ଆଜି ରାତିରୁ ଶେଷ ହେବ 6ଟି ରାଶିର ଶନି ସାଢେଷାତି, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା…

ବନ୍ଧୁଗଣ ଭଗବାନ ଶନିଦେବ ଆଜି ରାତିରୁ ନିଜର ରାଶି ପରିବର୍ତନ କରିବେ । ଶନିଦେବ କୁମ୍ଭ ରାଶିରୁ ମକର ରାଶିରେ ପଦାର୍ପଣ କରିବେ ଏବଂ କିଛି ଦିନ ଏହି ରାଶିରେ ଅବସ୍ଥାନ କରିବେ । ଏହି ସମୟ ମଧ୍ୟରେ ପାଗରେ ପରିବର୍ତନ ଦେଖିବାକୁ ମିଳିବ । କୋର୍ଟ, କଚେରୀ ମାମଲାର ଶୁଣାଣି ହେବ । ବେପାର ବାଣିଜ୍ୟରେ ଉନ୍ନତି ହବାର ଦେଖିବାକୁ ମିଳିବ । ଶନିଦେବଙ୍କର ମକର ରାଶିରେ ଅବସ୍ଥାନ ଯୋଗୁ କର୍କଟ ଓ ବୃଷ ରାଶି ମାନଙ୍କର ଉପରେ ଥିବା ଶନି ଦଶା କଟିଯିବ । ମେଷ ରାଶି, କର୍କଟ ରାଶି, ତୁଳା ରାଶି, ମକର ରାଶି ଥିବା ଜାତକ ମାନଙ୍କରେ ପଞ୍ଚଯୋଗ ହେବାର ସମ୍ଭାବନା ଅଛି । ଭଗବାନ ଶନିଦେବ କୃପାରୁ ଆଜି ରାତିରୁ ବହୁତ କିଛି ପରିବର୍ତନ ଦେଖିବାକୁ ମିଳିବ ଏହି ୬ ରାଶିମାନଙ୍କ ମଧ୍ୟରେ ଏବେ ଚାଲନ୍ତୁ ଦେଖିବା ।

ମେଷରାଶି :- ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ଜାତକରେ ପ୍ରଭୁ ଶନିଦେବତା ୧୦ସ୍ଥାନରେ ଅବସ୍ଥାନ କରିବାପାଇଁ ଯାଉଛନ୍ତି । ସେଥିପାଇଁ ଆପଣମାନଙ୍କର ଆର୍ଥିକ ଅବସ୍ଥାରେ ସୁଧାର ଆସିବା ପାଇଁ ଯାଉଛି । ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଯାଉଛନ୍ତି । ମାନସମ୍ମାନ ବୃଦ୍ଧି ହେବା ସହିତ ମାନସିକ ଶାନ୍ତି ଭୋଗ ମଧ୍ୟ କରିପାରିବେ । ଆପଣଙ୍କ ଜୀବନରେ ଅନେକ ଦିଗରୁ ପରିବର୍ତନ ଦେଖିପାରିବେ । ଜୀବନ ସୁଖମୟ ହେବ ଏବଂ ପାରିବାରିକ କଳହ ଦୂର ମଧ୍ୟ ହେବ ।

ମୀନରାଶି :- ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ଜାତକରେ ଭଗବାନ ଶନି ବକ୍ରିୟ ଅବସ୍ଥାରେ ୧୧ ସ୍ଥାନରେ ପଦାର୍ପଣ କରିବା ପାଇଁ ଯାଉଛନ୍ତି । ଆପଣଙ୍କର ଭାଗ୍ୟ ଚମକିବା ପାଇଁ ଯାଉଛି କାରଣ ଶନିଦେବଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ପଡିବାକୁ ଯାଉଛି । ସମସ୍ତ ପ୍ରକାର ମନସ୍ଥ କରିଥିବା ଭାବନକୁ ପୂରଣ କରିବାର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ଆଗକୁ ବଢି ଉନ୍ନତି ମଧ୍ୟ କରିପାରିବେ ।

ଧନୁରାଶି :- ଏହି ରାଶି ଧାରଣ କରିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଖୁସି ଆସିବାକୁ ଯାଉଛି । ଗ୍ରହରାଜା ଶନିଦେବଙ୍କ ଆଶ୍ରୀବାଦର ଅଧିକାରୀ ହେବାପାଇଁ ଯାଉଛନ୍ତି । ସମସ୍ତ ପ୍ରକାର ଧନଧାନ୍ୟରେ ଆପଣଙ୍କ ଘର ପୁରୀ ଉଠିବ । ସୌଭାଗ୍ୟଶାଳି ମଧ୍ୟ ହୋଇପାରିବେ । କର୍ମ କ୍ଷେତ୍ରରେ ଆଗକୁ ବଢିବାର ଅନୁକୂଳ ପରିବେଶ ଦେଖାଦେବ । ଯଦି ଆପଣ ରାଜନୀତିରେ ସକ୍ରିୟ ଅଂଶ ହେବାପାଇଁ ଇଚ୍ଛା କରିଛନ୍ତି ଏହା ମଧ୍ୟ ପୂରଣ ହେବ ।

ମିଥୁନରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆ ଧରଣର କିଛି ହେବାପାଇଁ ଯାଉଅଛି । ମିଥୁନ ରାଶିର ଲୋକମାନଙ୍କ ପରିସ୍ଥିତି ରେ ସାମାନ୍ଯ ଧରଣର ଅସୁବିଧା ଆସିପାରେ । କିନ୍ତୁ ଆପଣ ମାନଙ୍କୁ ସାହସର ସହିତ ସେହି ପରିସ୍ଥିତି ର ମୁକାବିଲା କରିବା ପାଇଁ ପଡିବ । ଶନିମହାଦେବଙ୍କ ରୋଷର ଶିକାର ହେବ ପାଇଁ ମଧ୍ୟ ପଡିବ । ସେଥିପାଇଁ ଆପଣମାନଙ୍କୁ ଶନି ଚାଳିଶା ବାରମ୍ବାର ଜପ କରିବାକୁ ପଡିବ ।

ତୁଳାରାଶି :- ଏହି ରାଶିର ଲୋକମାନଙ୍କ ଉପରେ ମଧ୍ୟ ଗ୍ରହ ରାଜା ଶନିମହାଦେବଙ୍କ କୋପଦୃଷ୍ଟି କିଛି ମାତ୍ରାରେ ପଡିବାକୁ ଯାଉଛି । ଆପଣଙ୍କ ବ୍ୟବସାୟ କ୍ଷେତ୍ର ହେଉ ଅଥବା ଶାରୀରିକ ଅବସ୍ତା ଉପରେ ଖରାପ ସମୟ ଆସିପାରେ ।

କୁମ୍ଭରାଶି:- ଏହି ରାଶିର ଲୋକମାନେ ଏହି ସମୟରେ କରୁଥିବା କର୍ମ ପ୍ରତି ନଜର ରଖିବାକୁ ପଡିବ । ପିଲାମାନଙ୍କର ପାଠ ପଢାରେ ସାମାନ୍ୟତମ ଅସୁବିଧା ଆସିପାରେ । ଆପଣ ନିଜର ରାଗକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରିବେ । ଆର୍ଥିକ ଅବସ୍ତା ଶୋଚନୀୟ ହୋଇପାରେ । ଯଦି ଏହି ଭିଡିଓ ଟି ଆପଣଙ୍କୁ ଭଲ ଲାଗିଲା ତେବେ ଆମକୁ ମତାମତ କରିକି କୁହନ୍ତୁ ।

Leave a Reply

Your email address will not be published. Required fields are marked *