8 November 90 ବର୍ଷ ପରେ ଦେଖାଦେବ କାର୍ତ୍ତିକ ପୁର୍ଣିମାର ଚାନ୍ଦ, ଏହି 4ଟି ରାଶିର ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ , କାର୍ତ୍ତିକ ମାସ ଏକ ଧର୍ମ ମାସ ଅଟେ ।  ତେଣୁ କାର୍ତ୍ତିକ ପୁର୍ଣିମା ସବୁଠାରୁ ବେଶି ଶୁଭ ହୋଇଥାଏ ।  ଏହିଦିନ ସମସ୍ତ ଲୋକ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିଥାନ୍ତି । ଏହପାରେ ଚଉରା ପାଖରେ ମୁରୁଜ ପକାଇଥାନ୍ତି । ଏବଂ ଡଙ୍ଗା ଭସାଇବା ପାଇଁ ନଦୀ ପୋଖରୀକୁ ଯାଇଥାନ୍ତି । ଏହି ଶୁଭ ଦିନର ପ୍ରଭାବ କିଛି ରାଶି ଉପରେ ପଡିବାକୁ ଯାଉଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ରାଶି ଗୁଡିକ ବିଷୟରେ ।

କାର୍ତ୍ତିକ ପୁର୍ଣିମା ପରଠାରୁ  ଜୀବନରେ ଲାଗିରହିଥିବା ସମସ୍ତ ଦୁଃଖ କଷ୍ଟ ଏବେ ଦୂର ହେବ । ସମସ୍ତ ସମସ୍ୟାର ସମାଧାନ ଖୁବ ସହଜରେ ହେବ । ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଏହି ସମୟରେ ଆପଣଙ୍କୁ ମିଳିବାକୁ ଯାଉଛି । ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର ଆଗମନ ହେବାକୁ ଯାଉଛି ଏହି କାର୍ତ୍ତିକ ପୁର୍ଣିମା ଠାରୁ । ତେଣୁ ପରିଶ୍ରମ କରିବା ଛାଡନ୍ତୁ ନାହିଁ ।

କାରଣ ଏହି ସମୟରେ ହିଁ ଆପଣଙ୍କୁ ଏହାର ଉଚିତ ମୂଲ୍ୟ ମିଳିବ । ବ୍ୟାପାର ବାଣିଜ୍ୟରେ ସଫଳତା ମିଳିବାକୁ ଯାଉଛି । ଆପଣ ନେଇଥିବା କରଜରୁ ଏବେ ଆପଣଙ୍କୁ ମୁକ୍ତି ମିଳିବ । ଆପଣ କାହାକୁ ଦେଇଥିବା ପଇସା ଏବେ ଫେରି ପାଇବେ । ନୂତନ ଯୋଜନାର ଆଲୋଚନା କୌଣସି ବୁଦ୍ଧିଜୀବିଙ୍କ ସହ ନିଶ୍ଚୟ କରନ୍ତୁ । ଏହି ସମୟରେ ଯଦି ଆପଣ ଘର ଲୋକଙ୍କୁ ଉଚିତ ସମୟ ଦିଅନ୍ତି ତେବେ ତାଙ୍କ ଠାରୁ ମଧ୍ୟ ଭଲ ଆପଣଙ୍କୁ ନିଜ କାର୍ଯ୍ୟ ନିମନ୍ତେ ସହାୟତା ମିଳିପାରେ ।

ଆପଣଙ୍କର ଅଧାରେ ଅଟକି ରହିଥିବା ସମସ୍ତ କାର୍ଯ୍ୟ ଏବେ ପୁରା ହେବ । ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ମାନ ସମ୍ମାନ ମିଳିବାକୁ ଯାଉଛି । ଆପଣ କରିଥିବା ପରିଶ୍ରମର ଏବେ ଆପଣଙ୍କୁ ଉଚିତ ମୂଲ୍ୟ ମିଳିବାକୁ ଯାଉଛି । ଏହି ପୁର୍ଣିମାରେ ଘଟୁଥିବା ମହା ସଂଯୋଗ ଫଳରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଏହି ରାଶିର ଲୋକଙ୍କ ଉପରେ ରହିବାକୁ ଯାଉଛି ।

ଆପଣ ଆପଣଙ୍କ ବନ୍ଧୁଙ୍କ ଠାରୁ ଏହି ସମୟରେ ସାହାର୍ଯ୍ୟ ପାଇପାରନ୍ତି । କୌଣସି ଦୂର ଯାତ୍ରା କରିବାର ଯୋଗ ରହିଛି । ଅଚାନକ କୌଣସି ସ୍ରୋତରୁ ଆପଣଙ୍କୁ ଧନ ଲାଭର ଯୋଗ ରହିଛି । କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ସହ ବାଦ ବିବାଦ ହେବାର ଯୋଗ ସମ୍ଭାବନା ରହିଛି । ଝଗଡାରେ ବିଲକୁଲ ମୁଣ୍ଡ ଖେଳାନ୍ତୁ ନାହି । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଯେଉଁ ରାଶି ମାନଙ୍କ ବିଷୟରେ ଆମେ ଆଲୋଚନା କରୁଅଛୁ ସେହି ରାଶି ଗୁଡିକ ହେଉଛି ବୃଷ ରାଶି, କନ୍ୟା ରାଶି, ସିଂହ ରାଶି ଓ ତୁଳା ରାଶି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *