ଗରୁଡ ପୁରାଣ: କଣ ବିବାହ ପୂର୍ବରୁ ଯୌ-ନ ସ-ମ୍ପ-ର୍କ ଏକ ପାପ? କ’ଣ କୁହନ୍ତି ବିଭିନ୍ନ ଧର୍ମ || କୃଷ୍ଣ ଉପଦେଶ|| ଭଗବତ ଗୀତା

ଆମ ସମାଜରେ ଆମେ ଅନେକ ପ୍ରକାର କାମ କରିଥାଉ । ଏହାର କିଛି ଭଲ ପ୍ର-ଭା-ବ ଓ କିଛି ଖ-ରା-ପ ପ୍ର-ଭା-ବ ପଡିଥାଏ ଆମ ଜୀବନରେ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା ଆଗ ଅପେକ୍ଷା ଏବେ ଅଧିକ ମାତ୍ରାରେ ଘର ମାନଙ୍କ ରେ ଅସାନ୍ତି ହେଉଛି ।

ଏହାର କାରଣ ହେଉଛି କି ଆମର କିଛି ଅ-ନୈ-ତି-କ ବିଚାର । ଯାହା ପାଇଁ ଆମେ ସବୁ ଜାଗାରେ ଅ-ପ-ମା-ନି-ତ ହେଉଛେ । ଆଜି କିଛି ଭି ସ-ମ୍ପ-ର୍କ ଭଲ ନାଇ ସବୁ ନ-ଷ୍ଟ ହେବାରେ ଲାଗଛି । ଏମିତିକି କିଛି ପବିତ୍ର ସ-ମ୍ପ-ର୍କ ଭି ଖ-ରା-ପ ହେବାରେ ଲାଗିଛି ଯାହାକୁ ଲୋକମାନେ କେବେ ଚିନ୍ତା କରି ପାରୁ ନଥିଲେ ଏବେ ତାହା ହୋଇ ଯାଉଛି । ଆପଣ ମାନେ ଆମ ଆଖ ପାଖର ପରିବେଶ ଦେଖିଥିବେ ।

ଏଥିରେ ଅନେକ ଝିଅ ଓ ଅନେକ ପୁଅ ଅଛନ୍ତି ଯେଉଁ ମାନେ ନିଜ ପିତା ମାତା ଙ୍କ ସହ ନିଜର ସବୁ ପ୍ରକାର ଗୁଣ କୁ ସେଯାର ନ କରି ତାକୁ ସାଙ୍ଗମାନ ଙ୍କ ସହ ବାଣ୍ଟୁଛନ୍ତି । ଯାହା ଦ୍ଵାରା ସେମାନେ ସମସ୍ଯା ରୁ ବାହାରିବା ବଦଳରେ ଆହୁରି ସମସ୍ୟାରେ ଫ-ଶୀ ଯାଉଛନ୍ତି । ଏହାର କାରଣ ଖ-ରା-ପ ସଙ୍ଗତ । ଦେଖିବା ପାଇ ଏହା ମଧ୍ୟ ଆମ ପରିବାର ରୁ ଜାତ । ହୁଏତ ଆମେ ଆମ ପିଲାଙ୍କୁ ସେହି ଭଳି କ୍କିଛି ସଂସ୍କାର ଦେଇ ନୁ ।

କିମ୍ବା ସେମାନଙ୍କ ସହ ସେହି ଭଳି ଚାଲିନୁ ଯାହା ପାଇଁ ସେମାନେ ଆମ ହାତ ଛାଡି ଦେଇ ଆଉ କାହା ହାତ ଧରି ନେଉଛନ୍ତି । ଆଜି ଆମେ ସେହି ବିଷୟରେ କହିବ ପାଇ ଯାଉଛୁ କି ଆଜି କାଲୀର ଯୁବ ପିଢୀ କଣ ପାଇଁ ଓ କିଭଳି ନିଜ କୁ ନ-ଷ୍ଟ କରିବାରେ ଲାଗିଛନ୍ତି ଓ ଏହାର ପ୍ର-ଭା-ବ ତାଙ୍କର ଜୀବନରେ କିଭଳି ଭାବେ ଆସୁଛି । ଆଜି କାଲିର ଲୋକ ମାନେ ହୁଅନ୍ତୁ କିମ୍ବା ପିଲା ମାନେ ହୁଅନ୍ତୁ ସବୁ ପ୍ରକାର ଅ-ନୈ-ତି-କ ସ-ମ୍ବ-ନ୍ଧ କରିବା ପାଇଁ ପଛକୁ ଭାବୁ ନାହାଁନ୍ତି ।

ସେମାନେ ଏହା ମଧ୍ୟ ଭାବୁ ନାହାଁନ୍ତି କି ସେମାନଙ୍କ ଜୀବନରେ ଆଗକୁ ଯାଇକି ଏହାର କି ପ୍ର-ଭା-ବ ପଡିବ । କେହି ଆଉ ଭଲ ମ-ନ୍ଦ ଚିନ୍ତା କରୁ ନାହାନ୍ତି । ସେମାନଙ୍କ ଇଛା ଶକ୍ତି ଏତେ ବଢି ଯାଇଛି କି ସେମାନେ ଏବେ କା-ମ ସୁ-ଖ ପାଇଁ ଅ-ନ୍ଧ ହୋଇ ଯାଇଛନ୍ତି । କିଏ କିଏ ନିଜ ସ୍ଵା-ର୍ଥ ପୂରଣ ପାଇଁ ପ୍ରେମ ର ଅଭିନୟ କରୁଛି ତ ଆଉ କେହି ବ-ଳ-ତ୍କା-ର ଭଳି ଦୁ-ଷ୍କ-ର୍ମ କରୁଛି । ଏହା ସମାଜକୁ ବି-ଶୃ-ଙ୍ଖ-ଳି-ତ କରି ସାରିଲାଣି ।

କିନ୍ତୁ ଏହାର କାରଣ ହେଉଛି ବିବାହ ପୂର୍ବରୁ ଶା-ରି-ରୀ-କ ସ-ମ୍ପ-ର୍କ ରଖିବା । ଏହା ବିବାହ ପରେ ରଖିବା ହି ଉଚିତ ଅଟେ ଯଦି ଆମେ ବାଇବେଲ ଦେଖିବା ସେଥିରେ କୁହା ଯାଇଛି କି ସ୍ଵାମୀ ଓ ସ୍ତ୍ରୀ ହି କେବଳ ଏହି ସ-ମ୍ପ-ର୍କ ସ୍ଥାପନା କରି ପାରିବେ । ସେହି ଭଳି କୁ-ରା-ନ ରେ ମଧ୍ୟ ଲେଖା ଯାଇଛି କି କେବଳ ନିଜ ସ୍ତ୍ରୀ ସହ ହିଁ ସ-ମ୍ପ-ର୍କ ରଖିବା ଧ-ର୍ମ । ହିନ୍ଦୁ ଧ-ର୍ମ ରେ ମଧ୍ୟ ଏହାକୁ ନେଇ ଅନେକ କଥା ଲେଖା ଯାଇଛି । ମାତ୍ର ଆଜି କାଲୀ ଏହାକୁ କେହି ନ ମାନି ନିଜ ଇଛା ଅନୁସାରେ କା-ମ କରୁଥିବାରୁ ଆଜିର ସମାଜ କ-ଳ-ଙ୍କି-ତ ହୋଇ ଗଲାଣି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *