ଅଧିକ କାନ୍ଦୁଥିବା ଝିଅ କାହିଁକି ଖାସ୍ ହେଇଥାନ୍ତି! ଜାଣନ୍ତୁ ରହସ୍ୟ- Ajira Anuchinta

ଆମେ ଜୀବନରେ ଅନେକ ଲୋକ ମାନଙ୍କୁ ଦ୍କେହୀ ଥାଉ ସେମାନଙ୍କ ଭିତରୁ କିଛି ଜଣ ଆମକୁ ଭଲ ଲାଗିବା ବେଳେ କିଛି ଜଣ ଆମକୁ ଭଲ ଲାଗି ନଥାନ୍ତି କିନ୍ତୁ ଦେଖିବା ପାଇ ଯିବା ତ ଆମେ ଜାଣି ପାରିବା କି ଆମେ ଯାହା କୁ ନିଜ ସହ ଖାପ ଖୁଆଇ ଚାଲିବା ପାଇଁ କହି ଥାଉ ସେମାନେ ଏବେ କିଭଳି ଅଣୁଭା କରି ଥାନ୍ତି । ଏହି ସବୁ ହେଉଛି ଆମ ସ୍ଵଭାବ ଓ ଅନ୍ୟର ସ୍ଵଭାବ ଉପର କଥା ଆକିଛି ଲୋକମାନେ ଖୁବ ନିଷ୍ଠୁର ହୋଇ ଥାନ୍ତି ଓ କିଛି ଲୋକମାନେ ଖୁବ କୋମଲ ହୋଇ ଥାନ୍ତି ।

ଯେଉଁ ମାନେ କୋମଲ ଥାନ୍ତି ସେମାନଙ୍କୁ କୁହା ଯାଏ କି ସେମାନଙ୍କ ସ୍ଵଭାବ ଯଦି ଆମେ ଦେଖିବା ତ ଆମେ ଜାଣି ପାରିବା କି ସେମାନେ ଗରିବ କିମ୍ବା ଧନୀ ହେବାର ଦେଖାଇ ହେବ ଅଗୁଣ ସେମାନଙ୍କ ର ନଥାଏ । ଏହା ଛଡା ଆକିଛି ଲୋକମାନେ ଥାନ୍ତି ଯେଉଁ ମାନେ କିଛି ଅଳ୍ପ କଥାରେ କାନ୍ଦି ଦେଇ ଥାନ୍ତି କୁହାଯାଏ କି ଏହି ଲୋକମାନେ ଖୁବ କମ୍ଜୋର ବୋଲି କିଛି ଲୋକ ଭାବି ନେଇ ଥାନ୍ତି କିନ୍ତୁ ଏହା ଅଭୁଲ ଅଟେ । ଆପଣ ମାନେ ଜାଣି ରଖନ୍ତୁ କି ଯେଉଁ ମାନେ ଏହି ଭଳି ଥାନ୍ତି ସେମାନେ ଅନ୍ୟର କଷ୍ଟ ବୁଝି ଥାନ୍ତି ତେଣୁ କରି ଲୋକମାନେ ତାଙ୍କୁ ଏହି ଭଳି କହି ଥାନ୍ତି କିନ୍ତୁ ସତ୍ୟ ଆଉ କିଛି ଅଟେ ।

ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ଖୁଶି ହେଲେ କାନ୍ଦି ଥାନ୍ତି କି ଆଉ କାହାକାଉ ଦେଖି କାନନ୍ଦୀ ପକ୍କାନ୍ତି ଏହା ସହ ସେମାନେ ଅନ୍ୟର କଷ୍ଟ ଦେଖିଲେ ଅମଧ୍ୟ କାନ୍ଦି ଥାନ୍ତି । କାନ୍ଦିବା ଖୁବ ଭଲ କଥା ଅଟେ । କୁହାଯାଏ କି କାନ୍ଦିବା ଦ୍ଵାରା ମନରେ ଥିବା କହରାପ ଚିନ୍ତା ବାହାରି ଯାଇ ଥାଏ । ଏହି ଭଳି ଲୋକଙ୍କ ମନ ଖୁବ ସାଫା ହୋଇ ଥାଏ ଓ ଏମାନେ ଖୁବ ସାହାଶୀ ହୋଇ ଥାନ୍ତି ଏମାନଙ୍କ ପାଖରେ ଖୁବ ଧର୍ଯ୍ୟ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯଦି ଦେଖିବା ପାଇଁ ଯିବା ତ ସବୁ ଙ୍କ ଗହରେ ହି ଭଳି କେହି ନ ଆକେହି ଥାନ୍ତି କିନ୍ତୁ ଯେତେବେଳେ ପରିବାର ଉପରେ ବିପଦ ଆସେ ଏହି ମାନେ ହିଁ ନିଜକୁ ଆଗକୁ ନେଇ ଆସନ୍ତି ।

ଦେଖନ୍ତୁ ଏହା କରିବା ଭଲ ହୋଇ ଥାଏ କିନ୍ତୁ ସବୁ ବେଳେ କାନ୍ଦିବା ଭଲ ହୋଇ ନଥାଏ । ତେଣୁ କରି ଆପଣ ଦେଖି ଚାହିଁ କାମ କରିବେ । କୁହା ଯାଏ କି ଏହି ଭଳି ଲୋକଙ୍କ ଫାଇଦା ବହୁତ ଜଲ୍ଦି ସବୁ ଉଠାଇ ଥାନ୍ତି । ତେଣୁ ଆପଣ ଯଦି ଚାହୁଁ ଛନ୍ତି କି ଆପଣ କାନ୍ଦିବା ଦ୍ଵାରା ଆପଣଙ୍କ ମନର କଷ୍ଟ ଦୂର ହୋଇ ଯାଏ ତେବେ ଆପଣ ଏକ କାମ କରିବେ କି ନିଜର ଆଖିର ଲୁହ କାହାକୁ ନ ଦେଖାଇବା ପାଇଁ ଆପଣ ଏକାନ୍ତରେ କାନ୍ଦି ପାରିବେ । ଏହା ପରେ ଆସେ କି ଆପଣ ଯଦି ଏହି ଭଳି ଲୋକଙ୍କ ଆଗରେ ନିଜକୁ ଖୋଲା ଅଖୋଲି ଭାବେ ରକ୍ଷିବେ ଅଭୁତ କ୍ଷୟତି ଆପଣଙ୍କ ର ହେବ ସହ ପାରିବାର ପାଇଁ ଅମଧ୍ୟ କଷ୍ଟ ଆଣି ଦେଇ ଯିବେ ଅନେକ ଖଳ ପ୍ରକୃତି ର ଲୋକମାନେ ।

Leave a Reply

Your email address will not be published. Required fields are marked *