ଦୁଇ ସପ୍ତାହରେ ପେଟର ଚର୍ବିକୁ କମ କରିବ ଏହି ଚମତ୍କାରୀ Drink

ଆପଣ ମାନେ ଜାଣି ଥିବେ କି ଆଜି କାଲୀ ଲୋକମାନେ ମୋଟାପଣ ପାଇଁ ଯାହା କରିବା ପାଇଁ ବାଧ୍ୟ ହେଉଛନ୍ତି ତାହା କରୁଛନ୍ତି । କେବଳ ସେୟା ନୁହେଁ ଏମାନେ ଏହା ପାଇଁ ଆମେ ଅନେକ ପ୍ରକାର ରୋଗର ସମ୍ମୁଖୀନ ମଧ୍ୟ ହେଉଛେ । ଆମ ପାଇଁ ଏହା ଏକ ଅଭିଶାପ ହୋଇ ଯାଇଛି । ଏହା ପାଇଁ ଅନେକ ବେମାରି ହେବା ଆରମ୍ଭ ହୋଇ ଯାଇଛି । ଅନେକ କମ ବୟଶର ପିଲା ମାନେ ଏହାର ଶିକାର ହେଉ ଛନ୍ତି ଏହାର କାରଣ ହେଉଛି ଆଜି କାଳିଆର ଖାଇବା ଓ ଶାରୀରିକ ପରିଶ୍ରମ ନ କରିବା ।

ଏହା ପରେ ଆଉ ଏକ ଘଟନା ଏହା ପାଇଁ କିଛି ଲୋକମାନେ ନିଜ ଜୀବନ ହରାଇ ସାରିଲେଣି । କାହାକୁ ମଧୁମେହ ଟ କାହାକୁ ହାଇ ବିପି ହେଉଛି । ଆପଣ ମାନେ ଜାଣି ଥିବେ କି ଆମେ ଯାହା ଭି କରିବା କିମ୍ବା ଯାହା ଭି କରିବା ପାଇଁ ଚେଷ୍ଟା କରିବା ଏହା ନିଶ୍ଚିତ ସଫଳ ହେବ । ଆପଣ ମାନେ ନିଜ ଓଜନ କମାଇବା ପାଇଁ ଅନେକ ଚେଷ୍ଟା ମଧ୍ୟ କ୍ରୁ ଛନ୍ତି ଖାଇବା ପିବାର ଧ୍ୟାନ ରଖିବା ସହ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେ ଜିମ ମଢହୟ ଯାଉଛୁ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯାହା ଭି କରୁଚେ କିମ୍ବା ଆମେ ଯାହା କରିବା ପାଇଁ ଯାଉଛେ ଏହା ମଧ୍ୟରେ ଆମେ କଣ ସତରେ ପତଳା ହୋଇ ଜୀବ ଅଭଲ ଦେଖା ଯିବା ।

ଏହା ସହ ଆମ ଶରୀର ରେ ଥିବା ଖରାପ ଚର୍ବି କଣ କମି ଜୀବ କି । ଆପଣ ମାନେ ଯଦି ଜାଣି ଥିବେ ଏହା ମଧ୍ୟ ଜାଣି ଥିବେ କି ଆମେ ଯାହାଭି କରୁଛେ କିମ୍ବା କରିବା ପାଇଁ ଯାଉଛେ ଏହା ପାଇଁ ଆମ ଶରୀର ଆମକୁ କେତେ ଦୂର ଶାଥ ଦେବ । ଏବେ ଆମେ କହିବା ପାଇଁ ଯାଉଛୁ କି ଆମେ ଆପଣଙ୍କୁ କିଛି ଏହି ଭଳି ଉପାୟ କହିବୁ ଯାହାକାଉ ଆପଣ କରିବା ଦ୍ଵାରା ନିଜ ଓଜନର କମ କୁ ଅନୁବହବ କରି ପାରିବେ । ବୀମା କିଛି ସାହାଜ୍ଯ ରେ । ଏହାକୁ ବନେଇବା ପାଇଁ ଆପଣଙ୍କୁ କିଛି କମ ଜିନିଷ ଦରକାର । ଆପଣ ଏକ ଗ୍ଲାଶ ପାଣି ନେଇ ଏହାକୁ ଉଷୁମ କରିନେବେ ଏହା ପରେ ଆପଣ ଏହାକୁ ପିବେ ।

କେବଳ ସେୟା ନୁହେଁ ଆପଣ ଏହା ମଧ୍ୟରେ ଯଦି କିଛି ଲେମ୍ବୁ ମିଶାଇ ପିବେ ଏହହା ଭଲ ହୋଇ ଥାଏ ଏହା ସହ ଆପଣ ଏଥିରେ ମହୁ ମିଶାଇ ମଧ୍ୟ ପିବେ । ଏହା କରିବା ଦ୍ଵାରା ଆପଣଙ୍କ ମୋଟା ପା ଖୁବ କମ ଦିନରେ ସେଶ ହୋଇଯିବ । ଏହାକୁ ଆପଣ ଖାଲି ପେଟରେ ପିବେ । ଏହା ସହ ଆପଣଙ୍କ ମୋଟା ପଣ କମିବା ସହ ଆପଣଙ୍କ ତ୍ଵଚା ମଧ୍ୟ ଖୁବ ଚମକିବ । ଆପଣଙ୍କୁ ଯଦି ଆହୁଋ ଭଲ ପରିଣାମ ଦରକାର ତେବେ ଆପଣ ଏଥିରେ କିଛି ହଳଦୀ ମିଶାଇକି ମଧ୍ୟ ପି ପାରିବେ । ଏହା ଦ୍ଵାରା ଆପଣଙ୍କୁ ଖୁବ ଶୀଘ୍ର ପରିଣାମ ମିଳିବ । ଏହା କୁ ସେବନ କରିବାର 45 ମିନିଟ ଯାଏ ଆପଣ କିଛି ଭି ଖାଇବେ ନି ଏହା ପରେ ଆପଣ କିଛି ଖାଇ ପାରିବେ । ଏହା ସହ ନିଜ ଖାଦ୍ଯରେ ଆପଣ କିଛି ଫଳ ମୂଳ ସାମିଲ କରନ୍ତୁ ମଧ୍ୟ ।

Leave a Reply

Your email address will not be published. Required fields are marked *