ବାଛନ୍ତୁ କୌଣସି ଗୋଟେ ମନ୍ଦିର ଓ ଜାଣନ୍ତୁ ଅଚାନକ ଏହି ସପ୍ତାହ ରେ କେଉଁ ଇଚ୍ଛା ପୂରଣ ହେବ 101%

ବନ୍ଧୁଗଣ ଆଶା କରୁଛୁ ଆପଣ ମାନେ ବହୁତ ଭଲରେ ଥିବେ । ଏହି ସପ୍ତାହ ରେ ଆପଣଙ୍କର କେଉଁ ଇଚ୍ଛା ଅଚାନକ ପୁରା ହେବ ଆସନ୍ତୁ ଜାଣିବା । ଏଥିପାଇଁ ଆପଣଙ୍କୁ ୨ଟି ମନ୍ଦିର ର ଚିତ୍ର ମଧ୍ୟରୁ କୌଣସି ଗୋଟିଏ ବାଛିବାକୁ ହେବ । ଆପଣ ଚାହିଁଲେ ଏକରୁ ଅଧିକା ଲୋକଙ୍କ ପାଇଁ ନମ୍ବର ଚୁଜ କରିପରିବେ । ପ୍ରଥମ ମନ୍ଦିର ରେ ଅଛନ୍ତି ମତ ଲକ୍ଷ୍ମୀ ଓ ଦ୍ଵିତୀୟ ମନ୍ଦିର ରେ ଭଗବାନ ଗଣେଶ ଅଛନ୍ତି । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ ।

ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ଆସନ୍ତୁ ଜାଣିବା ଆପଣଙ୍କର କେଉଁ ଇଚ୍ଛା ପୁରଣ ହେବାକୁ ଯାଉଛି ।୧- ଯଦି ଆପଣ ପ୍ରଥମ ମନ୍ଦିର ର ଚିତ୍ର ଚୁଜ କରିଛନ୍ତି ତେବେ ଆପଣ ବହୁତ ଲକି ଅଟନ୍ତି । ଆପଣଙ୍କ ଜୀବନରେ ବହୁତ ଜଲ୍ଦି ଖୁସି ଆସିବାକୁ ଯାଉଛି । ଆପଣ ଅନେକ ସମୟରୁ ନିଜର ଇଚ୍ଛା ପୁରା ହେବା ପାଇଁ ଚେଷ୍ଟା କରୁଥିଲେ । ଆପଣଙ୍କର ଆଉ ଟେନସନ ନେବାର ନାହି ।

ଆଗାମୀ ସପ୍ତାହରେ ଆପଣଙ୍କ ବହୁତ ଜଲ୍ଦି ସବୁ ଇଚ୍ଛା ପୁରା ହେବ । ଏମିତି ଜଣେ ବ୍ୟକ୍ତି ଆସିବେ ଯିଏ ଆପଣଙ୍କର ସବୁ ସମସ୍ୟାର ସମଧାନ କରିବେ । ଆପଣ ନ ବିଚାରୀ କାହା ବିଷୟରେ କୁହନ୍ତୁ ନାହି । ଧ୍ୟାନ ରଖିବେ ଜୀବନରେ ସମସ୍ତେ ନିଜର କର୍ମ, ଭାଗ୍ୟ ଦ୍ଵାରା ପାଇଥାନ୍ତି । ଆପଣଙ୍କର ସବୁ କାମ ଜଲ୍ଦି ହୋଇଯିବ । ଯେଉଁ ସମସ୍ୟାର ସମାଧାନ କରିପାରୁ ନ ଥିଲେ ତାହା ହେବ ।

ଯେଉଁ ବିଚାର ଆପଣଙ୍କ ଭାଗ୍ୟରେ ବାଧା ଆଣୁଥିଲା ତାହା ଦୂର ହେବ । ନିଜର ବିଚାରରେ ପରିବର୍ତ୍ତନ କରନ୍ତୁ । ପରିବାର ଲୋକଙ୍କ ସହ ମିସିକି ରୁହନ୍ତୁ । ଯାହା କିଣିବାକୁ ଚାହୁଛନ୍ତି ତାହା ନିଶ୍ଚୟ କିଣି ପାରିବେ ।

୨- ଯଦି ଆପଣ ଦ୍ଵିତୀୟ ମନ୍ଦିର ର ଚିତ୍ର ଚୟନ କରିଛନ୍ତି ତେବେ ଆଗାମୀ ସପଥରେ ଆପଣଙ୍କ ଘରକୁ ବହୁତ ଖୁସି ଆସିବାକୁ ଯାଉଛି । ବିବାହକୁ ନେଇ ଯେଉଁ ସମସ୍ଯା ଥିଲା ତାହା ଦୂର ହେବ । କ୍ୟାରିୟରରେ ଯେଉଁ ଲକ୍ଷ ନିର୍ଦ୍ଧାରିତ ହୋଇପାରୁ ଥିଲା ତାହା ହେବାରେ ଲାଗିବ । ଆପଣଙ୍କ ର ଯାହା ସନ୍ଦେହ ଥିଲା ତାହା ଦୂର ହେବ । ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଯଦି ବେସୀ ସମସ୍ଯା ଅଛି ତେବେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ । ଆପଣ ମାନସିକ ରୂପରେ ସ୍ଵସ୍ଥ ନୁହନ୍ତି । ଆପଣଙ୍କ ଜୀବନରେ କିଛି ନା କିଛି ଚାଲିଥାଏ । ଆଗାମୀ ସପ୍ତାହରେ ମାଟିର ଦୀପ ନେଇ ୨ଟି ଲବଙ୍ଗ, କର୍ପୁର ଓ ଗୋଲମରୀଚ ନେଇ ଏହାକୁ ୩ କୋଣିଆ ରାସ୍ତା ରେ ପକାଇ ଦିଅନ୍ତୁ । ଆପଣଙ୍କୁ ଏମିତି ୭ ଦିନ ଯାଏଁ କରିବାକୁ ହେବ ।

ଏହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହେବ । ଘରେ ଟେନସନ ଚାଲିଥିଲେ ଦୂର ହେବା ସହ ବିବାହ ମଧ୍ୟ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *