ସାବିତ୍ରୀ ଅମାବାସ୍ୟା ପରେ ଏହି ରାଶି ହେବେ କୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ ?

ପ୍ରତେକ ମାସ ଜ୍ୟଷ୍ଠ ରେ ସାବିତ୍ରୀ ଅମାବାସ୍ୟା ପାଳନ କରାଯାଇ ଥାଏ । ଏହି ପର୍ବ ହେଉଛି ଓଡିଆ ନାରୀ ମାନଙ୍କ ପାଇଁ ଖୁବ ମହତ୍ଵ ପୂର୍ଣ କେବଳ ଏତିକି ନୁହେଁ ଏହା ସହ ସେମାନେ ନିଜ ସ୍ବାମୀଙ୍କ ପାଇଁ ଏହି ବ୍ରତ କରିଥାନ୍ତି । ଏହି ବ୍ରତର ମାହାନତା ହେଉଛି କି ଏହି ବ୍ରତ କରି ନାରୀ ମାନେ ନିଜ ସ୍ବାମୀଙ୍କ ଆୟୁଷ ବୃଦ୍ଧି କରିପାରିବେ ।

ତେବେ ଏହି ଦିନ ଆମେ ମା ଲକ୍ଷ୍ମୀ ଙ୍କ ସହ ସାବିତ୍ରୀ ମନ୍ଦିରରେ ଯାଇ ମା ସାବିତ୍ରୀଙ୍କ ଆରାଧନା ମଧ୍ୟ କରାଯାଏ । ଯେଉଁ ମାନେ ସାବିତ୍ରୀ ମନ୍ଦିର ଯାଇ ପାରନ୍ତି ନି ସେମାନେ କିଛି ଭି ଦେବୀଙ୍କ ମନ୍ଦିର ଯାଇ ସେଠାରେ ପୂଜା କରି ପାରିବେ । ମା ଙ୍କୁ ଶାଢୀ ଅର୍ପଣ କରି ତା ସହ ଶାଧବା ନାରୀ ମାନଙ୍କ ଆଭୁଶନ ଯାହାଭି ଅଛି ତାକୁ ନେଇ ପୂଜା କରାଯାଇ ଥାଏ ମନ୍ଦିରରେ ।

ତେବେ ଆମେ କହୀ ରଖୁଚୁ କି ଏହି ଦିନ ନାରୀ ମାନଙ୍କ ପାଇଁ ତାଙ୍କ ସ୍ଵାମୀ ଭଗବାନ ସାଦୃଶ୍ୟ ଥାଏ । ଏହି ଦିନ ନାରୀ ମାନେ ନିଜ ପୂଜା ସାରି । ପୂଜା ହୋଇଥିବା ସବୁ ଜିନିଷ ପିନ୍ଧି ମା ସବିତ୍ରୀଙ୍କ ମାହାତ୍ମ୍ଯ ପଢନ୍ତି । ଏହା ପରେ ପୂଜା ହୋଇଥିବା ଫଳ ମୂଳକୁ ଖାଇ ସେମାନେ ସାରା ଦିନ ବିତାଇ ଥାନ୍ତି । ସ୍ବାମୀଙ୍କ ଚରଣ ବନ୍ଦନା ବିଧି ମଧ୍ୟ ଅନେକ ଜାଗାରେ ଅଛି । ଅନେକ ଜାଗାରେ କିଛି ଅଲଗା ପ୍ରକାର ପୂଜା କରାଯାଏ ।

ମାତ୍ର ଏହା ଓଡିଶାର ଏକ ବଡ ପର୍ବ ବୋଲି ମାନ୍ୟତା ଅଛି । କିଛି ସ୍ତ୍ରୀ ଲୋକମାନେ ଏହି ଦିନ ବର ଗଛ କୁ ମଧ୍ୟ ପୂଜା କରିଥାନ୍ତି । ସେମାନେ ଜାଣି ଛନ୍ତି କି ଏହି ବୃକ୍ଷ ମୂଳରେ ମା ସାବିତ୍ରୀ ନିଜ ସ୍ବାମୀଙ୍କୁ ଯମ ପାଖରୁ ଫେରାଇ ଆଣିଥିଲେ । ଏହି ପୁରାଣ ଯେଉଁ ନାରୀମାନେ ଶୁଣି ଛନ୍ତି ସେମାନେ ଏହି ବ୍ରତ ନିଶ୍ଚିତ ଭାବେ କରିଛନ୍ତି । ଏହି  ବ୍ରତ ସହ କିଛି ରାଶୀମାନଙ୍କୁ ଶୁଭ ଲାଭ ମିଳିବା ପାଇଁ ଯାଉଛି ।

ଏହି ରାଶୀମାନେ ଅନେକ ସୁଖ ଲାଭ କରିବା ପାଇଁ ଯାଉଛନ୍ତି । ସେମାନେ ଅଚାନକ ଖୁବ ଧନ ଲାଭ କରିବା ପାଇଁ ଯାଉଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଏମାନେ ଖୁବ ଆଗକୁ ଯିବେ । କିଛି ନୂଆ କାମ ଶିଖିବେ । ଏହା ସହ ଆପଣଙ୍କ ଅଟକି ଯାଇଥିବା କାମ ଖୁବ ଭଲ ଭାବରେ ହୋଇ ପାରିବ । ଆପଣ କିଛି ନୂଆ ଉପହାର ପାଇବା ପାଇଁ ଯାଉଛନ୍ତି । ଆପଣ ଏହି ସମୟ ଭିତରେ କିଛି ନା କିଛି କାମ କରି ନିଜ ଆର୍ଥିକ ସ୍ଥିତି କୁ ମଜବୁତ କରିବେ ।

ଆପଣ ଏହି ସମୟ ଭିତରେ କିଛି ଖୁସି ଖବର ପାଇବା ପାଇଁ ଯାଉଛନ୍ତି । ଆପଣଙ୍କ ଜୀବନ ଧନ ସହ ସୁଖ ସମୃଦ୍ଧିରେ ପୁରୀ ଜୀବ ଆପଣଙ୍କ ଜୀବନରେ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଦୟାରୁ । ଆପଣ ସବୁ କିଛି ପାଇବା ପାଇଁ ଯାଉଛନ୍ତି । ତେବେ ଆମେ ଯେଉଁ ରାଶି ମାନଙ୍କ ବିଷୟରେ କଥା ହେଉଥିଲୁ ସେହି ରାଶି ମାନେ ହେଉଛନ୍ତି ମିଥୁନ, କନ୍ୟା, ସିଂହ, ତୁଳା, ମେଷ, କୁମ୍ଭ, ମୀନ ରାଶି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *