Interesting GK Questions: ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ମାତ୍ରେ ଆଉ ଓଲ୍ହେଇହେବ ନାହିଁ ? ଏହା ସହ ଆହୁରି 17 GK Quiz

ନମସ୍କାର ବନ୍ଧୁଗଣ, ନିଜର ଜ୍ଞାନ ବଢାଇବା ସହ ପିଲାମାନଙ୍କ ପାଠ ପଢାରେ ମଧ୍ୟ ସହାୟ ହେବ । ଆପଣଙ୍କ ଚାରିପାଖରେ ରହୁଥିବା ଲୋକଙ୍କ ଭିତରେ ଆପଣ ଜ୍ଞାନୀ ରୁପେ ବିବେଚିତ ହେବେ । କିଛି ପ୍ରଶ୍ନ ର ଉତ୍ତର ନପାଇ ଆପଣ ନିଶ୍ଚୟ ବହୁତ ବ୍ୟସ୍ତ ହୋଇ ପଡୁଥିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କିଛି ଅଜଣା ପ୍ରଶ୍ନର ଉତ୍ତର ଯାହା ଆପଣଙ୍କର ସେହି ବ୍ୟସ୍ତତାକୁ ଦୂର କରିଦେବ ।

1- ଏମିତି କେଉଁ ଜିନିଷ ଅଛି ଯାହାକୁ ଥରେ ପିନ୍ଧିବା ମାତ୍ରେ ଆଉ ଓଲ୍ହେଇହେବ ନାହିଁ ? ଉତ୍ତର: କଫନ 2- ମଣିଷର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରିପାରିବ ? ଉତ୍ତର: ମସ୍ତିସ୍କ ଯାହା 12 ରୁ 15 ୱାଟ  ବିଜୁଳି ଉତ୍ପାଦନ କରିପାରିବ । 3- କେଉଁ ଜୀବ ଜନ୍ମ ନେବା ପରେ ଦୁଇ ମାସ ପର୍ଯ୍ୟନ୍ତ ଶୋଇ ରୁହେ ? ଉତ୍ତର: ଭାଲୁ  । 4- କେଉଁ ଶବ୍ଦରେ ଫଳ ଫୁଲ ମିଠାର ନାମ ମିଶିକି ଆସିଥାଏ ? ଉତ୍ତର: ଗୁଲାବ ଜାମୁନ ।

5- କେଉଁ ଦେଶର ରାଷ୍ଟ୍ର ଭାଷା ସିଧା ଓଲଟା ସବୁ ସମାନ ହୋଇଥାଏ ? ଉତ୍ତର: ଜାପାନ । 6- ଏମିତି କେଉଁ ଜିନିଷ ଅଛି ଯାହା ଯାହା କେବଳ କହିବା ଦ୍ଵାରା ହିଁ ଭାଙ୍ଗିଯାଏ ? ଉତ୍ତର: ନୀରବତା । 7- ବର୍ଷକ ମଧ୍ୟରେ ସବୁଠାରୁ ଲମ୍ବା ଦିନ କେଉଁଟି ଅଟେ ? ଉତ୍ତର: 21 ଜୁନ । 8- ଟ୍ରେନର ଆବିଷ୍କାର କିଏ କରିଥିଲେ ? ଉତ୍ତର: 1825 ମସିହାରେ ଜର୍ଜ ଷ୍ଟିଫେନସନ ଆବିଷ୍କାର କରିଥିଲେ ।

9- ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ଜୀବର ନାମ କଣ ? ଉତ୍ତର: ପୋଲାର ବିଅର । 10- ଭାରତର ସବୁଠାରୁ ବିଶାଳ ମନ୍ଦିର କେଉଁଟି ଅଟେ ? ଉତ୍ତର: ଶ୍ରୀ ରଙ୍ଗନାଥ ସ୍ଵାମୀ ମନ୍ଦିର । 11- କେଉଁ ଦେଶର ନିଜର କୌଣସି ରାଷ୍ଟ୍ରଗାନ ନାହିଁ ? ଉତ୍ତର: ସାଇପ୍ରସ ଦେଶର ନିଜର କୌଣସି ରାଷ୍ଟ୍ର ଗାନ ନାହିଁ । 12- ଆକାଶରୁ ମାରୁଥିବା ବିଜୁଳି କେତେ ୱାଟ ର ଅଟେ ? ଉତ୍ତର: 10 କୋଟି ୱାଟର ହୋଇଥାଏ ।

13- ଦୁନିଆର ପ୍ରଥମ ସୁନାର ହୋଟେଲ କେଉଁଠାରେ ଅବସ୍ଥିତ ? ଉତ୍ତର: ବିୟତନାମ ର ରାଜଧାନୀ ହାନୋଇ ଠାରେ ଏହି ହୋଟେଲ ଅବସ୍ଥିତ । 14- ପରୀକ୍ଷାର ଖୋଜ କିଏ କରିଥିଲେ ? ଉତ୍ତର: ହେନରୀ ଫିସେଲ ପରୀକ୍ଷାର ଖୋଜ କରିଥିଲେ । 15- ମୋବାଇଲର ଆବିଷ୍କାର କିଏ କରିଥିଲେ ? ଉତ୍ତର: ମାର୍ଟିନ କୁପର । 16- ବ୍ଲଡ ଗୃପର ଖୋଜ କିଏ କରିଥିଲେ ? ଉତ୍ତର: କାର୍ଲସ ଲ୍ୟାଣ୍ଡ ଷ୍ଟିନର ବ୍ଲଡ ଗୃପର ଖୋଜ କରିଥିଲେ ।

17- ଏମିତି କଣ ଅଛି ଯାହା ଗରମ ଶିତ ସବୁବେଳେ ଗରମ ହିଁ ରହିଥାଏ ? ଉତ୍ତର: ଗରମ ମସାଲା 18- ଜାଲିଆବାଲା ବାଗ କେଉଁ ସହରରେ ଅବସ୍ଥିତ ? ଉତ୍ତର: ଅମ୍ବୃତସର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *