ଆମେ ଅଜାଣତରେ କିଛି ଏହି ଭଳି କମ କରୁଯାହା ଦ୍ଵାରା ଆମକୁ ଖୁବ କଷ୍ଟ ଭୋଗ କରିବା ପାଇଁ ପଡି ଥାଏ । କୁହାଯାଏ କି ଯଦି ଘର ସଂସାର ଅଛି ତ ମା ଲକ୍ଷ୍ମୀ ଙ୍କ ନିବାଶ ସେଠାରେ ଆନାଶ୍ୟକ ଅଟେ ବୋଲି ଭାବିବେ ନି । କାରଣ ଏହା ପାଇଁ ଆମେ ବଞ୍ଚିଛେ । ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଆମେ ଅନେକ ସମୟରେ କିଛି ଭୁଲ କାମ ଅକରୁ ଯାହା ହେଉଛି କି ଆମେ ବେଳେ ବେଳେ ଘରର ମୁଖ୍ୟ ଦ୍ଵାରା ରେ କିଛି ଏହି ଭଳି ଜିନିଷ ରଖି ଦେଇ ଥାଉ ।
ଯାହା ଦ୍ଵାରା ଆମେ କାଫି ହଇରାଣ ହୋଇ ଥାଉ ଓ ମା ଲକ୍ଷ୍ମୀ ଘରକୁ ଆସିବା ବଦଳରେ ଚାଲି ଯାଇ ଥାନ୍ତି । ଆମେ ସବୁ ବେଳେ ଚେଷ୍ଟା କରିବା ଆଉ ଯେଉଁ ଭଳି ଏହି ସବୁ ଜିନିଷ ଦ୍ଵିତୀୟ ଥର ଏହି ଜାଗାରେ ନ ରହୁ । ଆଜି ଆମେ କହିବା କି ଘର ଦୁଆର ମୁହଁ ରେ ଆପଣ କଣ କଣ ରଖିବେ ଓ କଣ କଣ ରଖିବେନି ଯାହା ଦ୍ଵାରା ଆମେ ମା ଲକ୍ଷ୍ମୀ ଙ୍କୁ ଆସିବାର ବାଟକୁ ଉନ୍ମୁକ୍ତ କରି ପାରିବା । ଆସନ୍ତୁ ଜାଣିବା ଏହାକୁ କିଛି ଲୋକମାନେ ନିଜ ଘର ବାହାରେ ଗଛ ଲଗାଇ ଦେଇ ଥାନ୍ତି କୁହାଯାଏ କି ଯେଉଁ ଗଛ ଘର ସମାନରେ ରହିବା ଭଲ ହୋଇଣ ଥାଏ ତାହାର ଛାଇ ମଧ୍ୟ ସେଠାରେ ରହିବା ଅଶୁଭ ଅଟେ ।
ଏହା ପରେ କିଛି ଲୋକମାନେ ନିଜ ଘର ବାହାରେ ଆସିବା ଯିବା ପାଇଁ ବ୍ୟବହାର କରୁଥିବା ଯୋତା ଚପଲ କୁ ଏପାଖ ସେପାଖ କରି ରଖି ଦେଇ ଥାନ୍ତି । ଯାହା ଦ୍ଵାରା ଆମେ ମା ଲକ୍ଷ୍ମୀ ଙ୍କୁ କ୍ରୋଦ୍ଧିତ କରି ଦେଇ ଥାଉ । ଏହା ପରେ ଆଜି ଆଉ ଏକ କଥା କହିବା କି ଆମେ ଅନେକ ସମୟରେ ବାହାରେ ଡଷ୍ଟବିନ ମଧ୍ୟ ରଖି ଦେଇ ଥାଉ ଯାହାକୁ ସାଧାରଣ ଭାବେ ଆମେ ଅଳିଆ ପକେଇବା ରେ ବ୍ୟବହାର କରୁ । ଯେତେବେଳେ ଆମେ ଘରୁ ବାହାରିବା ସେତେବେଲେ ଆମେ ଏହାକୁ ଦେଖିକି ଯିବା ଭଲ ହୋଇ ନଥାଏ ।
ଆପଣ ଏହା ବଦଳରେ ଆପଣ ଘରର ମୁଖ୍ୟଦ୍ଵାର ପାଖରେ ପୂଜା କରନ୍ତୁ । ଏହା ସହ ଆପଣ ଏକ କମ କରି ପାରିବେ କି ଗାଧୋଇ ସାରି କିଛି ଗଙ୍ଗାଜଳ ଆଣି ସେଠାରେ ଛିଞ୍ଚି ଦିଅନ୍ତୁ ଏହା ପରେ ଆପଣ ଏହା ପାଖରେ କିଛି ଫୁଲ ରଖି ଦିଅନ୍ତୁ । ଆପଣ ଯଦି ଚାହିବେ ସେଠାରେ ଦୀପ ଲଗାଇ ପାରିବେ । ଆମ୍ବାଡାଳରେ ଏକ ତୋରଣ କରି ଏହାକୁ ଲଗାନ୍ତୁ । ଏହା କରିବା ଦ୍ଵାରା ସକାରତ୍ମକ ଶକ୍ତି ମାନ ଆସି ଥାଏ । ଭଗବାନ ଙ୍କ ଫଟ ରଖି ଥାନ୍ତୁ ଆପଣ । ଏହା ଶୁଭ ହୋଇ ଥାଏ ଏହା ସହ ଆପଣ ମୁଖ୍ୟଦ୍ଵାର କୁ କେବେହେଲେ ଅନ୍ଧାର କରନ୍ତୁ ନି ଯାହା ଦ୍ଵାରା ଆପଣଙ୍କ ଘରେ ସବୁ ବେଳେ ଖୁସି ଆସି ଥାଏ ।