ମହିଳା ମାନଙ୍କର ଏହି ଅଙ୍ଗକୁ ଛୁଅନ୍ତୁ, ହେବ ଧନର ବର୍ଷା… ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ନାରୀର ଅନେକ ମହତ୍ଵ ରହିଛି ସଂସାରରେ । ନାରୀ ବୀନା ସଂସାର ଗାଡି କେବେ ହେଲେ ମଧ୍ୟ ଚାଲିପାରିବ ନାହିଁ । ତେବେ ନାରୀର କେଉଁ ଅଙ୍ଗକୁ ଛୁଇବା ଦ୍ଵାରା ନାରୀ ଖୁସି ହୋଇ ନିଜ ସ୍ବଇଚ୍ଛାରେ ଗୋଟିଏ ଜିନିଷ ପ୍ରଦାନ କରିଥାଏ । ଯାହା ଫଳରେ ସେହି ଭାଗ୍ୟ ଚମକି ଉଠେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଜିନିଷ କଣ ଅଟେ ଯାହାକୁ ନାରୀ ଠାରୁ ପାଇବା ମାତ୍ରେ ହିଁ ହୋଇଥାଏ ଧନର ଲାଭ ।

ମହିଳା ମାନଙ୍କ ପାଖରେ ସବୁ କିଛି କରିବାର କ୍ଷମତା ରହିଛି । ଯାହାକୁ କିଛି ଲୋକ ଜାଣି ପାରନ୍ତି ନାହିଁ । ଏବଂ ନିଜ ଭାଗ୍ୟକୁ ବଦଳାଇବାର ସୁଯୋଗ ହାତ ଛଡା କରିଦିଅନ୍ତି । ତେବେ ଜାଣନ୍ତୁ ତାହା ସମ୍ପର୍କରେ । ଶାସ୍ତ୍ରରେ ଉଲ୍ଲେଖ ରହିଛି କି ମହିଳା ମାନଙ୍କ ପାଦରେ ସୁଖ ସମୃଦ୍ଧି ବାସ କରିଥାଏ । ନାରୀର ଏହି ଦୁଇ ପଦାକୁ ଛୁଇବା ଦ୍ଵାରା ବ୍ୟକ୍ତି ପାପ ମୁକ୍ତ ହୋଇଯାଇଥାଏ ।

କୌଣସି ମହିଳା ଯଦି ଆଶୀର୍ବାଦ ଦେବା ପାଇଁ ଆପଣଙ୍କ ମୁଣ୍ଡରେ ହାତ ରଖେ ତେବେ ଆପଣ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟନ୍ତି । ନାରୀର ସେହି ହାତରେ ଅପାର ଶକ୍ତି ରହିଥାଏ । ଏହା ଫଳରେ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ମହିଳା ମାନଙ୍କ ପାଦକୁ ଛୁଇବା ଦ୍ଵାରା ନିଜ ଭିତରେ ଏକ ଶକ୍ତି ଉତ୍ପର୍ଣ ହୋଇଥାଏ । ଏବଂ ଆପଣଙ୍କ ବହୁତ ଲାଭଦାୟକ ହୋଇଥାଏ ।

ଜୀବନରେ ସବୁବେଳେ ହସ ଖୁସି ଲାଗି ରହିଥାଏ । ଏହା ଦ୍ଵାରା ନିଜର ମାନସିକ ବିକାଶ ମଧ୍ୟ ବଢିଥାଏ । ଆପଣ ମାନେ ନିଶ୍ଚୟ ଭାବୁଥିବେ କି କଣ ସ୍ତ୍ରୀର ପାଦ ଛୁଇବା ନିହାତି ଆବଶ୍ୟକ । ତେବେ ଜାଣି ରଖନ୍ତୁ କି ଆପଣ ନିଜ ସ୍ତ୍ରୀଙ୍କୁ ଛାଡି ଅନ୍ୟ ସମସ୍ତଙ୍କ ପାଦ ଛୁଇପାରିବେ ।ଅନ୍ୟ ଗୁରଜନ ଥିବା ମହିଳା ମାନଙ୍କର ପାଦ ଛୁଇ ଆପଣ ତାଙ୍କ ଆଶୀର୍ବାଦ ନେଇପାରିବେ ।

ମନେ ରଖନ୍ତୁ ସମସ୍ତ ମହିଳା ମାନଙ୍କ ମଧ୍ୟରେ ଆପଣଙ୍କୁ ଜନ୍ମ ଦେଇଥିବା ମା ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ । ଯଦି ଜୀବନରେ ସଫଳତା ଚାହୁଁଛନ୍ତି ତେବେ ସବୁବେଳେ ନିଜ ମାର ପାଦ ଛୁଇ ଆଶୀର୍ବାଦ ନିଅନ୍ତୁ । ପ୍ରତିଦିନ ଘରୁ ବାହାରକୁ ଜୀବ ପୂର୍ବରୁ ନିଜ ମା ଙ୍କ ଚରଣ ସ୍ପର୍ଶ କରିବା କେବେ ମଧ୍ୟ ଭୁଲନ୍ତୁନି । କାରଣ ମା ହିଁ ସଂସାରରେ ଏକ ମାତ୍ର ନାରି   ଯିଏ କେବେ ହେଲେ ବି କୌଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ଅମଙ୍ଗଳ ଚାହିଁ ନଥାନ୍ତି ।

ଏହି କାର୍ଯ୍ୟ କରିବାକୁ ଜମା ବି ଭୁଲନ୍ତୁନି । କାରଣ ଏହା ଏକ ସାଧାରଣ କଥା ତେଣୁ ସବୁବେଳେ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *