ସ୍ଵାମୀ ସ୍ତ୍ରୀ କେଉଁ ସମୟରେ ଶାରୀରିକ ସମ୍ବନ୍ଧ ରଖିବା ହୋଇଥାଏ ପାପ? Aajira Anuchinta

ସଂସାରରେ ଏପରି କିଛି କାର୍ଯ୍ୟ କରିବାକୁ ଶାସ୍ତ୍ର ଓ ବୁଦ୍ଧି ଜୀବୀ ମାନଙ୍କ ଦ୍ୱାରା ବାରଣ କରା ଯାଇଛି ଓ ଏହି କାର୍ଯ୍ୟ ଯଦି ଭୁଲ ବଶତଃ କରା ଯାଇ ଥାଏ । ତେବେ ଲୋକ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହୋଇ ଥାନ୍ତି । ନିଜର ଇଚ୍ଛା ପୂର୍ଣ ପାଇଁ ହେଉ ବା ସାମାଜିକ ଦାୟିତ୍ୱ ପାଇଁ ଯଦି କୌଣସି ବ୍ୟକ୍ତିଙ୍କୁ କିଛି ଦାନ କରନ୍ତି ତେବେ ଏହାକୁ ପରେ ପରି ପ୍ରକାଶ କରିବା ଉଚିତ ନୁହେଁ । ଯଦି କୌଣସି ଶୁଭ କାର୍ଯ୍ୟ ପାଇଁ ଲୋକଙ୍କୁ ଅନ୍ନ ଦାନ ଦେଇ ଥାନ୍ତି ।

ତେବେ କେତେ ଲୋକ ଖାଇଲେ ତାହା ଗଣନା କରିବା ଉଚିତ ନୁହେଁ । ଦୈନଦିନ କାର୍ଯ୍ୟ ପାଇଁ ବା ପରିବାର ପାଇଁ କେତେ ଖର୍ଚ୍ଚ କରିଲେ ତାହା ହିସାବ ବା ଲେଖିବା ଉଚିତ ନୁହେଁ । ନିଜର ପରିବାର, ପ୍ରିୟଜନ ବା ବନ୍ଧୁବାନ୍ଧବ ଙ୍କ ସହ କୌଣସି କଥା କୁ ନେଇ ବିବାଦ କରିବା ଉଚିତ ନୁହେଁ ।

ଯଦି କିଛି ସମସ୍ୟା ଥାଏ ତେବେ ତୁରନ୍ତ ଏହାର ସମାଧାନ କରି ଦିଅନ୍ତୁ । ରାତିରେ ଶୋଇବା ସମୟରେ କେବେବି କୌଣସି ଅଶୁଭ ବା ଖରାପ କଥା ବା ଦୁଶ୍ଚିନ୍ତା କରିବା ଉଚିତ ନୁହେଁ ଏହା କ୍ଷତି କାରକ ହୋଇ ଥାଏ ।

ସକାଳୁ ଉଠିବା ସମୟରେ କେବେବି ହସି ହସି ଉଠିବା ଉଚିତ ନୁହେଁ । ଏହା ଅମଙ୍ଗଳ ଓ କ୍ଷତି କାରକ ହୋଇ ଥାଏ । ଘରେ ବା ବାହାରେ ଠାକୁର ପୂଜା କରିବା ସମୟରେ କେବେବି ଓଦା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ ।

ଏହା ଅମଙ୍ଗଳ ହୋଇ ଥାଏ । ଜୀବନରେ କେବେବି କୌଣସି ମଧ୍ୟସ୍ଥି ବା ମଧସ୍ତି ହୋଇ କାର୍ଯ୍ୟ କରିବା ଉଚିତ ନୁହେଁ । ଏହା ବିଭିନ୍ନ ଜଟିଳ ସମସ୍ୟା ସୃଷ୍ଟି କରି ପାରେ । ଯେଉଁ ସ୍ଥାନରେ କିଛି ଯୁକ୍ତି ତର୍କ ହେଉ ଥାଏ ତେବେ ସେହି ସ୍ଥାନ ରେ ଭାଗ ନେବା ଉଚିତ ନୁହେଁ

ଏହା କ୍ଷତି କାରକ ହୋଇ ଥାଏ । ରବିବାର ଦିନ ଆମିଷ ଖାଇବା ବା ଛୁଇଁବା ଉଚିତ ନୁହେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଶୁଭ ଓ କ୍ଷତି କାରକ ହୋଇ ଥାଏ । ଭୋଜନ ପରେ ସ୍ନାନ କରିବା ଉଚିତ ନୁହେଁ । ପାଣିରେ ନିଜର ପ୍ରତିବିମ୍ବ ଦେଖିବା ଉଚିତ ନୁହେଁ ।

ମୁଢିରେ ତେଲ ଗୋଳାଇ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ । ପ୍ରାତଃକାଳ, ଅର୍ଦ୍ଧରାତି, ଭୋଜନର ଅବ୍ୟବହିତ ରେ ପୁରୁଷ କିମ୍ବା ମହିଳା ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇ ନ ଥାଏ । ମହିଳା ମାନେ ପ୍ରତିଦିନ ୮ ଘଂଟା ରୁ ଅଧିକ ଶୋଇବା ଉଚିତ ନୁହେଁ । ଗର୍ଭବତୀ ମହିଳା ମାନେ ଦିନ ରେ ଶୋଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *