ପତିବ୍ରତା ପତ୍ନୀଙ୍କ 13ଟି ନିୟମ, ଏହାକୁ ପାଳନ ନ କଲେ… Shiv Purana

ଭାରତରେ ଅନେକ ପରିବାର ଅନେକ ଜାତିର ଥାନ୍ତି କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ସବୁ ଆଡେ ନୂଆ ଓ ଅଲଗା ପ୍ରକା ସଂସ୍କାର ଥାଏ । ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ହିନ୍ଦୁ ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଯିବା ତ ଆମେ ଜାଣି ପରିବାକୀ କୁହାଯାଏ ସ୍ତ୍ର୍ରୀ କୁ ସ୍ବାମୀର ସହ ଚାରି ହୋଇ ରହିବା ଭଲ ହୋଇଥାଏ । ଶାସ୍ତ୍ର ଅନୁସାରେ କୁହାଯାଇଛି ମା ପାର୍ବତୀ ଏକ ବ୍ରାହ୍ମଣ ସ୍ତ୍ରୀ ଲୋକଙ୍କୁ କହିଥିଲେ କି ପତିବ୍ରତା ନାରୀ ମାନଙ୍କ ଲକ୍ଷଣ ।

ଆଜି ଆମେ କହିବାକୀ ଏହି ଶାସ୍ତର ଅନୁସାରେ ଆମେ କଣ କଣ ଲକ୍ଷଣ ଜାଣିବା ଦରକାର ଯାହା ଦ୍ଵାରା ଆମେ ଜନୀ ପାରିବା କି ଜଣେ ନାରୀ ପତିବ୍ରତା ହୋଇ ପାରିବ ଓ ଏହା କିବାହଳି ହୋଇ ପାରିବ ତାହା ମଧ୍ୟ ଜାଣିବା ନିହାତି ଭାବେ ଦରକାର । ସ୍ଵାମୀ ଓ ସ୍ତ୍ରୀ ଉଭୟ ପରସ୍ପର ସହ ସମୟ ବିତାଇବା ଦରକାର ।

ଯଦି ସ୍ତ୍ରୀ କୁ ସ୍ଵାମୀ ଡାକି ଥାଏ ତେବେ ସେ ସ୍ଵାମୀ ପାକ୍ଷକୁ ତୁରନ୍ତ ଆସିବା ନିହାତି ଭାବେ ଦରକାର । ଏହା ସହ ସ୍ଵାମୀ ଆଗକୁ ସ୍ତ୍ରୀ କୁ ସବୁବେଳେ ସଜେଇ ହୋଇ ଯିବା ଦରକାର । ଯଦି ସ୍ଵାମୀ ଘରେ ନାଇ ତେବେ ସ୍ତ୍ରୀ କୁ ସଜେଇବା ହେବା ଦରକାର ନଥାଏ । ଏହା ଶହ ଯଦି ସ୍ଵାମୀ କିଛି କହିଥାଏ ତେବେ ଏହା ସେ କାହାକୁ କହିବା ଭଲ କଥା ନୁହେଁ ।

ସ୍ଵାମୀ ଯାହାଭି ଆଦେଶ ଦେଇଥାଏ ତାହା ସେ ଅକରିବା ନିହାତି ଦରକାର । ସ୍ବାମୀର ଆଜ୍ଞାବିନା ବ୍ରତ ଉପବାସ କରିବା ଭଲ ହୋଇ ଥାଏ । ସ୍ଵାମୀ ସାଙ୍ଗରେ ନଥିଲେ ମେଳା କିମ୍ବା ବୁଲିବାକୁ ଯିବା କଥା ନୁହେଁ । ପତିବ୍ରତା ସ୍ତ୍ରୀକୁ ସବୁ ବେଳେ ଘରର ସବୁ କାମ କରିବା ନିହାତି ଭାବେ ଦରକାର ଥାଏ ।

ଏହା ସହ ସ୍ତ୍ରୀ କୁ ନିଜର ସ୍ଵାମୀ କମଉଥିବା ଆରୋଜଗାରରୁ ଯେତେ କମ ହେବ ସେଇ ମଧ୍ୟରେ ଘର ଚଳେଇବା କଥା । ପିତା, ପୁତ୍ର, ଅତିଥି, ସେବକ, ଗାଈ, ଭିକ୍ଷୁକ କୁ ଖାଇବାକୁ ନ ଦେଇ ନିଜେ ଖାଇବା କଥା ନୁହେଁ । ଧର୍ମରେ ତତପର ରେ ରହୁଥିବା ସ୍ତ୍ରୀ ସ୍ଵାମୀ ଖାଇବା ପରେ ଖାଇବା କଥା । ସ୍ତ୍ରୀ କୁ ସେଇ ଯାଏ ଛିଡା ହେବା ଦରକାର ଥାଏ ଯେଉଁ ଯାଏ ସ୍ଵାମୀ ଠିଆ ହୋଇଥାଏ ।

ସ୍ଵାମୀ ଶୋଇବା ଆଗରୁ ସ୍ତ୍ରୀ ଶୋଇବା କଥା ନୁହେଁ । ସ୍ଵାମୀ ଶୋଇବା ପରେ ଯାଇକି ସ୍ତ୍ରୀ ଶୋଇବା କଥା ଓ ସ୍ଵାମୀ ଉଠିବା ଆଗରୁ ସ୍ତ୍ରୀ କୁ ଉଠିବା କଥା । ଯଦି ସ୍ତ୍ରୀ ରାଜଷ୍ପଳା ହୋଇଛି ତେବେ 3 ଦିନ ଯାଏ ସେ ନିଜ ସ୍ଵାମୀ କୁ ନିଜ ମୁହଁ ଦେଖାଇବା କଥା ନୁହେଁ କି ନିଜ ସ୍ଵାମିଆ କାନରେ ନିଜ କଥାକୁ ପକାଇବା କଥା ନୁହେଁ ।

ମିଥୁନ ସମୟ ଛଡା ଆଉ କେଉଁ ସମୟରେ ଦୁସ୍ଥତା କରିବା ଅନୁଚିତ । ମାଙ୍ଗଳିକ ଆଭୁଷଣ ରେ ସବୁ ବେଳେ ନିଜକୁ ସଜେଇ ହୋଇକି ରହିବା ଆଦରକାର । ସୁଖ ହେଉକି ଦୁଃଖ ସ୍ଵାମୀ ସହ ରହିବା କଥା । ସ୍ଵାମୀ କୁ ଯେଉଁ ସ୍ତ୍ରୀ ନିଜ ମିଠା କଥା ଦ୍ଵାରା ସ୍ବାମୀର ସେବା କରିଥାଏ ତେବେ ସେଇ ନାରୀମାନେ ସ୍ଵର୍ଗ କୁ ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *