ଆଜିଠାରୁ 3ଟି ରାଶିରେ ମହାସଂଯୋଗ, ଚମକି ଉଠିବ ଭାଗ୍ୟ… ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବ ଙ୍କୁ ସବୁଠାରୁ ପାପୀ ଗ୍ରହ ଭାବେ ବୋଇଚାର କରଜାଏ । ଏମିତି କୁହାଯାଏ ଯେବେ ଶନିଦେବ ଙ୍କ କୁ-ପ୍ରଭାବ କୌଣସି ବ୍ୟକ୍ତି ଉପରେ ପଡିଥାଏ ତେବେ ସେହି ବ୍ୟକ୍ତି ଜୀବନରେ ସମସ୍ଯା ମାନ ଆରମ୍ଭ ହୋଇଥାଏ । କିନ୍ତୁ ଏହା ସର୍ବଦା ହୋଇ ନ ଥାଏ । ଯେବେ ଶନିଦେବ କାହା ଉପରେ ପ୍ରସନ୍ନ ଅଇଥାନ୍ତି ତାଙ୍କର ଶୁଭ ସମୟ ଆରମ୍ଭ ହୋଇଥାଏ । ଆସିବାକୁ ଥିବା ସମସ୍ୟା ରୁ ମୁକ୍ତି ମିଳିଥାଏ । ଗ୍ରହ ମାନଙ୍କର ଶୁଭ ସଂଯୋଗ କାରଣରୁ ଆଜି ଅମାବାସ୍ୟା ରେ କିଛି ରାଶି ମାନଙ୍କର ଶୁଭ ସମୟର ଆଗମନ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ବିସ୍ତାର ଭାବେ ।

ସିଂହ ରାଶି : ମା ଲକ୍ଷ୍ମୀ ଙ୍କ କୃପା କାରଣରୁ ଆପଣଙ୍କୁ ନୂଆ ଚାକିରି ମିଳିପାରେ । ଶନିବାର ଦିନ ଆପଣଙ୍କୁ ଶନି ଚାଳିଶାର ପାଠ କରିବାକୁ ହେବ । ଆପଣଙ୍କୁ କୌଣସି ଏକ ନୂଆ ଯୋଜନାରୁ ଲାଭ ମିଳିପାରେ । ଆପଣ ନିଜ ହିସାବରେ ନୂଆ ମିତ୍ର ସ୍ଥାପନ କରିବେ । ଆପଣଙ୍କର ମାନ ସମାନ ବୃଦ୍ଧି ହେବ । ଚାକିରି ପାଇଁ କାର ଯାଉଥିବା ପ୍ରେତକ ପରିମାଣର ସମୟ ଆସି ଯାଇଛି । ପ୍ରେମ ଜୀବନରେ ସମୟ ବହୁତ ଭଲ ରହିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଭାଗ୍ଯର ଉଦୟ ହେବ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କୁ ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । କୌଣସି ବଡ ଧରଣର ଲାଭ ପ୍ରାପ୍ତ ହେବ । ଅଳ୍ପ ପରିଶ୍ରମ କରି ଭାଗ୍ୟର ସହଯୋଗ କାରଣରୁ ଭଲ ପରିଣାମ ଦେଖିବାକୁ ମିଳିବ । ଚିନ୍ତା ବିଚାର କରି ବେପାର କ୍ଷେତ୍ର ରେ ନିବେଶ କରିଲେ ଅଧିକରୁ ଅଧିକ ଲାଭ ପାଇବେ । ଆପଣଙ୍କର ସବୁ ଚିନ୍ତା ଦୂର ହେବ ।

ସମ୍ପର୍କ ମଧ୍ୟରେ ଚାଲୁଥିବା ବିବାଦ ଦୂର ହେବ । ପାଠ ପଢା ପ୍ରତି ଏକାଗ୍ରତା ବଢିବ । କୋର୍ଟ କଚେରୀ ମାମଲାରେ ଚାଲିଥିବା ରାଏ ଆପଣଙ୍କର ପକ୍ଷରେ ରହିପାରେ । ମହିଳା ମାନେ ଧର୍ମ କାର୍ଯ୍ୟ ରେ ରୁଚି ରଖିବେ । ଜୀବନରେ କିଛି ନୂଆ କରିବାର ଯୋଜନା କରିବେ । ମନରେ ଆଗ୍ରହ ଆସିପାରେ । ଚାକିରି କ୍ଷେତ୍ରରେ ପ୍ରମୋସନ ହୋଇପାରେ ।

କୁମ୍ଭ ରାଶି : ଶନିଦେବ ଙ୍କ କୃପାରୁ ଆପଣଙ୍କର ସବୁ ମନୋକାମନା ପୂରଣ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ । ଭାଗ୍ଯର ଉଦୟ ହେବ । ଅଚାନକ ଧନ ଲାଭର ଯୋଗ ରହିଛି । ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ଧନ ଜନିତ ସମସ୍ଯା ଦୂର ହେବ। ଦାଂପତ୍ଯ ଜୀବନ ସୁଖମୟ ରହିବ । ଶନିଦେବ ଙ୍କ କୃପା କାରଣରୁ ଅଟକି ରହିଥିବା ଧନ ଫେରି ପାଇବେ ।

ଜୀବନରେ ଖୁସି ଆଗମନ ହେବ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳ ହେବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *