IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – କ୍ଷେତରେ ସବୁଜ, ବଜାରେ କଳା ଓ ଘରେ ଆସିଲେ ନାଲି ହୋଇଥାଏ । ତାହା କଣ ?

ଆମ ଆଗରେ ଅନେକ ପ୍ରଶ୍ନ ଥାଏ ଯାହାର ଅର୍ଥ ଆମେ ଜାଣି ନ ଥାଉ । କିନ୍ତୁ ଆମେ ଏହାକୁ ସାଧାରଣ ଜୀବନରେ ଦେଖିବା ପାଇଁ ପାଇ ଥାଉ । କିନ୍ତୁ ଆମେ ଯଦି ଦେଖିବା ପାଇଁ ଯିବା ତ ଏହାର ଅର୍ଥ ଏକ ପହେଲି ଭଳି ଥାଏ । ଏହାର ଅର୍ଥ ଆପଣ ଉତ୍ତର ମାଧ୍ୟମରେ ପାଇଯିବେ । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ପହେଲି ରେ ଥିବା ପ୍ରଶ୍ନ ର ଉତ୍ତର । ଆଇଏଏସ ଇଣ୍ଟରଭିୟୁରେ କେତେ ଥର ଇଣ୍ଟରଭିୟୁରେ ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପ୍ରଶ୍ନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁର କ୍ୟାଣ୍ଡିଡେଟକୁ ତାର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧- ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରା ଭାରତରେ ଯେଉଁଠି କୁ ନେଇଗଲେ ମଧ୍ୟ ତାର ମୂଲ୍ୟ ବଦଳେ ନାହି ?

ଉତ୍ତର- ନୋଟ ବା ଟଙ୍କା

୨- ଏମିତି କେଉଁ ଜିନିଷ ଅଛି ଯାହା ଗରମ ହେବା ପରେ ଜମିଯାଏ ?

ଉତ୍ତର- ଅଣ୍ଡା

୩- ଭାରତର କେଉଁ ଶାରରେ ପାଣି ବୁଡି ରହିଛି ?

ଉତ୍ତର- ଦ୍ଵାରିକା ନଗର

୪- କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?

ଉତ୍ତର- ପ୍ଲାଟିପସ

୫- କେବଳ ଭାରତରେ କେଉଁ ଯିବ ଦେଖା ଯାଇଥାଏ ?

ଉତ୍ତର- ଘଡିୟାଲ

୬- କେଉଁ ଯିବ ୩ ବର୍ଷ ଯାଏଁ ଶୁଏ ?

ଉତ୍ତର- ଗେଣ୍ଡା

୭- କେଉଁ ଜୀବ ଟି ଛିଡା ହୋଇ ଶୋଇଥାଏ ?

ଉତ୍ତର- ଘୋଡା

୮- କେଉଁ ଜୀବ ଟି ଆଦୌ ଶୁଏ ନାହି ?

ଉତ୍ତର- ପିମ୍ପୁଡି

୯- କେଉଁ ଜୀବ ଟି ୧୦୦ ପ୍ରକାରର ଶବ୍ଦ କରିଥାଏ ?

ଉତ୍ତର- ବିରାଡି

୧୦- କେଉଁ ଜୀବ ଏମିତି ରହିଛି ଯିଏ ଜିଭରେ ଚାଲିଥାଏ ?

ଉତ୍ତର- ଗେଣ୍ଡା

୧୧- ବିଶ୍ଵ ରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖା ଯାଇଠେ ?

ଉତ୍ତର- ଆମେରିକା

୧୨- କେଉଁ ପକ୍ଷୀର ଅଣ୍ଡା ସବୁଠାରୁ ବଡ ହୋଇଥାଏ ?

ଉତ୍ତର- ଓଟପକ୍ଷୀ

୧୩- ଭାରତର ଜାତୀୟ ନେତା କିଏ ଅଟନ୍ତି ?

ଉତ୍ତର- ମହାତ୍ମା ଗାନ୍ଧୀ

୧୪- ଭାରତର ଜାତୀୟ ଫୁଲର ନାମ କଣ ?

ଉତ୍ତର- ପଦ୍ମ ଫୁଲ

୧୫- କବାଡି ଖେଳ କେଉଁ ଦେଶର ଜାତୀୟ ଖେଳ ଅଟେ ?

ଉତ୍ତର-  ବାଂଲାଦେଶ

୧୬- କ୍ଷୀରଚୋରା ଗୋପୀନାଥ କେଉଁ ଠାରେ ଅବସ୍ଥିତ ଅଟେ ?

ଉତ୍ତର- ବାଲେଶ୍ଵର

୧୭- ସୂର୍ଯ୍ୟ ମନ୍ଦିର କେଉଁ ମନ୍ଦିର କୁ କୁହା ଯାଇଥାଏ ?

ଉତ୍ତର- କୋଣାର୍କ ମନ୍ଦିର

୧୮- କ୍ଷେତ ରେ ସବୁଜ, ବଜାର ରେ କଳା ଓ ଘରେ ଆସିଲେ ନାଲି ହୋଇଥାଏ । ତାହା କଣ ?

ଉତ୍ତର- ଚା’ ପତି

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *