4 ଦିନ ଲଗାତର ଖାଲି ପେଟରେ ଅଁଳା ଖାଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କେବଳ କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ବର୍ତ୍ତମାନ ସମୟରେ ସୁସ୍ଥ ରହିବା ନିହାତି ଆବଶ୍ୟକ । ସ୍ବାସ୍ଥ୍ୟ ର ଜନ୍ତ୍ନ ନେଲେ ପ୍ରତେକ ବ୍ୟକ୍ତି ନିଶ୍ଚୟ ସୁସ୍ଥ ରହିବେ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅଁଳା ଖାଇବାର ଫାଇଦା ବିଷୟରେ କହିବୁ ଯାହା ସକାଳୁ ଖାଲି ପେଟରେ ମାତ୍ର ଚାରି ଦିନ ଖାଇବା ମାତ୍ରେ ହୋଇଥାଏ କିଛି ଚମତ୍କାର ଫାଇଦା । ତେବେ ଚାଲନ୍ତୁ ଜାଣିବା । ଅଁଳାରେ ଭିଟାମିନ ସି ଏବଂ ଆଇରନ ଭରପୁର ମାତ୍ରାରେ ରହିଥାଏ । ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ଏହାକୁ କେହି କଞ୍ଚା ଖାଇଥାନ୍ତି ତ କେହି ଆଚାର କରୀକି ଖାଇଥାନ୍ତି ତ କେହି ପୁଣି ଯୁସ ବାନାଇକି ପିଇଥାନ୍ତି । ଅଁଳା ପିଇବା ଦ୍ୱାରା ଆମର ପାଚକ ଶକ୍ତି ଭଲ ରହିଥାଏ । ଯାହା ଫଳରେ ପେଟ ସବୁବେଳେ ସଫା ରହିଥାଏ ଏବଂ କଷ୍ଟ୍ୟକଠିନ ର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଅଁଳା ର ଯୁସ ପିଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ହେବନାହିଁ । ଏହା ପ୍ରତିଦିନ ପିଇଲେ ଶରୀରରେ ଥିବା କୋଲେଷ୍ଟ୍ରିଲ ମଧ୍ୟ କମିଥାଏ ।

ଏବଂ ଆମକୁ ସୁସ୍ଥ ରଖିଥାଏ । ଅଁଳା ଶରୀରରେ ରକ୍ତ କଣିକା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଁଳା ଯୁସ ରେ ଯଦି ଆପଣ କିଛି ମହୁ ମିଶାଇ ଖାଲି ପେଟରେ ସେବନ କରିବେ ତ ଏହା ଆପଣଙ୍କ ଶରୀରରେ ରକ୍ତ ପରିଷ୍କାର କରିଥାଏ । ଏବଂ ଆପଣଙ୍କ ଚୁଟି କୁ ମଧ୍ୟ କଳା,ଘନ,ଓ ଲମ୍ବା କରିଥାଏ । ପରିସ୍ରା ପୋଡ଼ା ହେଉଥିଲେ ମଧ୍ୟ ଏହି ଅଁଳା ଦୂର କରିଥାଏ ।

ଏହା ଆପଣଙ୍କ ଗ୍ୟାସ ଏସିଡିତି ସମ୍ବନ୍ଧିତ ରୋଗକୁ ମଧ୍ୟ ଭଲ କରିଥାଏ । ଅଅଁଳା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ ହୋଇଥାଏ । ଅଅଁଳା ରସ ଆପଣଙ୍କ ଚେହେରାରେ ହେଉଥିବା ବ୍ରଣ ଓ ଦାଗକୁ ମଧ୍ୟ ଭଲ କରି ଚମକ ଆଣିବାରେ ସାହାଯ୍ୟ କରେ ।

ଅଅଁଳା ସେବନ କରିବା ଦ୍ଵାରା ଆଜମା ଓ ବ୍ରୋକାଇଟିସ ଭଳି ରୋଗରେ ମଧ୍ୟ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ଅଁଳା ଯୁସ ଦୃଷ୍ଟି ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଅଁଳା ରସକୁ ଦିନକୁ ଦୁଇ ତିନିଥର ଖାଇବା ଦ୍ବାରା ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟା ମଧ୍ୟ ଶେଷ ହୋଇଥାଏ ।

ଅଁଳା ରେ ଥିବା ଭଲ ଗୁଣ ସବୁ ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଠାରୁ ମଧ୍ୟ ଦୂରେଇ ରଖିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *