ଆଜି ରାତି ଠାରୁ ଏହି ୩ଟି ରାଶି ଉପରେ ହେବ ଶନିଦେବ ଙ୍କ କୃପା ବର୍ଷା, ରାଜା ଭଳି କାଟିବେ ଜୀବନ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୩ଟି ରାଶି ଙ୍କ ସ-ମ୍ବ-ନ୍ଧରେ କହିବୁ ଯେଉଁ ମାନଙ୍କ ଉପରେ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଯୋଗୁଁ ଧନର ବର୍ଷା ହେବାକୁ ଯାଉଛି । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବ ହେଉଛନ୍ତି ନ୍ୟା-ୟ ର ଦେବତା ଅଟନ୍ତି ।

କୌଣସି ବ୍ୟକ୍ତି ର କର୍ମ ଅନୁଯାୟୀ ହିଁ ଶନି ଦେବ ସେହି ବ୍ୟକ୍ତି କୁ ଫଳ ପ୍ରଦାନ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ଶନିଦେବ ସେହି ବ୍ୟକ୍ତି ଙ୍କୁ ନିଶ୍ଚିତ ଭଲ ଫଳ ପ୍ରଦାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ନିଜ ଜୀବନରେ ଖ-ରା-ପ କର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ଶନିଦେବ ତାର କର୍ମ ଅନୁସାରେ ନିଶ୍ଚିତ ଦ-ଣ୍ଡି-ତ କରିଥାନ୍ତି ।

ତେବେ ଆଜିଠାରୁ ଶନିଦେବ ୩ଟି ରାଶି ଙ୍କ ଉପରେ ପ୍ରସନ୍ନ ରହିବେ ଏବଂ ସେହି ବ୍ୟକ୍ତି ର ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ସେହି ରାଶି ଥିବା ବ୍ୟକ୍ତି ଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବ । ତେବେ ବନ୍ଧୁଗଣ ଆସନ୍ତୁ ସେହି ରାଶି ମାନଙ୍କ ସ-ମ୍ବ-ନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି, ‘ମେଷ ରାଶି’ । ଆଜିଠାରୁ ଏହି ରାଶି ମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ଥିବା ସମସ୍ତ ପ୍ରକାର ଧନ ସ-ମ୍ବ-ନ୍ଧୀୟ ସମସ୍ୟା ଦୂର ହେବ । କୌଣସି ଯାନବାହନ କ୍ରୟ କରିବାର ସମ୍ଭାବନା ରହିଛି । ଯେଉଁମାନେ ପ୍ରେମ ସ-ମ୍ବ-ନ୍ଧରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଆସୁଥିବା ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ ।

୨. ବିଚ୍ଛା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶି ହେଉଛି, ‘ବିଚ୍ଛା ରାଶି’ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଉପରେ ଶନି ଦେବ ଙ୍କ ଅଶେଷ କୃପାଦୃଷ୍ଟି ରହିବ । ଏମାନଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ଏମାନେ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଉପଯୋଗୀ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ ଏବଂ ଏହା ସହିତ ପ୍ରତିଯୋଗିତା ଓ ଖେଳକୁଦ ରେ ମଧ୍ୟ ଉନ୍ନତି ହାସଲ କରିବେ । କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି । ଏମାନଙ୍କ ମନ ପାଠରେ ଲାଗି ରହିବ । ସମସ୍ତ କାର୍ଯ୍ୟ ସଫଳ ଭାବରେ ସମ୍ପାଦନ ହେବ ।

୩. କନ୍ୟା ରାଶି- ବନ୍ଧୁଗଣ ତୃତୀୟ ରାଶି ହେଉଛି, ‘କନ୍ୟା ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ଙ୍କ ବିଶେଷ କୃପାଦୃଷ୍ଟି ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରା ର ଯୋଗ ରହିଛି ଏବଂ ଏହା ସହିତ କୌଣସି ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ଏମାନେ ଯାତ୍ରା କରି ପାରିବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ରହିବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢ଼ିବ ।

ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଜୀବନ ରେ ଥିବା ସମସ୍ତ ବାଧା ବିଘ୍ନ ଦୁର ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଘର ଓ ପରିବାର ରେ ଶାନ୍ତି ର ବାତାବରଣ ରହିବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପୂର୍ଣ ହୋଇଯିବ ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଜ୍ଯୋତିଷ ସ-ମ୍ବ-ନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *