ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଦେଖନ୍ତୁ ଏହି 3 ଟି ଜିନିଷ, ଯାହା ବି ଇଚ୍ଛା ଥିବ ମାଗିବା ପୁର୍ବରୁ ହେବ ପୂରଣ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ନିଜ ଗୀତା ମାଧ୍ୟମରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଦେଶ ସ-ମ୍ବ-ନ୍ଧ-ରେ ବର୍ଣ୍ଣନା କରିଛନ୍ତି । ସେ ନିଜ ପତ୍ନୀ ରୁକ୍ମିଣୀ ଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ଏବଂ ତାହା ମାଧ୍ୟମରେ ସେ ସମଗ୍ର ବିଶ୍ୱ କୁ ନିଜ ଗୀତା ରେ ଥିବା ମହତ୍ତ୍ୱପୂର୍ଣ୍ଣ ବାଣୀ ପ୍ରଦାନ କରିଛନ୍ତି ।

ତାଙ୍କ ବାଣୀ ରେ ଥିବା ଗୁରୁତ୍ୱପୂର୍ଣ୍ଣ ଉପଦେଶ ମଧ୍ୟରୁ ଏହା ମଧ୍ୟ ଉଲ୍ଲେଖନୀୟ ରହିଛି ଯେ, ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋକାମନା ପୂର୍ଣ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି କାର୍ଯ୍ୟ ସ-ମ୍ବ-ନ୍ଧ-ରେ କହିବୁ ଯାହା ପ୍ରତିଦିନ ସକାଳୁ ଉଠି କରିବା ଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲ ରେ କଟିଥାଏ ଏବଂ ସମସ୍ତ ମନୋକମନା ପୂର୍ଣ ହୋଇଥାଏ । କିନ୍ତୁ ବନ୍ଧୁଗଣ ସର୍ବ ପ୍ରଥମେ ଜାଣିବା ସକାଳୁ ଉଠି କେଉଁ କାର୍ଯ୍ୟ କରିବା ଅନୁଚିତ ଅଟେ । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ କେବେବି ସକାଳୁ ଉଠିବା ପରେ କୌଣସି ଦୁ-ଷ୍ଟ ବ୍ୟକ୍ତି ର ଚେହେରା ଦେଖିବା ଉଚିତ ନୁହେଁ । ଏହାଦ୍ବାରା ଆପଣ ସମ୍ପୂର୍ଣ୍ଣ ଦିନ କଳି ଝ-ଗ-ଡ଼ା ରେ ଲି-ପ୍ତ ରୁହନ୍ତି । ଏହା ସହିତ କୌଣସି ଚ-ରି-ତ୍ର ହୀ-ନା ମହିଳା ଙ୍କୁ ମଧ୍ୟ ଦେଖିବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ମନରେ କା-ମ ଓ ବା-ସ-ନା ଜାଗ୍ରତ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ଅନୁଚିତ ଅଟେ ।

୨.ସକାଳୁ ଉଠିବା ପରେ କେବେବି କୌଣସି ବ୍ୟକ୍ତି ସହିତ ଅ-ପ-ବ୍ୟ-ବ-ହା-ର କରନ୍ତୁ ନାହିଁ ଅଥବା ଅଶୁଭ କଥା କୁହନ୍ତୁ ନାହିଁ । ଏହା ସହିତ କେବେବି ସ୍ନାନ ନ କରି ଠାକୁର ଘରେ ପ୍ରବେଶ କରନ୍ତୁ ନାହିଁ ।

୩. କୌଣସି ବ୍ୟକ୍ତି ଙ୍କୁ ସକାଳୁ ଉଠିବା ପରେ କେବବି ଦର୍ପଣ ଦେଖିବା ଉଚିତ ନୁହେଁ ଏବଂ ନିଜ ଛାଇ କୁ ମଧ୍ୟ ଦେଖିବା ଆଦୋୖ ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ୩ଟି କାର୍ଯ୍ୟ ସ-ମ୍ବ-ନ୍ଧରେ ଯାହାଦ୍ୱାରା ଆପଣଙ୍କ ସମ୍ପୂର୍ଣ୍ଣ ଦିନ ଭଲରେ କଟିଥାଏ ।

୧. ସମସ୍ତ ବ୍ୟକ୍ତି ଙ୍କୁ ସକାଳୁ ଉଠି ସର୍ବ ପ୍ରଥମେ, ନିଜର ଦୁଇ ହାତର ପାପୁଲି କୁ ଦେଖିବା ଉଚିତ । ଏହାର ଆଗ୍ର ଭାଗରେ ମାତାଲକ୍ଷ୍ମୀ ବାସ କରନ୍ତି । ମଧ୍ୟ ଭାଗରେ ମାଆ ସରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣ ବାସ କରନ୍ତି । ଯେଉଁ ବ୍ୟକ୍ତି ନିକ ହାତ ପାପୁଲି ର ଦର୍ଶନ ସର୍ବ ପ୍ରଥମେ କରିଥାଏ ତା’ର ଭାଗ୍ୟ ର ଦ୍ୱାର ଖୋଲିଯାଏ ଏବଂ ସେ ଜୀବନରେ ଅଗ୍ରଗତି କରିଥାଏ । ସେମାନଙ୍କ ଜୀବନ ସୁଖ ଓ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ।

୨. ଯେଉଁ ବ୍ୟକ୍ତି ସକାଳୁ ଉଠି ସର୍ବ ପ୍ରଥମେ ନିଜ ମାତାପିତା ଓ ଗୁରୁଜନ ଙ୍କ ଆଶୀର୍ବାଦ ଗ୍ରହଣ କରିଥାଏ ସେହି ବ୍ୟକ୍ତି ର ସମ୍ପୂର୍ଣ୍ଣ ଦିନ ଶୁଭ ଦାୟକ ହୋଇଥାଏ ଏବଂ ସେ ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ ।

୩. ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସକାଳୁ ଉଠିବା ପରେ କ୍ଷେତ ଜମି ବା କ୍ଷେତରେ ହେଉଥିବା ଫସଲ ଦେଖିଥାଏ, ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସହିତ ସକାଳେ ଗାଈ ର ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ର ସମସ୍ତ ମନୋକମନା ପୂରଣ ହୋଇଥାଏ ।

ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *