ଆଲମୀରାରେ ଭୁଲ ରେ ବି ରଖନ୍ତୁ ନାହିଁ ଏହି 4ଟି ଜିନିଷ- Vastu Tips

ପଇସା ଆମ ଜୀବନରେ ଏକ ଜରୁରୀ ଜିନିଷ ଅଟେ । ଯଦି ଆପଣଙ୍କ ପାଖେ ପଇସା ଅଛି ତ ଆପଣଙ୍କ ଆତ୍ମ ବିଶ୍ବାସ ଅଛି । ଏହାର କାରଣ ପାଇଁ ଲୋକମାନ ଏଅଧିକ ରୁ ଅଧିକ ପରିଶ୍ରମ କରି ଥାନ୍ତି । କିଛି ଲୋକ ନିଜ ଅର୍ଜିତ ପଇସା କୁ କମେଇ କି ଏହାକୁ ସଞ୍ଚୟ କରିବା ପାଇଁ ଭଲ ପାଇ ଥାନ୍ତି ।

ସେମାନେ ବଞ୍ଚିଥିବା ପଇସା କୁ ଆଲମାରି କିମ୍ବା ବ୍ଯାଙ୍କ ରେ ରଖିବା ପାଇଁ ଭଲ ପାଇ ଥାନ୍ତି । ଆପଣ ବ୍ଯାଙ୍କ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖୀ ପାରିବେ । କିନ୍ତୁ ଆବଶ୍ୟକ ପାଇଁ କିଛି ପଇସା ଆମେ ଘରେ ରାଖୀ ଥାଉ । ଆମେ ଏହି ପଇସା କୁ ଆଲମାରି ରେ ରାଖୀ ଥାଉ । କିନ୍ତୁ କେବଳ ପଇସା ନୁହେଁ ଅନେକ କିଛି ଆଲମୀରା ରେ ରଖାଯାଏ । ଯାହା ପାଇଁ ଆମେ ଏହାକୁ ସବୁ ବେଳେ ତାଲା ପକାଇକି ରାଖୀ ଥାଉ ।

ଆମେ ଏହାକୁ ସବୁ ବେଳେ ଯତ୍ନ ର ସହ ରଖିବା ପାଇଁ ଚେଷ୍ଟା କରୁ ଜେବହଳିକି ଏଥିରେ କାହାର ନଜର ନ ପଡେ । ଏଠି ପାଇଁ କିଛି ଲୋକ ଏହାକୁ ନିଜ ଶୋଇବା ଅଘରେ କିମ୍ବା ଅଲଗା କେଉଁ ସ୍ଥାନରେ ରଖିବା ପସନ୍ଦ କରନ୍ତି । ଏହା କରିବାର ଆଉ ଏକ କାରଣ ଅଛି । ଏହା କରିବା ପାଇଁ କିଛି ଲୋକ ଏହି ପାଇଁ ପସନ୍ଦ କରନ୍ତି କାରଣ ତାଙ୍କୁ ଭଲ ଲାଗେନୀ କି ଆମ ଘରେ ଥିବା ଜିନିଷ ଯାହା ଆମେ ଅନ୍ୟକୁ ଦେଖାଇବା ପାଇଁ ଚାହୁଁ ନେ ସେ ଜିନିଷ ଆମେ କାହା ଆଗରେ ବାହାର କରିବା ।

କିନ୍ତୁ ଅନେକ ଜିନିଷ ଭିତରେ କିଛି ଏଭଳି ଜିନିଷ ଅଛି ଯାହାକୁ ଆମେ ଏହା ମଧ୍ୟରେ ରଖିବା ଅନୁଚିତ । ପଇସା ସହ କିଛି ଜିନିଷ ରଖିବା ଶୁଭ ହୋଇ ଥିବା ଅବେଳେ କିଛି ଜିନିଷ ପଇସା ଥିବା ଆଲମାରି ରେ ରଖିବା ଅଶୁଭ ହୋଇ ଯାଇ ଥାଏ । ଏହାକୁ ରଖିବା ଦ୍ଵାରା ଧନ ର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯାଇ ଥାନ୍ତି । ପ୍ରଥମ ଘର ଆଲମୀରା ରେ ସବୁ ବେଳେ ସଫା କପଡା ରଖିବା ଉଚିତ ।

ଅସନା କପଡା ରଖିବା ଦ୍ଵାରା ଆମର ସ୍ଵାସ୍ଥ୍ୟ ସହ ଆମର ପଇସା ପରେ ମଧ୍ୟ ଖରାପ ପ୍ରଭାବ ପଡି ଥାଏ । ଆମ ପଇସା ଧିକ ରୁ ଅଧିକ ଖର୍ଚ୍ଚ ହେବାରେ ଲାଗି ଥାଏ । ଦ୍ଵିତୀୟ ରେ ହେଉଛି ଫଟା କପଡା । ଏହାକୁ ଆଲମୀରା ରେ ରଖିବା ଦ୍ଵାରା ଆମର ଟଙ୍କା ପଇସା ଆଲମୀରା ରେ ରଖନ୍ତୁ ନି ଯଦି ଏୟାହାକୁ ରଖିବା ଅପାଇନ ଚାହୁଞ୍ଚନ୍ତି ତେବେ ଆପଣ ଏହାକୁ ସିଲେଇ କରିବା ପରେ ହିଁ ରଖନ୍ତୁ ।

ଏହାକୁ ଆପଣ ଅଲଗା ଆଲମୀରା ଆରେ ମଧ୍ୟ ରାଖୀ ପାରିବେ ଯଦି ଏହା ଆପଣଙ୍କ ପାଇଁ ଦରକାରୀ ଅଟେ । ଘର ଆଲମୀରା କୁ ସବୁ ବେଳେ ସଫା ରଖନ୍ତୁ ବୁଢିଆଣୀ ଜାଲ କିମ୍ବା ଧୁଳି ମାଟି କୁ ଏହି ଜାଗାରେ ରଖନ୍ତୁ । ଏହା ପରେ ନାମ ଆସେ କଳା ରଙ୍ଗର ବସ୍ତ୍ର କିମ୍ବା କଳା ରଂଗର ପର୍ଶ । ଏଥିରେ ଆପଣ ଟଙ୍କା କୁ ରଖନ୍ତୁ ନି ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଟଙ୍କା ଅଯଥାରେ ଖରଚ ହୋଇ ଜୀବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *