8 ଟି ସଂକେତ କହିଥାଏ କି ଭଗବାନ ଆପଣଙ୍କ ସହ ଅଛନ୍ତି! ଆପଣଙ୍କୁ ମିଳୁଛି କି ଏହି ସଂକେତ

ବନ୍ଧୁଗଣ ସୁଖ ଦୁଖ ଦୁହେଁ ଦୁହିଙ୍କର ପରିପୂରକ ଅଟନ୍ତି । କିନ୍ତୁ ଏମିତି ମଣିଷ ଅଛନ୍ତି ଯିଏ ନିଜ ଜୀବନରେ ଏତେ ନିରାଶ ହୋଇଥାନ୍ତି କି ସେମାନଙ୍କୁ ଭଗବାନଙ୍କୁ ନେଇ ଅନେକ ପ୍ରଶ୍ନ ଆସିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ମନରେ ଏଭଳି ବିଚାର ଆସିବାର ତାପରଜ୍ଯ ଅଛି । ଧର୍ମ ଗ୍ରନ୍ଥ ଅନୁଯାୟୀ ଏମିତି 8ଟି ସଂକେତ ଅଛି ଯାହା ଦ୍ଵାରା ଜଣା ପଡିଥାଏ ଭଗବାନ ଆପଣଙ୍କ ସହ ଅଛନ୍ତି ଓ ଆପଣଙ୍କୁ ପ୍ରେମ ମଧ୍ୟ କରୁଛନ୍ତି ।

ତେବେ ସେହି ସଂକେତ ଗୁଡିକ କଣ ଆସନ୍ତୁ ଜାଣିବା ବିସ୍ତାର ଭାବେ । ୧- ଯଦି ଭଗବାନ ଆପଣଙ୍କ ସହ ଅଛନ୍ତି ତେବେ ଆପଣ ଯେଉଁ କାମ କରିବେ ସେଥିରେ ଅସଫଳ ହେବେ । ଏହି କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ପ୍ରତେକ କାମରେ ଯେତେ ମେହନତ କରିଲେ ବି ସଫଳତା ମିଳିବ ନାହି । ଆପଣ ଯେବେ ଯାଏଁ ନିଜର ଜୀବନର ଉଦ୍ଦେଶ୍ୟ ଜାଣି ନାହାନ୍ତି ଏମିତି ହେଉଥିବ ।

୨- ଆପଣ ଏକ ଅନୁଭବ କରିଲେ କିମ୍ବା ନିଜର ସମସ୍ଯା ବିଷୟରେ କାହାକୁ ଚାହିଁ ମଧ୍ୟ କହିପାରୁ ନ ଥିବେ ବା ଆପଣଙ୍କର କେହି ବି ସାହାଜ୍ଯ କରୁ ନ ଥିବେ ତେବେ ଏଭଳି କ୍ଷେତ୍ରରେ ଇଶ୍ଵର ଆପଣଙ୍କ ସହ ଅଛନ୍ତି ବୋଲି ସଂକେତ ମିଳିଥାଏ ।

୩- ଯଦି ଇଶ୍ଵର ଆପଣଙ୍କ ସହ ଅଛନ୍ତି ତେବେ ଲାଗିବ ଆମ ଜୀବନରେ ଏହା ଠାରୁ ଖରାପ ଆଉ କଣ ହୋଇପାରେ । ଆପଣ ଦୁଖର ଚରମ ସୀମାକୁ ଅନୁଭବ କରିବେ ।

୪- ଯେବେ ଆପଣଙ୍କର ସବୁ ଆଶା ଭାଙ୍ଗିଯିବ ସେତେବେଳେ ଆପଣଙ୍କ ଭିତରେ ନୂଆ ସନ୍ଧାନ ଆରମ୍ଭ ହେବ । ଯେଉଁଥିରେ ଆପଣ ନିଜକୁ ପରୀକ୍ଷା କରିବେ । ନିଜର ଦୁର୍ବଳତା ଓ ଗୁଣ ବିଷୟରେ ଜାଣିବାକୁ ଚେଷ୍ଟା କରିବେ । ଏହାର କାରଣ ସନ୍ଧାନ କରିବା ସହ ନିଜକୁ ପ୍ରଶ୍ନ କରିବେ । ଏହି ସମୟରେ ଆପଣ ନିଜର ଅନ୍ତଆତ୍ମା ସହ ଯୋଡି ହେବେ ।

୫- ଯେବେ ଆପଣ ନିଜ ସହ ଯୋଡି ହେବେ ତେବେ ନିଜର ଦୁର୍ବଳତା ଜାଣିବେ । ସେହି ସମୟରେ ଆପଣ ନିଜକୁ ପରିବର୍ତ୍ତନ କରିବାରେ ଲାଗିବେ । ଏହା ପରେ ମଣିଷ ସ୍ଥିର ଓ ସବୁ କିଛି ଗଭୀର ଭାବେ ଦେଖିବାକୁ ଲାଗିଥାଏ ।

୬- ଯଦି ଭଗବାନ ଆପଣଙ୍କ ସହ ଅଛନ୍ତି ତେବେ ଆପଣଙ୍କ ଥରେ ପରିବର୍ତ୍ତନ ହେବ କାରଣରୁ ବାହାରରେ ଘଟୁଥିବା ଘଟଣାର ଅସର କମ ପକାଇବ । ଆପଣଙ୍କ ଥରେ କିଛି ଅଲଗା ପରିବର୍ତ୍ତନ ଦେଖାଯିବ ।

୭- ଯେବେ ଆପଣଙ୍କୁ ଲାଗିବ କି ଆପଣ ଇଶ୍ଵରଙ୍କର ବହୁତ ନିକଟତର ହୋଇ ଯାଇଛନ୍ତି ସେହି ସମୟରେ ବଡ ଝଟକା ଲାଗିବ । ସେହି ସମୟରେ ଆପଣଙ୍କ ବୁଦ୍ଧି, ବିଶ୍ବାସର କଠିନ ପରୀକ୍ଷା ହେବ ।

୮- ଯଦି ଇଶ୍ଵର ଆପଣଙ୍କ ସହ ଅଛନ୍ତି ତେବେ ଅନ୍ୟ ରୂପରେ ଆପଣଙ୍କ ନିକଟକୁ ପ୍ରକଟ ହୋଇଥାନ୍ତି । ଈଶ୍ଵର ଆପଣଙ୍କ ସହ ଥିବାର ଅନୁଭବ ହେବ ଯାହାକୁ ଆପଣ ଶବ୍ଦରେ ବୟାନ କରିପାରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *