ପସନ୍ଦ କରନ୍ତୁ ଗୋଟେ ରଙ୍ଗର ପାନପତ୍ର – ଜାଣନ୍ତୁ ନିଜର ଚରିତ୍ର, ସ୍ଵଭାବ ଏବଂ ଭବିଷ୍ୟତ

ଆଜି କାଲି ଦୁନିଆରେ ଆମେ ସମସ୍ତେ ବହୁତ ଉଚ୍ଚ ଶିକ୍ଷିତ ହେବାକୁ ଇଚ୍ଛା କରୁ । ଏବେ ର ସମାଜରେ ବିଜ୍ଞାନ ବହୁତ ଆଗକୁ ମଧ୍ୟ ଗଲାଣି କିନ୍ତୁ ଆମ ମଧ୍ୟରୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଜ୍ୟୋତିଷ , ଗୁଣି ଗରେଡି ଆଦି ଭଳି ଅନ୍ଧ ବିଶ୍ବାସ ରେ ବିଶ୍ବାସ ରଖନ୍ତି । ଆମେ ଜାଣିଚୁ ଭଗବାନଙ୍କ ଇଛା ରେ ଏହି ଦୁନିଆ ଓ ସଂସାର ଚାଲିଥାଏ । ଆମେ ଏହା ମଧ୍ୟ ଜାଣିଚୁ କି ଆମର ଭାଗ୍ୟ ଓ ଭବିଷ୍ୟତ ତାଙ୍କ ହାତ ରେ ହୋଇଥାଏ । କିନ୍ତୁ ମଣିଷ ବହୁତ ଚାଲାକ ତେଣୁ ସେ ସର୍ବଦା ଚେଷ୍ଟା କରେ ଅଧିକ ଜ୍ଞାନ ଓ ବୁଦ୍ଧି ନିମନ୍ତେ ।

ସେ ନିଜର ଭବିଷ୍ୟତ ସମ୍ଭନ୍ଧରେ ଜାଣିବାକୁ ଇଚ୍ଛୁକ ଥାଏ କାରଣ ସେ ନିଜର ଭବିଷ୍ୟତ କୁ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରିବ । ତେଣୁ ଏବେ ଅନେକ ଭଣ୍ଡ ବାବା ମାନେ ମଧ୍ୟ ବହାରିଲେଣି ଯେଉଁମାନେ ଲୋକଙ୍କୁ ମିଛ କହି ଲୋକଙ୍କ ଠାରୁ ପଇସା ଆଦି ନେଇ ଲୋକଙ୍କୁ ମିଛ ଆଶା ଦେଇଥାନ୍ତି । ତେବେ ଯେତେ ମଣିଷ ପଢି ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ସମସ୍ତଙ୍କୁ ନିଜ ଭବିଷ୍ୟତ ସମ୍ଭନ୍ଧରେ ଜାଣିବାକୁ ଇଛା ରହିଥାଏ । ତେବେ ସେହି ପରି ଆମେ ଆପଣଙ୍କୁ କିଛି ରଙ୍ଗର ପାନ ପତ୍ର କହିବୁ ଓ ଆପଣ ତନ୍ମଧ୍ୟରୁ ଗୋଟିଏ ରଙ୍ଗ ର ପାନ ପତ୍ରକୁ ମନରେ ଭାବିବେ ଓ ଆମେ ଆପଣଙ୍କୁ ଆପଣଙ୍କୁ ଭବିଷ୍ୟତ ସମ୍ଭନ୍ଧ ରେ ଜଣାଇବୁ ।

ତେବେ ପ୍ରଥମ ରଙ୍ଗ ହେଉଛି ହଳଦିଆ ରଙ୍ଗର ପାନ ପତ୍ର । ଦ୍ଵତୀୟ ଟି ହେଉଛି ନାଲି ରଙ୍ଗର ପାନ ପତ୍ର ଓ ତୃତୀୟ ଟି ହେଉଛି ସବୁଜ ରଙ୍ଗର ପାନ ପତ୍ର । ଏହି ତିନୋଟି ରଙ୍ଗ ମଧ୍ୟ ରୁ ଆପଣଙ୍କୁ ଗୋଟିଏ ରଙ୍ଗ ର ପାନ ପତ୍ର ବାଛିବା ର ଅଛି । ତେବେ ଅନେକ ଲୋକ ଏହି ତିନୋଟି ରୁ କିଛି ନା କିଛି ରଙ୍ଗ ର ପାନ ପତ୍ର ବାଛିସାରିଥିବେ ।

ତେବେ ଯେଉଁମାନେ ହଳଦିଆ ରଙ୍ଗର ପାନ ପତ୍ର ବାଚିଛନ୍ତି ସେମାନଙ୍କର ଆଗାମୀ ଭବିଷ୍ୟତ ରେ ଅର୍ଥ ଅଭାବ ଦେଖା ଦେବ । ଏମାନେ ନିଜ ଠାରୁ ବେଶି ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରିବାକୁ ଭଲ ପାଇଥାନ୍ତି । ତେଣୁ ଏମାନଙ୍କ ନିକଟରେ ଅର୍ଥ ଅଭାବ ଦେଖା ଦେଇଥାଏ । ଏମାନେ ଲୋଭୀ ସ୍ଵଭାଵ ର ହୋଇ ନ ଥାନ୍ତି ।

ଆକାଶ ପରି ଏମାନଙ୍କ ହୃଦୟ ବିଶାଳ ଅଟେ । କିନ୍ତୁ ଅର୍ଥ ଅଭାବ ପାଇଁ ଏମାନେ ଚୁପ ରୁହନ୍ତି । ଯେଉଁମାନେ ନାଲି ରଙ୍ଗର ପାନ ପତ୍ର ବାଚିଛନ୍ତି ସେମାନଙ୍କ ଆଗାମୀ ଜୀବନରେ ବହୁତ ସମସ୍ୟା ଦେଖା ଦେବ । ଲାଲ ପାନ ପତ୍ର ପ୍ରେମର ଓ ରୋମାନ୍ସ ସଙ୍କେତ ତେଣୁ ଏହି ରଙ୍ଗ ପସନ୍ଦ କରିଥିବା ବ୍ୟକ୍ତିମାନେ ଦେଖିବାକୁ ସୁନ୍ଦର ଓ ଏମାନଙ୍କ ହୃଦୟ ଆହୁରି ସୁନ୍ଦର ଅଟେ ।

ଏମାନେ ବହୁତ ଶୀଘ୍ର ଲୋକଙ୍କ ସହ ମିଶି ଯାଇଥାନ୍ତି । । ସବୁଜ ରଙ୍ଗର ପାନ ପତ୍ର ପସନ୍ଦ କରିଥିବା ବ୍ୟକ୍ତିମାନେ ଏମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଅନେକ ବଡ଼ ସମସ୍ୟାର ଏମାନେ ବହୁତ ସହଜରେ ଉପାୟ ବାହାର କରିଥାନ୍ତି । ନିଜ ପରିବାର ଲୋକଙ୍କୁ ବହୁତ ଆଦର ଓ ସମ୍ମାନ କରିଥାନ୍ତି କିନ୍ତୁ ଏହାର ପ୍ରତି ବଦଳରେ ଏମାନଙ୍କୁ ସେହି ସ୍ନେହ ପ୍ରେମ ମିଳିନଥାଏ ତେଣୁ ଏମାନେ ବହୁତ ଉଦାସ ରହିଥାନ୍ତି ।

Leave a Reply

Your email address will not be published. Required fields are marked *