ପୁରୁଷ ମାନଙ୍କୁ ନିଜର ଦିବାନା କରିଥାନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ପୁରୁଷ ମାନଙ୍କୁ ଏମାନେ ପାଗଳ କରି ଥାନ୍ତି ଏମାନେ ନୀଜ ବ୍ୟବହାର ସ୍ଵାରା ଅଧିକ ପୁରୁଷଙ୍କ ମନରେ ଛୁରୀ ଚଳାଇ ଥାନ୍ତି । ଆପଣମାନେ ଜାଣି ଥିବେ କି ନାମର ମହତ୍ଵ ଅନେକ ଅଛି ଆମ ଜୀବନରେ । ଆମ ନାମର ପ୍ରଥମ ଅକ୍ଷର ଦ୍ଵାରା ଆମେ ଜଣେ ବ୍ଯକ୍ତିର ସ୍ଵଭାବ ବିଷୟରେ ଜଣାପଡିଥାଏ । ଆଯୀ ଆମେ କହିବା କି ଆମ ଆଖ ପାଖରେ ଥିବା ମହିଳା ମାନଙ୍କ ନାମର ଗୁଣ କୁ ନଜର କରିବେ ତ ଆପଣ ଆମ କଥାର ସତ୍ୟତା ଜାଣି ପାରିବେ ।

ମହିଳା ମାନେ ଅନେକ ପ୍ରକାର ରେ ଲୋକଙ୍କୁ ଆକର୍ଷିର କରି ପାରନ୍ତି । ଆଜି ଆମେ ଖାଇବା କି କିଛି ମହିଳା ମାନେ ଦେଖହିବା ପାଇଁ ଖୁବ ସୁଦର ଥାନ୍ତି ଯାହା ପାଇଁ ତାଙ୍କ ଆଡକୁ ଲୋକମାନେ ଖୁବ ଆକର୍ଷିତ ହୋଇଥାନ୍ତି । ଏହା ପରେ କିଛି ମହିଳା ମାନେ ଦେଖିବା ପାଇଁ ସୁନ୍ଦର ହୋଇ ନଥିଲେ ମଧ୍ୟ ଏମାନେ ନିଜ ଅନ୍ଦାଜ ଦ୍ଵାରା ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି ।

ଆପଣ ମାନେ ଦେଖହିବା ପାଇଁ ପାଇଥିବେ କିଛି ଜନନଙ୍କ ଅନ୍ଦାଜ ଏତେ ଅଧିକ ଭଲ ଥାଏ ଯାହା ଦ୍ଵାରା ସେମାନେ ସାଧାରଣ ମହିଳା ମାନଙ୍କ ପାଖରୁ ଅଲଗା ହୋଇଥାନ୍ତି ଏମାନଙ୍କ ଆଗକୁ ଯିଏ କେହି ଆଶିଲେ ମଧ୍ୟ ଏମାନଙ୍କୁ ସେମାନେ ଆକର୍ଷିତ କରିଥାନ୍ତି ।

ଆଜି ଆମେ କହିବା କି ଏହି ଭଳି କିଛି ମହିଳାମାନଙ୍କର ନାମ । ଏମାନଙ୍କ ଏହି ଅନ୍ଦାଜ ସଭିଙ୍କ ପାଖରେ ନଥାଏ । କିଛି ମହିଳା ମାନେ ଦେଖିବା ପାଇଁ ସୁନ୍ଦର ହୋଇଥିଲେ ମଧ୍ୟ ଯଦି ଅନ୍ଦାଜ କିମ୍ବା ଅଦା ନାଇ ତେବେ ସେ ନିଜ ସ୍ଵାମୀ କିମ୍ବବା ନିଜ ପ୍ରେମିକ କୁ କେବେହେଲେ ଖୁଶି କରି ପାରିବନି ।

ଝିଅମାନଙ୍କ କଥା କହିବାର ଢଙ୍ଗ କିମ୍ବା ସେମାନଙ୍କ ଚାଲିବା ବୁଲିବାର ଢଙ୍ଗ ଦ୍ଵାରା ଏମାନେ ଖୁବ ମାନେ ରଖିଥାଏ । ମହିଳା ମାନଙ୍କ ପିନ୍ଧିବାର ଢଙ୍ଗ ମଧ୍ୟ ସେମାନଙ୍କ ଆଡକୁ ଅନ୍ୟମାନଙ୍କ ଆଡକୁ ଆକର୍ଷିତ କରି ଦେଇଥାନ୍ତି । ଯଦି ଏକ ମହିଳାକୁ ନିଜ ଆଡକୁ ଆକର୍ଷଣ କରିବାର ଅଛି ତ ଏହି କଥାର ଧ୍ୟାନ ରଖିବା ।

ପ୍ରଥମ ନାମ “A” ନାମର ମହିଳା ମାନେ ଏମାନେ ନିଜ କଥାକୁ ଯେତେବେଳେ ଅନ୍ୟମାନଙ୍କ ଆଗରେ କହିଥାନ୍ତି ସେତେବେଳେ ତାଙ୍କ କଥା ଶୁଣିବା ଲୋକମାନେ ନିଜ ନଜର ସେମାନଙ୍କ ଆଗରୁ ହଟାଇ ପରି ନଥାନ୍ତି । ଏମାନଙ୍କ କଥା ବହୁତ ଭଲ ହୋଇଥାଏ । ଏମାନେ ବହୁତ ହାସମୁଖ ହୋଇଥାନ୍ତି ।

ଏହା ପର ନାମ ହେଉଛି “J” ଏମାନେ ଯେଉଁ ଜାଗାକୁ ଯାଇ ଥାନ୍ତି ସେମାନେ ସେହି ଜାଗାର ସବୁ ଲୋକଙ୍କୁ ନିଜ ଆଡକୁ ଆକର୍ଷୀତ କରି ଦେଇଥାନ୍ତି । ଏହା ପରେ “K” ନାମର ମହିଳା ମାନଙ୍କ ନାମ ଆସେ ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହ ଏମାନଙ୍କ କଥା ମଧ୍ୟ ବହୁତ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *