November ମାସରେ ଆଜିଠାରୁ 7ଟି ରାଶି ରୁହନ୍ତୁ ସାବଧାନ ! ଆପଣଙ୍କ ଜୀବନରେ ଘଟିବାକୁ ଯାଉଛି ବଡ ଘଟଣା… ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଜୀବନରେ ସମୟର ଦୁଃଖ ସୁଖର ମୁଦ୍ରା କେତେବେଳେ ଯେ କେଉଁ ପଟକୁ ଓଲଟି ପଡିବ ତାହା କେହି ଜାଣି ନଥାନ୍ତି । କାରଣ ସମୟ କାହା ହାତରେ ନଥାଏ ଆଜି ଦୁଖ ଅଛି ତ କାଲି ସୁଖ ମଧ୍ୟ ଆସିବ । ଧର୍ଯ୍ୟର ସହ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ଦରକାର । ତେବେ ଆଜି ଆସନ୍ତୁ ଜାଣିବା ସମୟର ପରିବର୍ତ୍ତନ ସହ କେଉଁ ରାଶି ମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଆଉ ଡେରି ନକରି ଆସନ୍ତୁ ଜାଣିବା ନଭେମ୍ବର ମାସଟି କେଉଁ ରାଶି ମାନଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି ।

ମେଷ ରାଶି: ସାଙ୍ଗ ସାଥିଙ୍କ ସହଯୋଗ ମିଳିବାକୁ ଯାଉଛି । ମହିଳା ମାନେ ଧର୍ମ କାର୍ଯ୍ୟରେ ମନ ନିବେଶ କରିବେ । ସମାଜରେ ମାନ ସମ୍ମାନ ବଢିବ । ବୃଷ ରାଶି: କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାର ସମ୍ଭାବନା ରହିଛି । ପରିବାରରେ ସୁଖ ଶାନ୍ତି ବଢିବ । ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । ମିଥୁନ ରାଶି: ବ୍ୟବସାୟ ବାଣିଜ୍ୟରେ କ୍ଷତିର ସମ୍ମୁଖୀନ ହେବାର ଯୋଗ ରହିଛି ।

ଆୟ ଠାରୁ ବ୍ୟୟ ବେଶି ରହିବ । ପାରିବାରିକ ଆସନ୍ତି ଲାଗି ରହିବ । କର୍କଟ ରାଶି: ବ୍ୟବସାୟ ବାଣିଜ୍ୟରେ ଲାଭ ହେବାର ଯୋଗ ରହିଛି । ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ସିଂହ ରାଶି: ଧନ ହାନିର ସମ୍ଭାବନା ରହିଛି । ଜୀବନରେ ବାଦ ବିବାଦ ବୃଦ୍ଧି ପାଇବ । ଶତ୍ରୁ ମାନେ ଆପଣଙ୍କର କ୍ଷତି କରିପାରନ୍ତି ।

କନ୍ୟା ରାଶି: ସମସ୍ତ କାର୍ଯ୍ୟରୁ ଆଶାନୁରୂପୀ ଫଳ ପାଇବେ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେଇପାରେ । ଦୂର ଯାତ୍ରାର ଯୋଗ ରହିଛି । ତୁଳା ରାଶି: କାର୍ଯ୍ୟ କ୍ଷେତ୍ରରେ ବାଧା ବିଘ୍ନ ଦେଖା ଦେଇପାରେ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ମହିଳାମାନେ ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ । ବିଛା ରାଶି: ବହୁତ ପରିଶ୍ରମ କରିବାଦ୍ଵାରା ଆପଣଙ୍କର ଉନ୍ନତି ହେବ ।

ବନ୍ଧୁମାନଙ୍କ ସହ ଶତ୍ରୁତା ବଢିପାରେ । ମାନସିକ ଚିନ୍ତା ବଢିବ । ଧନୁ ରାଶି: ବ୍ୟବସାୟରେ ଲାଭ ମିଳିବ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ମକର ରାଶି: ବ୍ୟବସାୟରେ ଉନ୍ନତି କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । କୌଣସି ଶୁଭ କାମ ଆରମ୍ଭ କରିପାରନ୍ତି ।

କୁମ୍ଭ ରାଶି: ଦୂର ଯାତ୍ରା କରିବାର ଯୋଗ ରହିଛି । ମାସିକ ଶାନ୍ତି ମିଳିବ । ବନ୍ଧୁମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ । ମୀନ ରାଶି: ବ୍ୟୟର ବୃଦ୍ଧି ହେବ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବାର ଯୋଗ ର୍ତାହିଛି । ମାନ ସମ୍ମାନ ହାନିର ସମ୍ଭାବନା ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ନି ଭୁଲିବେନି ।

Leave a Reply

Your email address will not be published. Required fields are marked *