କେଉଁଠି ବି ମିଳିବ ତ ଶୀଘ୍ର ନେଇ ଆସନ୍ତୁ , ଏହି ଫୁଲ ଗଛ ଆପଣଙ୍କ ଭାଗ୍ୟ ବଦଳେଇଦେବ

ଆଜି ଆମେ ଯେଉଁ ଫୁଲ ସମ୍ଭନ୍ଧ ରେ ଜାଣିବାକୁ ଯାଉଛେ ଏହାକୁ ଓଡ଼ିଆରେ ସଦାଶିବ ଫୁଲ ଓ ହିନ୍ଦୀ ରେ ସଦାବାହର ଫୁଲ ମଧ୍ୟ କୁହାଯାଏ । ଏହି ଗଛ ଯଦି ଆପଣଙ୍କ ବାଡ଼ିରେ ରହିଥାଏ ତେବେ ଆପଣଙ୍କୁ ବହୁତ ଲାଭ ହୋଇ ଥାଏ । ଏହି ଗଛ ଆମ କେଶ କୁ କଲାରଖିବରେ ସାହାର୍ଯ୍ୟ କରିଥାଏ । ଏହି ଫୁଲ ତ୍ୱଚା ମଧ୍ୟ ବହୁତ ଭଲ ଅଟେ । ଏହି ଫୁଲ ଆପଣଙ୍କ ଶରୀର ଅନେକ ରୋଗ ଦୂର କରିଥାଏ ଓ ଆପଣଙ୍କ ଶରୀରକୁ ୧୦୦% ସୁସ୍ଥ ରଖିଥାଏ । ଏହା ଆପଣଙ୍କର ବାର୍ଦ୍ଧକ୍ୟ ଅବସ୍ଥା ଆଣିବାକୁ ଦେଇ ନଥାଏ । ସର୍ବଦା ଆପଣଙ୍କୁ ଯବାନ ରଖିଥାଏ ।

ଏହାକୁ ସଦାବିହାରି ଗଛ ମଧ୍ୟ କୁହଯାଏ । ତେବେ ଆଜି ଆମେ ଏହି ଫୁଲର ଓ ଏହି ଗଛର କିଛି ଲାଭ ସମ୍ଭନ୍ଧ ରେ ଜାଣିବା । ଆଜି କାଲି ମଧୁମେହ ବା ଡାଇବେଟିସ ଏକ ସାଧାରଣ ରୋଗ ହୋଇ ଗଲାଣି । ଏହାକୁ ନେଇ ଚିନ୍ତିତ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ଗଛ ବହୁତ ଉପକାରୀ ଅଟେ । ଯେଉଁମାନଙ୍କୁ ମଧୁମେହ ହୋଇଛି ସେମାନେ ସକାଳୁ ଉଠି ଏହି ସଦାବିହାରି ଗଛର ୩ ରୁ ୪ ଟି କଅଁଳ ପତ୍ର କୁ ନେଇ ଚୋବାଇ ଏହାର ରସ ପିଇନେବେ ଏହାପରେ ପାଣି ପିଇ ଦେବେ ଏପରି ୮ ରୁ ୧୦ ଦିନ କରିବା ଦ୍ୱାରା ଦେଖିବେ ମଧୁମେହ ନିୟନ୍ତ୍ରଣ ରେ ରହିବ ।

ଯଦି ଆପଣ ଏହାର ପତ୍ରକୁ ଚୋବାଇ ପାରିବେ ନାହିଁ । ତେବେ ଆପଣ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ ଏଥିରେ ୩ ଟି ସଦାଶିବ ଫୁଲ ପକାଇ ରଖନ୍ତୁ । ଏହା ପରେ ପାଣି ଉଷୁମ ହୋଇଯିବା ପରେ ଫୁଲ କୁ କାଢ଼ିଦେଇ ସେହି ପାଣିକୁ ସକାଳୁ ଖାଲି ପେଟରେ ପିଇବେ । ୮ ରୁ ୧୦ ଦିନ ମଧ୍ୟ ରେ ଆପଣ ଏହାର ଲାଭ ଦେଖି ପାରିବେ । ଯଦି ଆପଣଂକୁ କାଛୁ କୁଣ୍ଡିଆ ହୋଇ ଥାଏ ତେବେ ଆପଣ ଏହି ଗଛର ପତ୍ର ଚିଣ୍ଡାଇବା ସମୟରେ ଦେଖିବେ ସେଥିରୁ ଯେଉଁ କ୍ଷୀର ବାହାରିବ ତାହାକୁ କାଛୁ ହୋଇଥିବା ଜାଗାରେ ଲଗାଇବା ଦ୍ୱାରା ଏହା ଭଲ ହୋଇଥାଏ । ଯେଉଁମାନଙ୍କର ମୁହଁରେ ବାରମ୍ବାର ବ୍ରଣ ହେଉ ଥାଏ ତେବେ ସେମାନେ ଏହି ଗଛର ୫ ରୁ ୬ ଫୁଲ ବା ୪ ରୁ ୫ ପତ୍ର ନେଇ ଏହାକୁ ଧୋଇ ଏହାର ପେଷ୍ଟ ବନାଇ ନିଅନ୍ତୁ ଏହି ପେଷ୍ଟକୁ ଅତି କମରେ ଦିନକୁ ବ୍ରଣରେ ୨ଥର ଲଗାନ୍ତୁ ଦେଖିବେ ବ୍ରଣ ଭଲ ହୋଇ ଯିବ ।

ଯଦି ଆପଣ ୨ ଟି ଫୁଲ ଚୋବାଇ ଖାଇବେ ତେବେ ଏହା ଦ୍ୱାରା ଆପଣଙ୍କ କେଶ କଳା ଓ ଲମ୍ବା ଓ ଘନ ହୋଇ ଥାଏ । ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଚର୍ମ ବାର୍ଦ୍ଧକ୍ୟ ନ ହେଉ ଓ ଯବାନ ରହୁ ତେବେ ଆପଣ ସକାଳୁ ଏହି ଫୁଲ ଖାଆନ୍ତୁ ଦେଖିବେ ଆପଣଂକ ଚର୍ମ ଯବାନ ରହିବ । ଯଦି ଆପଣଙ୍କ ଇମ୍ୟୁନିଟି ପାୱାର କମ ଥାଏ ତେବେ ଆପଣ ସକାଳୁ ୨ ଟି ଫୁଲର ସେବନ କରନ୍ତୁ ଦେଖିବେ ଆପଣଙ୍କ ଇମ୍ୟୁନିଟି ପାୱାର ବୃଦ୍ଧି ହେବା ସହିତ ଏହା ଅନେକ ଧରି ରହିଥିବା ରୋଗକୁ ମଧ୍ୟ ନାଶ କରିଦେବ । ଯଦି ଆପଣ ମୋଟାପଣ ଶିକାର ହେଉଛନ୍ତି ତେବେ ଏହି ଫୁଲ ର ସେବନ ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇ ଯିବେ । ଏହାକୁ ଆପଣ ସକାଳେ ୨ ଟି ଫୁଲ ସେବନ କରିବେ । ଏହି ଫୁଲ ଅନେକ ରଙ୍ଗର ହୋଇ ଥାଏ କିନ୍ତୁ ଆପଣ ଗୋଲାପୀ ରଙ୍ଗର ଫୁଲ ର ସେବନ କରନ୍ତୁ ଏହା ଅଧିକ ଫଳପ୍ରଦ ହୋଇ ଥାଏ ।

Leave a Reply

Your email address will not be published. Required fields are marked *