ଆଜିଠାରୁ ଶେଷ ହେବ ଶନିଙ୍କ ସାଢେଷାତି, ଏହି 6ଟି ରାଶିଙ୍କୁ ମିଳିବ ଅପାର ଖୁସି

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ଭଗବାନ ଶନିଦେବଙ୍କ ଅଶେଷ କୃପାରୁ କିଛି ବିଶେଷ ରାଶିଙ୍କର ଦୁଖର ଲାଘବ ହେବା ପାଇଁ ଯାଉଛି । ପ୍ରଭୁ ଶନିଶ୍ଚରଙ୍କର କୃପାଦୃଷ୍ଟି ପଡିଥିବା ରାଶି ମାନଙ୍କୁ ବହୁତ ଖୁସି ଖବର ଶୁଣିବାକୁ ମିଳିବ। ଯେଉଁ ଲୋକମାନଙ୍କ ଉପରେ ଶନିଦେବ ପ୍ରସନ୍ନ ହୋଇକିଥାନ୍ତି । ସେହି ଲୋକମାନଙ୍କର ସମସ୍ତ ମନସ୍କାମନା ପ୍ରଭୁ ପୂରଣ କରିଥାନ୍ତି । ଯଦି କୌଣସି କାରଣରୁ ଭଗବାନ ଶନିଦେବ କୌଣସି ବ୍ୟକ୍ତି ଉପରେ କ୍ରୋଧିତ ହୋଇଯାଇଥାନ୍ତି, ତେବେ ସେହି ବ୍ୟକ୍ତିକୁ ବହୁତ କଷ୍ଟ ସହିବାକୁ ପଡିଥାଏ ।

ଯଦି ଆପଣଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଥାଏ, ତେବେ ଜାଣିରଖନ୍ତୁ । ଆପଣ ଭଗବାନ ଶନିଙ୍କର କୋପର ଶିକାର ହେଇଛନ୍ତି । ଏହି କୋପରୁ ମୁକ୍ତି ପାଇବା ପାଇଁ ଚାହୁଁ ଥିଲେ ଶନିବାର ଦିନ ଶନି ଚାଳିଶା ପାଠ କରନ୍ତୁ । ଶନିବାର ଦିନ ପିପ୍ପଳି ଗଛ ମୂଳରେ ସୋରିଷ ତେଲରେ କଳା ରାଶି ପକାଇ ଦେଇ ଦୀପ ଜଳାନ୍ତୁ । ଏହା କରିବା ଦ୍ଵାରା ଭଗବାନ ଶନିଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ।

ତୁଳା ରାଶି ;- ଏହି ରାଶି ଧାରଣ କରିଥିବା ବ୍ୟକ୍ତି ବିଶେଷ ମାନଙ୍କର ଚାକିରିରେ ପଦ୍ୱୋନ୍ନତି ଘଟିବ । ଆର୍ଥିକ ସମସ୍ଯା ଦୂର ହେବ । ଆୟ ଉତ୍ତମ ରହିବ । ଏହି କାରଣରୁ ଘରେ ଖୁସିର ପରିବେଶ ଦେଖିବାକୁ ମିଳିବ । ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ କରିବେ । ବ୍ୟବସାୟ ସହିତ ଜଡିତ ଥିବା ଲୋକଙ୍କୁବ୍ୟସାୟରେ ବହୁତ ଲାଭ ଦେଖିବାକୁ ମିଳିବ ।

କନ୍ୟା ରାଶି ;- ଆପଣମାନେ ଯେଉଁ କାମକୁ ନେଇ ବହୁତ ଚିନ୍ତାରେ ରହୁଥିଲେ, ଏବେ ପ୍ରଭୁ ଶନି ଦେବଙ୍କ କୃପାରୁ ସେ ସମସ୍ତ କାର୍ଯ୍ୟ ସୂଚାରୁ ରୂପରେ ସମ୍ପର୍ଣ୍ଣ ହେବ । ଆସୁଥିବା ସମୟ ଆପଣ ମାନଙ୍କ ପାଇଁ ବହୁତ ଶୁଭ ରହିବ । ଘର ପରିବାର ସହିତ କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି ।

ସିଂହ ରାଶି ;- ଭଗବାନ ଶନିଦେବଙ୍କ ବକ୍ରିୟ ସ୍ଥିତି ଆପଣମାନଙ୍କ ପାଇଁ ବରଦାନ ରୂପରେ କାମ କରିବ । ଆସୁଥିବା ସମୟ ଆପଣ ମାନଙ୍କ ପାଇଁ ଅନୁକୂଳ ରହୁଥିବାରୁ, ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ । କାର୍ଯ୍ୟ କ୍ଷେତ୍ରରେ ସମସ୍ତଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିବ ।

ଧନୁ ରାଶି ;- ଆପଣଙ୍କୁ ବହୁତ ଶୀଘ୍ର ଖୁସିର ସମ୍ବାଦ ଶୁଣିବାକୁ ମିଳିବ । କୋର୍ଟ, କଚେରୀ ସମ୍ବଧୀୟ ମାମଲାର ବିବାଦର ସମାଧାନ ହୋଇଯିବ । ପାରିବାରିକସ୍ଥିତି ଭଲ ରହିବା । ସନ୍ତାନ ପ୍ରାପ୍ତିର ଶୁଭ ସଂଯୋଗ ରହିଛି ।

ମେଷ ରାଶି ;- ଭଗବାନ ଶନିଶ୍ଚରଙ୍କର କୃପାରୁ ଆପଣଙ୍କର ଦୁଖ ଲାଘବ ହେବ । ଧନ ପ୍ରାପ୍ତି ହେବ ସହିତ ଆପଣଙ୍କ ଘରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ । ଧାର୍ମିକ କାର୍ଯ୍ୟରେ ମନନିବେଶ କରିବେ ।

କୁମ୍ଭ ରାଶି ;- ଆପଣ ମାନଙ୍କର ଭାଗ୍ୟର ତାଲା ଫିଟିବା ପାଇଁ ଯାଉଛି । କୋର୍ଟ, କଚେରୀ ମାମଲାର ଶୁଣାନି ଆପଣଙ୍କ ସପକ୍ଷରେ ରହିବ । ସମାଜରେ ରେ ପ୍ରତିଷ୍ଟିତ ହେବେ । ଧନ, ଯଶ ର ବୃଦ୍ଧି ହେବ । ନୂତନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଇଚ୍ଛା ପ୍ରସ୍ତୁତ କରିବେ। ଆପଣ ପ୍ରଭୁ ଶନିଦେବଙ୍କର ପୂଜା କରନ୍ତୁ ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଲାଇକ୍ କରିବା ସହିତ କମେଣ୍ଟ କରିକି ଜଣାନ୍ତୁ।

Leave a Reply

Your email address will not be published. Required fields are marked *