୬୦୦ ବର୍ଷ ପରେ ଖୁସି ହେଲେ ରାହୁ ଓ କେତୁ, ଏହି 4 ଟି ରାଶିଙ୍କୁ କରିବେ ମାଲାମାଲ

ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବ ଗ୍ରହଙ୍କ ମାନ୍ୟତା କରା ଯାଇଛି । ତେବେ ଏମାନଙ୍କ ମଧ୍ୟରେ ରାହୁ ଓ କେତୁ ଙ୍କୁ ଛାୟା ଗ୍ରହ ବୋଲି କୁହା ଯାଇଛି । ଏହି ଗ୍ରହ ମାନଙ୍କ ପ୍ରଭାବ ନଥିବାରୁ ଏମାନେ ଯେଉଁ ଗ୍ରହ କିମ୍ବା ରାଶି ମାନଙ୍କ ଉପରେ ରୁହନ୍ତି ସେହି ଭଳି ଏମାନେ ନିଜର ପ୍ରଭାବ ଦେଇ ଥାନ୍ତି । ପୁରାଣରେ ବର୍ଣନା କରାଯାଇଛି କି ଯେତେବେଳେ ସମୁଦ୍ର ମନ୍ଥନ ହୋଇଥିଲା ।

ସେତେବେଳେ ଅମ୍ବୃତ ଓ ଏହା ସହ ଅନେକ କିଛି ବାହାରିଥିଲା । ତେବେ ଦେବତା ମାନେ ଯେତେବେଳେ ଅମୃତ ପାନ କରୁଥିଲେ ସେତେବେଳେ ଏକ ରାକ୍ଷଶ ନିଜ ଭେଶ ବଦଳେଇକି ସେଠାରେ ଅମୃତ ପାନ କରିବା ପାଇଁ ଆସିଥିଲା । ସେଠାରେ ସେ ଲୁଚିକି ଏହାକୁ ପାନ କରି ସାରିଥିଲା । ସେହି ସମୟ ଚନ୍ଦ୍ର ଦେବ ଓ ସୂର୍ଯ୍ୟ ଦେବ କହିଲେ କି ଏହା ଏକ ରାକ୍ଷଶ ଅଟେ ।

ଏହା ପରେ ତାକୁ ମାରିବା ପାଇଁ ଭଗବାନ ବିଷ୍ଣୁ ଚେଷ୍ଟା କରିଥିଲେ ମାତ୍ର ସେ ଅମୃତ ପାନ କରିଥିବାରୁ ଦୁଇ ଫାଳ ତ ହୋଇ ଯାଇଥିଲା ମାତ୍ର ବଞ୍ଚି ରହିଲା । ଏହା ପରେ ଏହା ର ଦୁଇଟି ନାମ ରଖିଥିଲେ ଗୁରୁ ଶୁକ୍ରା ଚାର୍ଜ୍ୟ । ତେବେ ଏହୀ ଘଟଣା ପରେ ଏହି ଦୁଇ ଗ୍ରହଙ୍କ ଖରାପ ପ୍ରଭାବ ବିଷୟରେ ଖୁବ ଲୋକ ମାନ୍ୟତା ଅଛି । ଏହା ବିଷୟରେ ଆମ ଶାସ୍ତ୍ର ରେ ମଧ୍ୟ ବର୍ଣନା କରାଯାଇଛି ।

ତେବେ ଆପଣ ମାନେ ଚିନ୍ତା କରନ୍ତୁ ଯଦି ଏହି ଗ୍ରହ ଦୁଇ ରାଶି ମାନଙ୍କ ଉପରେ ନିଜର ଶୁଭ ପ୍ରଭାବ ପକାଇଲେ ଏମାନେ ଖୁବ ଖୁସି ବାନ ଓ ସବୁ ଭୌତିକ ସୁଖ ପାଇବାରେ ସକ୍ଷମ ହୋଇ ଥାନ୍ତି । ତେବେ ୬୦୦ ବର୍ଷ ପରେ ଏହି ଭଳି ସଂଯୋଗ ହୋଇଛି ଓ ଏହାର ଶୁଭ ପରିଣାମ ଭଅଗ କରିବା ପାଇଁ ଯାଉଛନ୍ତି ୪ ଟି ରାଶି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି – ଏହାଙ୍କୁ ସବୁ ପ୍ରକାର ଖୁସି ମିଳିବା ପାଇଁ ଯାଉଛି । ଏମାନେ କୁବେରଙ୍କ ଖଣିରେ ବସିବା ଭଳି ପଇସା ପାଇବେ । ଏହି ରାଶିର ଲୋକମାନେ ସବୁ ପ୍ରକାର ଭୌତିକ ସୁଖ ସୁବିଧା ପାଇବା ପାଇଁ ଯାଉଛନ୍ତି । ଯଦି ଆମେ ସିଧା ସିଧା କହିବା ତାହେଲେ ଏହି ସମୟରେ ଏମାନଙ୍କୁ କେବଳ ଲାଭ ହିଁ ଲାଭ ମିଳିବ ।

ବୃଷ ରାଶି – ଆପଣ ସବୁ ଆଡୁ ଧନ ପାଇବା କୁ ଲାଗିବେ । ଆପଣଙ୍କ ପଇସା ଯାହା ଅଟକି ଯାଇଥିବେ ତାହେଲେ ନିଶ୍ଚିତ ଭାବେ ଏହା ଆପଣଙ୍କୁ ମିଳିଯିବ । ଆପଣ ଙ୍କ ପାଇଁ ଏଭଳି ଜାଗାରୁ ଧନ ଆସିବ ଯାହା ବିଷୟରେ ଆପଣ କେବେବି ଚିନ୍ତା କରି ନଥିବେ ।

ବିଛା ରାଶି – ଏହି ରାଶିର ଲୋକ ମାନେ ଆର୍ଥିକ ସ୍ଥିତି ଖୁବ ଭଲ ରହିବ । ଆପଣଙ୍କ ପାଇଁ ସବୁ ଭୌତିକ ସୁଖ ସୁବିଧା ଅପେକ୍ଷା କରି ରହିଛନ୍ତି । ଆପଣଙ୍କ ସାନ ଭାଇ ଭଉଣୀଙ୍କ ସ୍ଵାସ୍ଥ୍ୟ ଟିକେ ଖରାପ ରହି ପାରେ ଏଠି ପାଇଁ ଆପଣ ପିମ୍ପୁଡି ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତୁ ।

 

ମିନ ରାଶି – ଏହି ରାଶିର ଲୋକମାନେ ନିଜର ସବୁ ଇଛା ପୂରଣ କରିବେ । ଏହି ରାଶି ମାନଙ୍କ ପାଇଁ ଆଗାମୀ ୧୮ ମାଷ ଖୁବ ଭଲ ଅଟେ । ଆପଣ ଯାହା ଚାହିଁବେ ତାକୁ ଖୁବ ସହଜରେ ପାଇବେ । ଏହି ସମୟ ମଧ୍ୟରେ ଥିବା ଆପଣଙ୍କ ପେଟର ସମସ୍ଯା ମଧ୍ୟ ଦୂର ହେବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *