ଏହି 6ଟି ପାପ କଲେ, ମହାଦେବ କେବେବି କ୍ଷମା କରିବେ ନାହିଁ…. ଶୀଘ୍ର ଦେଖନ୍ତୁ ଆପଣ କରୁ ନାହାନ୍ତି ତ ଏହି ଭୁଲ?

ବନ୍ଧୁଗଣ ତ୍ରିଦେବଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠ ଅଟନ୍ତି ମହାଦେବ ଯାହାଙ୍କ ପୂଜା ପୁରା ସୃଷ୍ଟି କରିଥାଏ । ଯେବେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ତେବେ ସେ ଭୋଳାନାଥ ଅଟନ୍ତି । କିନ୍ତୁ ଯେବେ କ୍ରୋଧିତ ହୁଅନ୍ତି ତେବେ ପ୍ରଳୟ ଆସ୍ଥାଏ । ତେଣୁ ମଣିଷକୁ ସର୍ବଦା ଭଲ କର୍ମ କରିବା ଉଚିତ । ସେଥିରେ ପାପର ମିଶ୍ରଣ ଯେମିତି ନ ଥିବ ନଚେତ ମହାଦେବ କେବେ ବି କ୍ଷମା କରନ୍ତି ନାହି । ଶାସ୍ତ୍ରରେ କିଛି ଏମିତି କଥା କୁହାଯାଇଛି ଯାହା କରିବା ପାପ ହୋଇଥାଏ । ଯଦି ମହାଦେବଙ୍କ କ୍ରୋଧରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଜୀବନରେ ସେହି ପାପ କରିବା ଅନୁଚିତ । ଆଜି ଆମେ ଆପଣଙ୍କୁ ସେହି ପାପ ଗୁଡିକ ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- ଶାସ୍ତ୍ର ଅନୁଯାୟୀ ଅନ୍ୟର ସ୍ତ୍ରୀ ବା ସ୍ଵାମୀଙ୍କୁ ଖରାପ ନଜରରେ ଦେଖିବା କିମ୍ବା ତାଙ୍କୁ ପାଇବାର ଇଚ୍ଛା ରଖିବା ବହୁତ ବଡ ପାପ ହୋଇଥାଏ । ପୁରାଣରେ ଏହାକୁ ସବୁଠାରୁ ବଡ ଖରାପ କାମ କୁହା ଯାଇଛି ।

୨- ଅନ୍ୟର ଧନକୁ ପାଇବା ଓ ହାସଲ କରିବାର ଇଚ୍ଛା ରଖିବା ଭଗବାନ ସିବାଙ୍କ ନଜରରେ କ୍ଷମା ହୀନ ହେବ ସହ ଅପରାଧ ଅଟେ । ଅନ୍ୟର ଧନକୁ ସର୍ବଦା ମାଟି ସମାନ ଭାବିବା ଉଚିତ ।

୩- କୌଣସି କମଜୋର ବା ନିର୍ଦ୍ଦୋଷ ଲୋକଙ୍କୁ କଷ୍ଟ ଦେବା ବା କ୍ଷତି ପହଞ୍ଚାଇବା ଧନ ହରଣ କରିବା କିମ୍ବା ତାର କାମରେ ବାଧା ସୃଷ୍ଟି କରିବା ପାପ ହୋଇଥାଏ । ଏଭଳି ଖରାପ ଚିନ୍ତା ରଖୁଥିବା ମଣିଷ ଉପରେ ମହାଦେବ କ୍ରୋଧିତ ହୋଇଥାନ୍ତି । ଏଭଳି ପାପ କୁ ମହାଦେବ କେବେ ବି କ୍ଷମା କରନ୍ତି ନାହି ।

୪- ଭଲ ରାସ୍ତା ଛାଡି ଖରାପ ରାସ୍ତା କୁ ଯିବା ପାପ ଭଳି ଶବ୍ଦ ସହ ସମାନ ଅଟେ । ଏଭଳି ମଣିଷକୁ ଭଗବାନ ଶିବ କ୍ଷମା ର ପାତ୍ର ଭାବନ୍ତି ଅନହି ।

୫- କେବେ ବି କୌଣସି ନାରୀକୁ ଖରାପ ଆଖି ରେ ଦେଖିବା କଥା ନୁହେଁ । ଏଭଳି କାମ କରୁଥିବା ମଣିଷ କେବେ ବି ସାଂସାରିକ ସୁଖ ଭୋଗ କରିପାରେ ନାହି । ଏହା ସହ ଏଭଳି ମଣିଷ ଧନ ଦ୍ଵାରା କେବେ ବି ସନ୍ତୁଷ୍ଟ ହୋଇପାରେ ନାହି ।

୬- ମା ବାପା ଙ୍କୁ କ୍ଷତି ପହଞ୍ଚାଉଥିବା ବା ତାଙ୍କୁ କଷ୍ଟ ଦେଉଥିବା ମଣିଷ କୁ କେବେ ମହାଦେବ କ୍ଷମା କରନ୍ତି ନାହି । ଏଭଳି କାମ କରୁଥିବା ମଣିଷ ଘୋର ପାପୀ ହୋଇଥାଏ । ଏଭଳି କାମ କରି ମଣିଷ ଭଗବାନଙ୍କୁ ଦୁଖ ଦେବା ସହ ସମାନ ଅଟେ । ତେଣୁ ମଣିଷ କୁ ଏଭଳି କାମ ଭୁଲରେ ବି କରିବା ଉଚିତ ନୁହେଁ ।

ତେବେ ଆପଣ ମାନେ ଯଦି ଆପଣଙ୍କ ଜୀବନରେ ଏ ପାପ ବା ଏଭଳି କର୍ମ ଭିତରୁ କିଛି କରୁଛନ୍ତି ତେବେ ତୁରନ୍ତ ତ୍ୟାଗ କରନ୍ତୁ ନଚେତ ମହାଦେବ ଙ୍କ କ୍ରୋଧର ଶିକାର ଆପଣଙ୍କୁ ହେବାକୁ ପଡିପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *