ନମସ୍କାର ବନ୍ଧୁଗଣ, ସମସ୍ତେ ଜୀବନରେ ଖୁସିର ଆଗମନକୁ ଉତ୍କଣ୍ଠା ସହ ଅପେକ୍ଷା କରିଥାନ୍ତି । କିନ୍ତୁ ସବୁବେଳେ ମନେ ରଖିବେ ସାଙ୍ଗମାନେ ସୁଖ ଦୁଖର ଦୁଇ ଚକରେ ହିଁ ଜୀବନ ଚାଲିଛି । ଦୁଖରେ ରହିଥିବା ବ୍ୟକ୍ତି ସୁଖକୁ ଆଶା କରି ବସିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କିଭଳି ଆପଣ ଏକ କପ ବାଛି ଜାଣିବେ ଆପଣଙ୍କ ଜୀବନର ଦୁଃଖର ସମୟ ସରିବା ପାଇଁ ଯାଉଛି ବୋଲି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ଉପରେ ଥିବା ଦୁଇଟି କପ ମଧ୍ୟରୁ ଗୋଟିଏ ବାଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । ପ୍ରଥମ କପ: ଏହି କପଟିକୁ ବାଛିଥିବା ବ୍ୟକ୍ତି ଜାଣି ରଖନ୍ତୁ କି ଆପଣ ରାସ୍ତାରେ ଯାଉଥିବା ସମୟରେ ଆପଣଙ୍କ ବାମ ପଟରେ ଯଦି ଆପଣ ମାଙ୍କଡ କିମ୍ବା କୁକୁର ଦେଖନ୍ତି ବା ସାପ ଦେଖନ୍ତି ତେବେ ଏହା ସଙ୍କେତ ମିଳିଥାଏ କି ଆପଣଙ୍କ ପାଖକୁ ଧନ ଆସିବାକୁ ଯାଉଛି ।
ଯଦି ଆପଣ ନିଜ ମନରେ ମଧ୍ୟ ଏହି କଥା ଭାବି ଭାବି ସବୁବେଳେ ରାସ୍ତାରେ ଯାଉଛନ୍ତି କାଳେ ଏଠି ସାପ କି କୁକୁର ଥିବା ତେବେ ମଧ୍ୟ ଶୁଭଫଳର ପ୍ରାପ୍ତି ହେବ । ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ । ବହୁତ ବଡ ଧରଣର ସଫଳତା ମିଳିବାର ଯୋଗ ମଧ୍ୟ ଆସିଥାଏ । ସକାଳୁ ଉଠିବ ସମୟରେ ହିଁ ନଡିଆ ଦେଖିବାର ଅର୍ଥ ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି ।
ଶ୍ରୀଫଳର ଦର୍ଶନ ଅତ୍ୟନ୍ତ ଶୁଭ ଫଳଦାଇ ହୋଇଥାଏ । ଯଦି ସମ୍ଭବ ସବୁବେଳେ ସକାଳୁ ଉଠି ଠାକୁର ଘରେ ଯାଇ ହି ଆଖି ଖୋଲି ଶ୍ରୀଫଳ ଦର୍ଶନ କରନ୍ତୁ । ଜରୁରୀ କାମରେ ବାହାରକୁ ଯିବା ସମୟରେ ଯଦି ଆପଣ କାହା ହାତରେ ଜଳ ପୂର୍ଣ ପାତ୍ର ଦେଖୁଛନ୍ତି ତେବେ ଆପଣଙ୍କର ସେହି କାର୍ଯ୍ୟ ନିଶ୍ଚୟ ହେବ ବୋଲି ଜାଣିବେ ।
ଦିତୀୟ କପ: ଆପଣ ଘରୁ ବାହାରି ସାରିବା ପରେ ଅଧା ରାସ୍ତାରେ ଯଦି ମନେ ପଡେ ଘରେ କୌଣସି ଜିନିଷ ଛାଡି ଆସିବାର ତେବେ ଏହାର ଅର୍ଥ ହେଉଛି ଘରୁ ଖରାପ ସମୟ ଯିବାର ସମୟ ଆସିସାରିଛି । ରାସ୍ତାରେ କୌଣସି ମୁଦ୍ରା ପଡିଥିବାର ଦେଖନ୍ତି ତେବେ ଆପଣଙ୍କୁ ଆପଣଙ୍କର ଉଧାର ପଇସା ମିଳିବାକୁ ଯାଉଛି ବୋଲି ଜାଣିବେ । ଏହାଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ।
ଇଣ୍ଟରଭିଉ ବା ପରୀକ୍ଷା ଦବାକୁ ଯିବା ରାସ୍ତାରେ ଗାଈ କିମ୍ବା ନଡିଆ ଦେଖିବା ବହୁତ ହିଁ ଶୁଭ ହୋଇଥାଏ । ଆଖ ପାଖରେ ରଙ୍ଗ ବିରଙ୍ଗିର ପ୍ରଜାପତି ଦେଖିବାର ଅର୍ଥ ହେଉଛି ଜୀବନରେ ବହୁତ ଖୁସି ଆସିବାକୁ ଯାଉଛି । ସ୍ଵପ୍ନରେ ଧନ ମିଳିବାର ଦେଖିଲେ ଜାଣନ୍ତୁ ଏହା ସତ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।