ବନ୍ଧୁଗଣ ଗ୍ରହ ମାନଙ୍କର ଗୋଚର, ରାଶି ପରିବର୍ତ୍ତନ କାରଣରୁ ବର୍ଷ ୨୦୨୩ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କେମିତି ରହିବ ସମୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏମାନଙ୍କ ଜୀବନରେ କଣ ସବୁ ନୂତନ ପରିବର୍ତ୍ତନ ଆଣିକରି ଆସୁଛି ତାହା ମଧ୍ୟ ଜାଣିବା । ବୃଷ ରାଶିର ଦାଂପତ୍ଯ ଜୀବନ, ପ୍ରେମ ବିବାହ, ଚାକିରି, ବ୍ୟାପାର, ଆର୍ଥିକ ସ୍ଥିତି, ବିଦ୍ୟାର୍ଥୀଙ୍କ ପାଇଁ ସମୟ କିପରି ରହିବ ଆସନ୍ତୁ ଜାଣିବା ।
ଏମାନଙ୍କର ଶୁଭ ଅଙ୍କ ହେଉଛି ୫, ୬ ଏବଂ ଶୁଭ ଦିନ ସୋମବାର, ଶୁକ୍ରବାର, ଶନିବାର, ଲକି ରଙ୍ଗ ଧଳା ଓ ସବୁଜ । ବୃଷ ରାଶିରର ସ୍ଵାମୀ ଗ୍ରହ ଶୁକ୍ର ଅଟନ୍ତି । ଏମାନେ ସ୍ଵଭାବରେ ପରିଶ୍ରମୀ ଓ ସଚ୍ଚୋଟ ହୋଇଥାନ୍ତି । ଲୋକଙ୍କର ଭଲ ପାଇବା ମିଳିବ ସହ ଜୀବନକୁ ହସ ଖୁସିରେ କାଟିବାକୁ ପସନ୍ଦ କରନ୍ତି ।
ଏମାନଙ୍କୁ ଅଲଗା ଅଲଗା ଜାଗାରେ ରହିବାକୁ ପସନ୍ଦ ନୁହେଁ । ସାହସର ସହ ସ୍ପଷ୍ଟ ଭାବେ କହିବା ଏମାନଙ୍କର ବିଶେଷ ଗୁଣ ହୋଇଥାଏ । ଧନ ରୋଜଗାର ଓ ସଞ୍ଚୟ କରିବା ଏମାନଙ୍କୁ ଜୀବନରେ ବହୁତ ଆଗକୁ ନେଇଥାଏ । ଲଭ ଲାଇଫ ବିଷୟରେ କହିଲେ ଏମାନେ ଜୀବନସାଥିଙ୍କ ପ୍ରତି ବିଶ୍ଵାସ ହେବା ସହ ସେମାନଙ୍କର ଆବଶ୍ୟକତାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି ।
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଶିକ୍ଷା କ୍ଷେତ୍ରଟି ବହୁତ ଲାଭକାରୀ ସାବ୍ୟସ୍ତ ହେବ । ଅଧ୍ୟୟନ ଓ ପରିଶ୍ରମ ବଳରେ ଲାଭବାନ ହେବେ । ବର୍ଷର ଆରମ୍ଭରେ ଅଧିକ ମେହନତ କରିଲେ ସୁହା ପରିଣାମ ପାଇବେ । ବିଦ୍ୟାର୍ଥୀଙ୍କୁ ଆଶା ଠାରୁ ଅଧିକ ପରିଣାମ ମିଳିବ । ପ୍ରତିଯୋଗୀତା ପାଇଁ ରେଡି ହେଉଥିଲେ ସଫଳ ହେବେ ।
ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତିମାନର ରହିବ । କ୍ୟାରିୟରକୁ ଆଗକୁ ନେବା ପାଇଁ ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ମିଳିବ । ଆପଣଙ୍କୁ ଆପଣଙ୍କର ମେହନତର ଅନୁରୂପ ପରିଣାମ ମିଳିବ । ଧନ ରୋଜଗାରର ନୂଆ ମାର୍ଗ ମିଳିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ବର୍ଷ ଆରମ୍ଭରୁ କାମର ଭାର ଅଧିକ ରହିବ । ବିଦେଶ ଯାତ୍ରା କରିବେ ।
ବ୍ୟବସାୟରେ ବିସ୍ତାର ପାଇଁ ନୂଆ ଯୋଜନା କରିବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଲଭ ଲାଇଫ ଓ ଦାଂପତ୍ଯ ଜୀବନରେ ଏହି ବର୍ଷଟି ଆହୁତ ଭଲ ରହିବାର ଅଛି । ଏହି ବର୍ଷ ଆପଣ ବହୁତ ରୋମାଣ୍ଟିକ ରହିବା ସହ ବୁଲିବାକୁ ପ୍ଳାନ କରିବେ । ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନଙ୍କୁ ଭଲ ଜୀବନସାଥି ମିଳିପାରେ ।
ବୃଷ ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖ ପୂର୍ଣ୍ଣ ବ୍ଯତୀତ ହେବ । ପରିବାର ସହ ସୁଖର ମୂହୁର୍ତ୍ତ ବିତାଇବେ । ପରିବାରରେ ସୁଖଦ ସମାଚାର ପାଇବେ । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଆର୍ଥିକ ସ୍ଥିତି ଦୃଢ ହେବ ।
ପ୍ରତେକ କ୍ଷେତ୍ରରେ ଆପଣଙ୍କୁ ଭାଇ ଭଉଣୀଙ୍କ ସହଯୋଗ ଓ ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ହେବ । ଆପଣଙ୍କ ଜୀବନରେ ମହାସଂଯୋଗ କାରଣରୁ ସୁଖ ସୌଭାଗ୍ୟ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।