“A” ନାମର ବ୍ୟକ୍ତି ଶୀଘ୍ର ଦେଖନ୍ତୁ, ଜାଣନ୍ତୁ ନିଜ ବିଷୟରେ କିଛି ରହସ୍ୟପୁର୍ଣ୍ଣ କଥା

ହିନ୍ଦୁ ଧର୍ମ ଅନୁସାରେ ପ୍ରତେକ ବ୍ଯକ୍ତିର ଲୋକଙ୍କ ନାମ ସେମାନଙ୍କ ଜାତକ ରେ ଥିବା ସେମାନଙ୍କ ନାମ ଅନୁସାରେ ର-କ୍ଷା ଯାଇ ଥାଏ । ଆପଣ ମାନେ ଜାଣି ଥିବେ କି ଏହି ନାମରୁ ଏମାନଙ୍କ ସ୍ଵଭାବ ମଧ୍ୟ ଜଣା ପଡି ଥାଏ । ନାମର ପ୍ରଥମ ଅକ୍ଷର ହିଁ ପିଲା ମାନଙ୍କ ଉପରେ ବହୁତ ପ୍ରଭାବ ପଡି ଥାଏ । ତେଣୁ କରି ଲୋକମାନେ ନିଜ ସନ୍ତାନ ମାନଙ୍କ ନାମ କୁ ରଖୀ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ ଇଂରାଜୀ ଅକ୍ଷର ରେ ଆରମ୍ଭ ହେଉଥିବା ଅକ୍ଷର “A” ର ବିଷୟରେ ।

ଯେଉଁ ମାନଙ୍କ ନାମ ଏହି ଅକ୍ଷର ରେ ଆରମ୍ଭ ହୋଇ ଥାଏ ସେମାନେ କିଭଳି ହୋଇ ଥାନ୍ତି । ଯେଉଁ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ସେମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ଓ ଆକର୍ଷଣୀୟ । ଏମାନଙ୍କ ଆଡକୁ ସବୁ ଲୋକ ଟାଣି ହେଇକି ଆସି ଯାଇ ଥାନ୍ତି ।

ଏମାନଙ୍କ ଶରୀର ର ଗଠନ କିଛି ଏହି ଭଳି ହୋଇ ଥାଏ ଯିଏ ଭି ଏମାନନନ୍କୁ ଦେଖି ଥାନ୍ତି ଏମାନଙ୍କୁ ଦେଖିକି ରହି ଯାନ୍ତି । ଏମାନେ ମଧ୍ୟ ସୁନ୍ଦର ଦେଖା ଯାଉଥିବା ଲୋକଙ୍କୁ ହିଁ ଭଲ ପାଇ ଥାନ୍ତି । ଏମାନେ ଖୁବ ସ୍ମାର୍ଟ ଥାନ୍ତି । ଏମାନେ ଖୁବ ଭାବୁକ ହୋଇ ଥାନ୍ତି ଏମାନଙ୍କ ଇଚ୍ଛା ଘର ପରିବାର ଓ ସବୁ ଲୋକ ମାନେ ଭଲ ରେ ରୁହନ୍ତୁ ।

ଏମାନଙ୍କ କଥା କେହି ବିଶ୍ବାଶ ନ କଲେ ଏମାନେ ଖୁବ ଜଲ୍ଦି ରାଗି ଯାଇ ଥାନ୍ତି ଓ ଏମାନେ ଖରାପ ମଧ୍ୟ ଭାବି ଥାନ୍ତି । ପାଠ ପଢାକୁ କୁ ନେଇକି ଏମାନେ ଖୁବ ସଚେତନ ଥାନ୍ତି । ଏମାନେ ଯଦି କିଛି କାମ ଆରମ୍ଭ କରି ଥାନ୍ତି ତାକୁ ଶେଷ ନାକଲା ଯାଏ ଶାନ୍ତି ରେ ବସନ୍ତୀ ନାହିନ । ଏମାନେ ଯାହାକୁ ଆରମ୍ଭ କରନ୍ତି ତାକୁ ଯେମିତି ଭି ହେଉ ଶେଷ କରିକି ରୁହନ୍ତି । ଏମାନଙ୍କୁ ସଫଳତା ଖୁବ ଡେରିରେ ମିଳିଥାଏ ।

କିନ୍ତୁ ଯଦି ଏମାନଙ୍କୁ ଜଲ୍ଦି ମିଳିଯାଏ ସଫଳତା ତେବେ ଏମାନେ ନିଶ୍ଚିତ ଭାବେ ସବୁ ଲୋକଙ୍କୁ ଦୁନିଆର କେଉଁ କୋଣ ରେ ଛାଡି ଦେଇ ଥାଆନ୍ତି । ଜୀବନରେ ବହୁତ ସଂଘର୍ଷ ଥିଲେ ମଧ୍ୟ ଏମାନେ ସବୁ ବେଳେ ନିଜକୁ ଉପରକୁ ଉଠାଇ ଥାନ୍ତି । ପ୍ରେମ ସ-ମ୍ପ-ର୍କ ରେ ଏମାନେ ବହୁତ ଭଲ ହୋଇ ଥାନ୍ତି । ଏମାନେ ଯାହାକୁ ଭଲ ପାଇ ସେମାନଙ୍କୁ ଏମାନେ କେବେଭି ଏକେଲା ଛାଡି ନଥାନ୍ତି ।

ଯେଉଁ ସ-ମ୍ପ-ର୍କ ରେ ଏମାନେ ଯୋ-ଡି ହୋଇ ଯାନ୍ତି ତାକୁ ଜୀବନ ସାରା ପାଇଁ ନିଭାନ୍ତି । ଏମାନେ ନିଜକୁ ପ୍ରମାଣିତ କରିବା ପାଇଁ ବଡ ବଡ ପରିକ୍ଷା ଦେଇ ଥାନ୍ତି । ଏମାନେ ସାଧାରଣ ଭାବେ ନିଜ ଶକ୍ତି କାହାକୁ ଦେଖାନ୍ତିନୀ । ଏମାନେ ସାଧାରଣ ଭାବେ କ୍ରୋ-ଧୀ ସ୍ଵଭାବର ହୋଇ ଥାନ୍ତି । ଏମାନେ ରା-ଗି ଗଲେ ଏମାନଙ୍କୁ ମନେଇବା ସହଜ ନୁହେଁ । ଏମାନେ ଖାଲି ସମୟରେ ପ୍ରକୃତିରେ ରହିବା ପାଇଁ ଭଲ ପାନ୍ତି । ଏମାନେ ଅଧିକା ସମୟ ଏକା ରହିବା ପାଇଁ ଭଲ ପାନ୍ତି ।

Leave a Reply

Your email address will not be published. Required fields are marked *