ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ୧୨ ଗୋଟି ରାଶି ରହିଛି । ଜୁଲାଇ ମାସରେ ଗ୍ରହ ମାନଙ୍କର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବା କାରଣରୁ କିଛି ରାଶି ହେବାକୁ ଯାଉଛନ୍ତି କୋଟିପତି ଯାହା ଶାସ୍ତ୍ରରେ କୁହାଯାଇଛି । ମା ଲକ୍ଷ୍ମୀଙ୍କ କୃପା ଏହି ୬ଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି । ଯାହା କାରଣରୁ ଅଶେଷ ଶୁଭ ଫଳ ପ୍ରାପ୍ତ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ।
ମେଷ ରାଶି : ବ୍ୟବସାୟରେ ଜଡିତ ଲୋକଙ୍କୁ ନୂଆ ଡିଲ ପ୍ରାପ୍ତ ହେବ । ଯେଉଁ କାମରେ ହାତ ଲଗାଇବେ ସେଥିରେ ସଫଳ ହେବେ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । ଆପଣଙ୍କର ବ୍ୟକ୍ତିତ୍ବରେ ପ୍ରଭାବଶାଳି ଦେଖିବାକୁ ମିଳିବ । କାମର ପ୍ରଶଂସା ହେବ । ସମାଜରେ ମାନସମ୍ମାନ ବଢିବ । ଜୁଲାଇ ମାସରେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।
ମୀନ ରାଶି : ଜୁଲାଇ ମାସରେ ଆପଣଙ୍କ ପାଇଁ ଅତ୍ୟନ୍ତ ଖାସ ସମୟ ରହିବ । ପ୍ରେମ ଜୀବନରେ ଭାଗ୍ୟଶାଳୀ ସମୟ ରହିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଊର୍ଜାବାନ ହେବେ । ଭବିଷ୍ୟତ ପାଇଁ ନୂଆ ପ୍ଳାନ କରିବେ । ଯାତ୍ରା ଆପଣଙ୍କର ଲାଭଦାୟକ ହେବ । ଚାରି ଦିଗରୁ ଧନ ପ୍ରାପ୍ତ ହେବ ।
କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାରୁ ଜୁଲାଇ ମାସ ଅତ୍ୟନ୍ତ ଶୁଭ ରହିବ । ଅଚାନକ ଧନ ଲାଭ ହେବ । ଆର୍ଥିକ ରୂପରେ ସ୍ଥିତି ଭଲ ରହିବ । ପରିବାରରେ ହସ ଖୁସିର ବାତାବରଣ ରହିବ । ପରିବାର ଲୋକଙ୍କ ଆଗରେ ଆପଣଙ୍କର ସମ୍ମାନ ବଢିବ । ବିଗିଡି ଯାଇଥିବା କାମ ଆରମ୍ଭ ହେବ ।
କୁମ୍ଭ ରାଶି : ଜୁଲାଇ ମାସରେ ଆପଣଙ୍କ ପାଇଁ ସମୟ ଶୁଭ ରହିବ । ଜୀବନରେ ଚାରି ଦିଗରୁ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହେବ । ଯେଉଁ କାମରେ ହାତ ଦେବେ ସେଥିରେ ଅପାର ସଫଳତା ପାଇବେ । ବଡ ଲୋକଙ୍କ ସହଯୋଗ ପାଇବେ । କରଜରୁ ମୁକ୍ତି ପାଇବେ । ମେହନତର ଭରପୁର ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ।
ମିଥୁନ ରାଶି : ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବା କାରଣରୁ ସମୟ ଉତ୍ତମ ରହିବ । ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ । ଜୁଲାଇ ମାସରେ ସବୁ ଯୋଜନା ପୂରଣ ହେବ । ବୁଦ୍ଧି ବଳରେ ଆପଣ ବଡରୁ ବଡ ସମସ୍ୟାର ସମାଧାନ କରିବେ । ଟଙ୍କା ସହ ଜଡିତ ମାମଲାରେ ସଫଳ ହେବେ । ପରିବାରରେ ଏକାଗ୍ରତା ରହିବ ।
ବୃଷ ରାଶି : ମା ଲକ୍ଷ୍ମୀଙ୍କ କୃପାରୁ ଜୁଲାଇ ମାସରେ ଆପଣ କୋଟିପତି ହେବାକୁ ଯାଉଛନ୍ତି । ଦାମ୍ପତ୍ୟ ଜୀବନରେ ହସଖୁସି ରହିବା କାରଣରୁ ଆପଣଙ୍କ ମନ ପ୍ରସନ୍ନ ରହିବ । ଧନ ଲାଭ ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ । ପ୍ରେମ ବିବାହ ହେବାର ଯୋଗ ରହିଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।