ହନୁମାନ ଜି ଙ୍କ କୃପା ଠାରେ ଯାହା ଉପରେ ଅଛି ସେ ନିଜ ଜୀବନର ସବୁ ଖୁଶି କୁ ନିଜ ହାତ ପାଖରେ ପାଇଛି । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ଭୁଲ କାମ କରିଛେ ଯାହା ପାଇଁ ଆମକୁ କିଛି ଭୁଲ ପରିଣାମ ମିଳୁଛି । ଏହା ମଧ୍ୟ ସତ୍ୟ ଅଟେ କି ଆପଣ ଯେଉଁ ଭଳି ପରିଣାମ ଭୋହଗ କରନ୍ତୁ ନା କାହିଁକି ଭଗବାନ ହନୁମାନ ଜି ଆପଣଙ୍କ ସବୁ ସଙ୍କଟ କୁ ଦୂର କରି ଦେବେ । ମଙ୍ଗଳ ବାର ଓ ଶନିବାର ଏହି ରାଶି ମାନଙ୍କ ପାଇଁ ଖୁବ ଭଲ ଅଟେ ।
ଆସନ୍ତା ମଙ୍ଗଳ ବାର ପରଠାରୁ କିଛି ରାଶି ମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଯିବ । ଆଜି ଆମେ ସେହି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ । ପ୍ରଥମ ରାଶି ହେଉଛି ତୁଳା ରାଶି – ଆପଣ ଚାହୁଁ ଥିବା କାମ ହୋଇଯିବ । କ୍ଯାରିୟାର ରେ ଆପଣଙ୍କୁ ସଫଳତା ହିଁ ମିଳିବ । ଆପଣ ନିଜ ମାନଶୀକ ଚୀନତାରୁ ଦୂରରେ ରହିବେ । ଆପଣ ଯଦି କରଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଥିବା ସବୁ କରଜ ଦୂର ହୋଇଯିବ ଏହି ସମୟରେ । ଆପଣ ନୂଆ କାମରେ ମନ ଦେବେ ।
ମେଷ ରାଶି – ଆପଣ ଚିନ୍ତା କରି ନଥିବେ ଏଭଳି ସୁଖ ଅପଣଙ୍କୁ ମିଳିବା ପାଇଁ ଯାଉଛି । ଆପଣ ବ୍ୟାପାର ରେ ଖୁବ ଭଲ ଲାଭ କରିବେ । ଆପଣ ଆସିମୀତ ଧନୀ ହେବେ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ରହିବ ।
ବୃଷ ରାଶି – କୋର୍ଟ କଚେରୀ ଓ ପୈତୃକ ସମ୍ପତ୍ତି ରେ ଆପଣଙ୍କ ଜୀବନ ଖୁବ ଭଲ ଜୀବନ । ବ୍ୟାପାର କ୍ଷେତ୍ରରେ ଆପଣ ଲାଭ ପାଇବେ । ପାରିବାରିକ ଏବଂ ଆର୍ଥିକ କାମରେ ଆପଣ ଭଲ ପରିଣାମ ପାଇବେ । ଆପଣ ସବୁ ପ୍ରକାର ଚିନ୍ତା ରୁ ମୁକ୍ତ ହୋଇଯିବେ । ଆପଣଙ୍କ ଜୀବନରେ ଖୁଶି ଆସିବା ପାଇଁ ଲାଗିବ ।
ମିଥୁନ ରାଶି – ଆପଣଙ୍କ ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଆପଣଙ୍କ ନାମ ସବୁ ଆଡେ ପ୍ରସାର କରିବା ପାଇଁ ଲାଗିବ । ବ୍ୟାପାରୀ ମାନଙ୍କ ସହ ଆପଣଙ୍କ ସୁସମ୍ପର୍କ ସ୍ଥାପନା ହେବ । ଆପଣ ଯଦି ଚାକିରି କରୁଛନ୍ତି ପଦରେ ଉର୍ଣ୍ଣାତ୍ତି ହେବ । ଆପଣଙ୍କ ଧନରେ ପ୍ରସାର ହେବା ପାଇଁ ଲାଗିବ ।
କନ୍ୟା ରାଶି – ମଙ୍ଗଳ କାରୀ ଯୋଗ ରେ ଏମାନେ ରହି ଥିବା ହେତୁ ଏମାନଙ୍କ ଜୀବନରେ ସବୁ ବେଳେ ମଙ୍ଗଳ ହିଁ ମଙ୍ଗଳ ହେବ । ପ୍ରେମ ଓ ଟଙ୍କା ପଇସାରେ ଆପଣ ସଫଳ ହେବେ । ଆପଣଙ୍କ ଜୀବନରେ କିଛି ନୂଆ ମୋଡ ଆସି ପାରେ । ଏହି ସମୟ ମଧ୍ୟରେ କିଛି ଶୁଭ ଫଳ ମଧ୍ୟ ମିଳିବ ଏହି ରାଶିର ଲୋକ ମାନଙ୍କୁ
ବିଛା ରାଶି – ମଙ୍ଗଳ କାରୀ ସଂଯୋଗ ହେବା ପରେ ଏମାନଙ୍କ ଜୀବନରେ ସବୁ ବେଳେ କିଛି ନା କିଛି ଶୁଭ ହେବା ପାଇଁ ଯାଉଛି । ଏମାନେ ଭଗବାନ ହନୁମାନ ଜି ଙ୍କ କୃପା ପାଇବା ଦ୍ଵାରା କିଛି କାମ ନିଶ୍ଚିତ ଭାବେ କରିବେ । ଏମାନେ ପରିବାର ରେ ଖୁବ ଭଲ ରେ ରହିବେ ।