ଆପଣଙ୍କ ସହ ଯାହା ଭି ହେବ ତାହା ପାଇଁ ଆମେ ଦାଇ ।

ମଣିଷ କୁ ଏହାର ଅଧିକାର ଅଛି କି ସେମାନେ ଯାହା ଚାହିଁବେ ସେଇ କାମ କରିକି ସେମାନେ ନିଜ ଜୀବନକୁ ଚଳାଇବା ପାଇଁ ଧନ ଉପାର୍ଜନ କରି ପାରିବେ । କିନ୍ତୁ କିଛି ଲୋକମାନେ ନିଜ କର୍ମ ର ଆ ଡରେ ପା ପ ଓ ଅଧର୍ମ କରିବା ଆରମ୍ଭ କରି ଦେଇ ଥାନ୍ତି ।

କହିବା ପାଇଁ ଯାଉଥିବା କଥା ଅନୁସାରେ ପାପ ଓ ଅଧର୍ମ ର ଫଳାଫଳ ପାଇବା ନିଶ୍ଚିତ ଥାଏ କିନ୍ତୁ ଯାହା ଆମ ହାତରେ ଅଛି ତାହାକୁ ଆମେ କିଭଳି ଭାବେ ଅଟକାଇବା । ଆଜି ଆମେ କହିବା କି ଆପଣ ମାନେ କଣ କଣ କରିବା ଭଲ ହୋଇଥାଏ ।

ପ୍ରଥମ କଥା ହେଉଛି ଆପଣ ଯଦି ଘରେ ତିଆରି ହୋଇଥିବା ଖାଇବା କୁ ଭଗବାନ ଙ୍କ ପାଖରେ ଭୋଗ ଲଗାଇବା ଭଲ ହୋଇଥାଏ । ଏହା ସହ ଆପଣ ଏହା ମଧ୍ୟରୁ କିଛି ଗାଈ ଓ କୁକୁର ମାନଙ୍କ ପାଇଁ ରଖିବା ମଧ୍ୟ ଭଲ ହୋଇଥାଏ । ଆଜି ଆଏ କହିବା କି ଆପଣ ଜାଣି ଥିବେ କି ଭଗବାନ ଙ୍କ ଦୟାରୁ ଆମେ ଜୀବନ ପାଇଛେ ।

ଆମ ଜୀବନ ବଞ୍ଚିବା ପାଇଁ ଆମେ ଯାହାଭି ଖାଉଛେ ଯଦି ଏହା ମଧ୍ୟରୁ ଆମେ ଭଗବାନ ନ୍କାଉ ଦେବାନୀ ତେବେ ଏହା ଖରାପ ହୋଇଥାଏ । ଏହା ସହ ଗୋ ମାତା କୁ ମଧ୍ୟ ଖାଇବା କୁ ଦେବା ଭଲ ହୋଇଥାଏ । କୁହାଯାଏ କି ଗୋ ମାତା ଦେହରେ ସବୁ ଦେବା ଦେବୀଙ୍କ ବାସ ରହିଥାଏ । ଆପଣ ଏହା ସହ ଦାନ କରିବା ଭଲ ହୋଇଥାଏ ଯଦି ମଣିଷ ନିଜ ସକ୍ଷମ ଅନୁସାରେ ଦାନ କରି ଥାଏ ତେବେ ଏହା ଭଲ ହୋଇଥାଏ । କୁହାଯାଏ ନିଜ ସକ୍ଷମ ଅନୁସାରେ ଆମେ ଦାନ କରିବା ଭଲ ହୋଇଥାଏ ।

ଏହା ପରେ ତୃତୀୟ କଥା ହେଉଛି କି ଆପଣମାନେ ମହିଳାମାନଙ୍କ ସହ ଭଲ ବ୍ୟବହାର କରିବା ଭଲ ହୋଇଥାଏ । ଯଦି ଆପଣ ନିଜ ସ୍ତ୍ରୀ କୁ ଖୁଶିରେ ରଖି ପାରିବେ ତେବେ ମା ଲକ୍ଷ୍ମୀ ସେହି ଜାଗା ଛାଡି କେହି ଜାଗା ଛାଡି ଯାଇ ନଥାନ୍ତି । ଯେଉଁ ମାନେ ଜୁଆ ଖେଳି ଥାନ୍ତି କିମ୍ବା ନିଶା ଦ୍ରବ୍ଯ କୁ ସେବନ କରି ଥାନ୍ତି ।

ସେମାନେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରୁ ବଞ୍ଚିତ ଥାନ୍ତି । ଯେଉଁ ମାନେ ଧନର ସଦୁପୁଯୋଗ କରି ନଥାନ୍ତି ସେମାନେ ମା ଲକ୍ଷ୍ମୀ ନ୍କାଉ ହାରାଇ ଦେଇଥାନ୍ତି । ଏହା ପରେ ଆସେ କି ଯେଉଁ ମାନେ ପର ସ୍ତ୍ରୀ କିମ୍ବା ପର ଧନକୁ ଆସା କରିଥାନ୍ତି କିମ୍ବା ଜବରଦସ୍ତି ନିଜର କରିବା ପାଇଁ ଚାହିଁ ଥାନ୍ତି ସେମାନେ ନିଶ୍ଚିତ ଭାବେ ଏହାର ଫଳା ଫଳ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *