ଯଦି ଆପଣଙ୍କ ଭିତରେ ସତ ଶୁଣିବାର ସାହସ ଅଛି ତେବେ ବାଛନ୍ତୁ ଗୋଟେ ନମ୍ବର- Love Quiz

ବନ୍ଧୁଗଣ କଣ ଆପଣଙ୍କ ମଧ୍ୟରେ ସତ ଶୁଣିବାର ସାହସ ଅଛି ତେବେ ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କିଛି ଖାସ କଥା । ନିଜ ହୃଦୟରେ ହାତ ରଖି ଏଥି ମଧ୍ୟରୁ କୌଣସି ଗୋଟିଏ ନମ୍ବର ସାହସର ସହ ବାଛନ୍ତୁ । ସେହି ନମ୍ବର ଆପଣଙ୍କ ବିଷୟରେ ଏମିତି ଏକ ସତ କଥା କହିବ ଯାହାକୁ ଶୁଣିବା ପାଇଁ ଆପଣଙ୍କୁ ସାହସ ଦରକାର । ତେବେ ଆସନ୍ତୁ ଆରମ୍ଭ କରିବା ଏହି ମଜାଦାର ଓ ରୋମାଞ୍ଚକର କୁଇଜ ଗେମ ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କୁ ମିଛ କହୁଥିବା ଲୋକେ ପସନ୍ଦ ନୁହେଁ । କିନ୍ତୁ ଆପଣ କେବେ କେବେ ମିଛ କହିବାକୁ ପଛାନ୍ତି ନାହିଁ ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣ ସବୁବେଳେ ଏମିତି ନିଜକୁ ଦେଖାଇଥାନ୍ତି ଯେମିତି କୋଉ କଥା ଆପଣଙ୍କୁ ଖରାପ ଲାଗେ ନାହିଁ । କିନ୍ତୁ ଆପଣ ଛୋଟ କଥାଟେ ବି ମନକୁ ନେଇଥାନ୍ତି । ଆପଣ ଏକା ସମୟରେ ସେହି କଥାକୁ ନେଇ ବହୁତ ଚିନ୍ତା କରିଥାନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣ ସଚ୍ଚା ପ୍ରେମ କରିବାର କହିଥାନ୍ତି କିନ୍ତୁ ସତ କଥା ହେଉଛି ଆପଣ କେବେ ବି ଜଣଙ୍କର ହୋଇ ପାରିବେ ନାହିଁ । ଆପଣଙ୍କ ମନ ଗୋଟିଏ ଜାଗାରେ ରହିଲେ ଆପଣଙ୍କ ନଜର ଆଉ ଗୋଟେ ଜାଗାରେ ରହିଥାଏ । ଆପଣଙ୍କୁ ଦୁଇଟି ଯାକ ହାତର ଲଡୁ ଦରକାର ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ତେବେ ଆପଣ ଅନ୍ୟ ମାନଙ୍କୁ ବୁଝାଇଥାନ୍ତି କି ଜୀବନରେ ମୁଭ ଅନ କରିବା ବା ଆଗକୁ ବଢିବା ଦରକାର । କିନ୍ତୁ ଆପଣ ଆଜି ଯାଏଁ ନିଜର ଅତୀତକୁ ଭୁଲି ପାରି ନାହାନ୍ତି । ଆପଣ ଆଜି ବି ନିଜର ଅତୀତ କୁ ମାନେ ପକାଇ ଏକାରେ କାନ୍ଦୁଛନ୍ତି ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଭାବୁଛନ୍ତି କି ଆପଣଙ୍କର ମନ କେହି ଜିଣି ପାରିବେ ନାହିଁ କିନ୍ତୁ ଏମିତି ଜଣେ ଅଛନ୍ତି ଯାହାକୁ ଦେଖିଲେ ବା ଯାହାଙ୍କର ନାମ ଶୁଣିଲେ ଆପଣଙ୍କ ହୃଦୟ ଜୋରରେ ଆବାଜ କରିବାକୁ ଲାଗିଥାଏ । ଯଦି ଆପଣ ସେହି ଖାସ ବ୍ୟକ୍ତିଙ୍କୁ ଦିନେ ନ ଦେଖନ୍ତି ବା ତାଙ୍କ ସହ କଥା ନ ହୁଅନ୍ତି ତେବେ ଆପଣ ପାଗଳ ଭଳି ବ୍ୟବହାର କରିଥାନ୍ତି ।

ତେବେ ଏହା ଥିଲା ସେହି ୫ଟି ନମ୍ବର ଯାହାର ଚୟନ କରିଲେ ଆପଣ ଜାଣି ପାରିବେ ନିଜ ବିଷୟରେ ଏହି ସବୁ ସତ ଯାହାକୁ ଶୁଣିବା ପାଇଁ ଆପଣଙ୍କ ଭିତରେ ସାହସ ଥିବା ଦରକାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *