ରଜ ସଂକ୍ରାନ୍ତି ପରେ ଏହି ୬ ଟି ରାଶିଙ୍କୁ ମିଳିବ ବିଡା ବିଡା ଟଙ୍କା, ଆପଣଙ୍କ ରାଶି ଅଛି କି ? Jyotisha Shastra

ଜୀବନରେ ଦୁଃଖ ସୁଖ ଲାଗି ରହି ଥାଏ । ତେବେ ସୁଖ ପରେ ଦୁଃଖ ଆସିବା କଥା ଆସିଥାଏ । ଏହି ରାଜା ସଂକ୍ରାନ୍ତି ପରେ କିଛି ଗ୍ରହ ଚଳନ ହେବାକୁ ଯାଉଛି ଓ ଏହା ପାଇଁ ଶନି ଦେବଙ୍କ କୃପା ହେବାକୁ ଯାଉଛି । ତେଣୁ କରି କିଛି ରାଶି ମାନଙ୍କ ପାଇଁ ଏହା ଅଶୁଭ ଫଳ ପ୍ରଦାନ କରୁଥିବା ବେଳେ କିଛି ରାଶି ମାନଙ୍କ ପାଇଁ ଏହା ଭଲ ଫଳ ପ୍ରଦାନ କରୁଛି ।

ଆମେ ଆଜି ଆପଣଙ୍କୁ ଭଲ କେଉଁ କେଉଁ ରାଶି ମାନଙ୍କ ପାଇ ଅଛି ସେହି ବିଷୟରେ କହିବୁ । ଆମେ ମାନେ  ଜାଣିଛେ କି ଆମ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ଗ୍ରହର ରାଜା ଗ୍ରହ ବୋଲି କୁହା ଯାଏ । ତେବେ ଏହି ରଜ ସଂକ୍ରାନ୍ତି ପରେ ଆପଣ ମାନେ ଜାଣି ରଖନ୍ତୁ କି କିଛି ଭଲ ହେବା ପାଇଁ ଯାଉଛି । ଯେଉଁ ରାଶି ମାନଙ୍କ ଉପରେ ଭଗବାନ ଶନି ଙ୍କର ଶୁଭ ଦ୍ରୁଷ୍ଟି ରହି ଥାଏ ସେହି ରାଶି ମାନଙ୍କ ପାଇଁ କିଛି ଭି ଖରାପ ହୋଇ ନଥାଏ ।

ଜେଭଳି କିଛି ଦୁର୍ଘଟଣା ହେବା କିମ୍ବା କିଛି ଚୋରୀ ହେବା କିମ୍ବା କିଛି ଅଘଟଣ ଘଟିବା ଭଳି ଜିନିଷ ହୋଇ ନଥାଏ । ସବୁ କ୍ଷେତ୍ରରେ ଶନି ଦେବା ତାଙ୍କୁ କୃପା କରନ୍ତି । ପରିସ୍ଥିତି କିଛି ଭି ହେଉ ନା କାହିଁକି କେବେବି ଶନି ଦେବ ନିଜ ଭକ୍ତଙ୍କୁ ଏକଲା ଛାଡନ୍ତି ନି । ତେବେ ଆସନ୍ତୁ ଜାଣିବା କଣ ଭଲ ହେବାକୁ ଯାଉଛି ।

ଯେଉଁ ରାଶି ମାନଙ୍କ ଉପରେ ଭଗବାନ ଶନୀଙ୍କ ଦୟା ହେବାକୁ ଯାଉଛି ସେମାନଙ୍କ ଆଗରେ ଅନେକ ରାସ୍ତା ଅଛି । ସେମାନେ କିଛି ଭି କରୀ ପାରନ୍ତି, ଧନ ପ୍ରାପ୍ତି ଯୋଗ ଅଛି । ଏହା ସହ ଆପଣଙ୍କ ପରିବାରରେ କାହାର ଦେହ ଖରାପ ହୋଇଥିଲେ । ଏହି ସମୟ ମଧ୍ୟରେ ଏହା ଠିକ ହୋଇ ଜୀବ । ଆପଣ ଯଦି ଏହି ରାଶି ମାନଙ୍କ ମଧ୍ୟରୁ ହୋଇ ଥାନ୍ତି ତାହେଲେ ଜାଣି ରଖନ୍ତୁ କି ଆପଣ ନିଶ୍ଚିତ ଭାବେ କିଛି ଖୁସି ଖବର ପାଇବା ପାଇଁ ଯାଉଛନ୍ତି ।

ଆପଣ କିଛି ନୂଆ କାମ ଆରମ୍ଭ କରି ପାରିବେ । କେବଳ ଏହା ନୁହେଁ ଆପଣ କିଛି ନୂଆ ମିତ୍ର ମଧ୍ୟ ପାଇବେ ଏହି ସମୟ ମଧ୍ୟରେ କାରଣ ଏହି ସମୟରେ ଆପଣଙ୍କ ଲୋକ ସମ୍ପର୍କ ବଢିବାରେ  ଲାଗିବ ।  ଆପଣ ଯଦି ଚାକିରି ଖୋଜୁଛନ୍ତି  ତେବେ ଆପଣଙ୍କୁ ନିଶ୍ଚିତ ଭାବେ ଚାକିରି ମିଳିବ । ଆପଣ ଖୁବ ଭଲ ଓ ସୁସ୍ଥ ଜୀବନ ବଞ୍ଚିବେ । ଆପଣଙ୍କ ଭାଇ ଭଉଣୀ ଙ୍କ ସହ ଆପଣଙ୍କ ଦିନ ଖୁବ ଭଲ ଜୀବ ।

ଆପଣ ଖୁବ ଭଲରେ ଏହି ଦିନକୁ କାଟିବେ । ବ୍ୟବଶାୟୀ ମାନେ କିଛି ନୂଆ ଉପାୟ କାଢି ସେମାନଙ୍କ ବ୍ୟବଶାୟ କୁ ବଢେଇବେ ନିଶ୍ଚିତ । ଛାତ୍ର ଛାତ୍ରୀ ମାନେ ନିଜ କର୍ମ କ୍ଷେତ୍ର ମାନେ ନିଜ ପାଠ ପଢାକୁ ନେଇ ଖୁବ ଭଲ କରିବେ । ଏହା ସହ ଆପଣ ଖୁବ ଭଲ ସନ୍ତାନ ବୋଲି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ପିତା ମାତା ଙ୍କ ପାଖରୁ ଖୁବ ଖୁସି ପାଇବେ । ଏହି ସମୟ ଆପଣଙ୍କ କ୍ଯାରିୟର ପାଇଁ ଖୁବ ଭଲ ଅଟେ  ଯଦି ଆପଣ ନିଜ କାମ କରିବା ପାଇଁ ଚାହାଁନ୍ତି ଏହି ସମୟ ମଧ୍ୟରେ ଆପଣଙ୍କ ପାଇଁ ଥିବା କଷ୍ଟ କାମକୁ ଏହି ସମୟ ମଧ୍ୟରେ ଆପଣ କରି ନିଅନ୍ତୁ । ତେବେ ଏହି ରାଶି ଗୁଡିକର ନାମ ହେଲା ମିଥୁନ, କର୍କଟ, ବୃଷ, ମୀନ, କନ୍ୟା, ମେଷ ।

Leave a Reply

Your email address will not be published. Required fields are marked *