ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଲାପ ଓ ଜାଣନ୍ତୁ ନିଜର ଭବିଷ୍ୟତ

ଆମେ ଜାଣିଛେ କି ଆମ ଭବିଷ୍ୟତ ଆମ ହାତରେ । କିନ୍ତୁ ଦେଖିବା ପାଇଁ ଗଲେ ଆପଣ ନିଜ ପସନ୍ଦ ର ଫୁଲକୁ ବାଛିକି । ଆପଣ ଯଦି ଆଜି ଏକ ଫୁଲ ବାଛିବେ ଓ ଆମେ ଆପଣଙ୍କୁ କହିବୁ କି ଆପଣ ଙ୍କ ଭାଗ୍ୟ କିଭଳି ହେବ । ଆପଣ ଜାଣିଥିବେ କି ଭାରତର ଲୋକ ମାନେ ସବୁ ବେଳେ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ଵାଷ କରିଥାନ୍ତି । ଆପଣ ଜାଣି ଥିବେ କି ରଙ୍ଗରୁ ମଣିଷ ତାର ସ୍ଵଭାବ ବିଷୟରେ ଜାଣି ପାରିବା । ଆପଣ ଯଦି ଯାଚ୍ୟ ଛନ୍ତି ତେବେ ଆପଣ ଜୀବନରେ ବହୁତ ଲାମ୍ବା ସମୟ ଧରି ଦୁଃଖ ଲାଗି ରହିଛି ।

ଆପଣଙ୍କ ଜୀବନରେ ଏବେ କିଛି ପରିବର୍ତ୍ତନ ଆସିବା ପାଇଁ ଲାଗିଛି । ଯାହାକୁ ଆପଣ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ଆପଣଙ୍କ ଜୀବନରେ ଦେଖିବା ପାଇଁ ଗଲେ ଆପଣ ବହୁତ କିଛି ସାହି ଥିବାରୁ ଆପଣ ଖୁବ ଶୀଘ୍ର ସବୁ ଘଟଣା ର ସମାଧାନ କରି ନେବେ ।

ଆପଣ ନିଜ ପାଇଁ ଓ ନିଜ ଭବିଷ୍ୟତ ପାଇଁ ସବୁ ବେଳେ ଚିନ୍ତାରେ ରୁହନ୍ତି । ନିଜ ଜୀବନରେ ହୋଇ ଥିବା ଘଟଣା ରୁ ଆପଣ ଅନେକ କିଛି ଜିନିଷ ଶିଖି ଥାନ୍ତି । ଆପଣ କିଛି କାମ ପାଇଁ ମଧ୍ୟ କେଉଁ ଜାଗାକୁ ଯାଇ ପାରନ୍ତି । ଆପଣ ଅନେକ ସମୟରେ ଖୁବ ଦ୍ଵନ୍ଦ ରେ ରହି ଥାନ୍ତି । ଆପଣ ଯାହା କୁ ଭି ଚାହାଁନ୍ତି ତାକୁ ସବୁ ବେଳେ ଖୁଶି ଦେବା ପାଇଁ ଚେଷ୍ଟା କରନ୍ତି । ଆପଣଙ୍କ ଜୀବନରେ ଡେରିରେ ସବୁ ଜିନିଷ ପ୍ରାପ୍ତି ହୋଇ ଥାଏ । ଯଦି ଆପଣ ବାଛି ଛନ୍ତି ହଳଦିଆ ରଙ୍ଗର ଫୁଲ ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ବହୁତ ଧର୍ଯ୍ୟବାନ ଶାନ୍ତି ପ୍ରିୟା ଅଟନ୍ତି ଯେଉଁ ଜାଗାରେ ଆପଣ ରୁହନ୍ତି ମିଳି ମିଶି ରହିବା ପାଇଁ ଚେଷ୍ଟା କରନ୍ତି ।

କିନ୍ତୁ ଆପଣଙ୍କ କ୍ରୋଧ ଚିଡା ସ୍ଵଭାବ ଥାଏ ଯାହା ପାଇଁ ଆପଣଙ୍କୁ ଅନେକ ଲୋକ ଭୁଲ ବୁଝି ଥାନ୍ତି କିନ୍ତୁ ଯଦି ଆପଣଙ୍କ ଜୀବନରେ ଯେଉଁ ବ୍ୟକ୍ତି ଠାରେ ଆପଣଙ୍କ ସହ ମିସିଛି ସେ ନିଶ୍ଚିତ ଭାବେ ଆପଣଙ୍କ ସହ ରହି ଥାଏ ସେ କେବେଭି ଆପଣଙ୍କ ତ୍ୟାଗ କରି ନଥାଏ । ଆପଣଙ୍କ ହାତ ବହୁତ ଖର୍ଚି ଅଟେ । ଆପଣ ଖୁବ ଅଧିକ ଜାଗାରେ ନିଜ ହାତରୁ ଖରଚ କରି ଥାନ୍ତି ଯାହା ପାଇଁ ଆପଣ ଜାଣି ଥିବେ କି ଆପଣ ଖୁବ କଷ୍ଟ ପାଇ ଥାନ୍ତି ନିଜ ଭବିଷ୍ୟତରେ ପଇସା ପାଇଁ । କିନ୍ତୁ ଆପଣଙ୍କ ଜୀବନରେ ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରରେ ଅଧିକ ରୁ ଅଧିକ ପଇସା ଆସିବା ପାଇଁ ଲାଗିବ ।

ଆପଣ ଯଦି ଲାଲୀ ରଙ୍ଗର ଫୁଲ ବାଛି ଛନ୍ତି ତେବେ ଆପଣ ସୁନ୍ଦର ଆକର୍ଷତ ଓ ସବୁଙ୍କ ମନ ମୋହୀ ନେବା ଭଳି ଲୋକ ଅଟନ୍ତି । ଆପଣଙ୍କ ମନ ଖୁବ ସଫା ହୋଇ ଥାଏ । ଅନେକ ସମୟରେ ଆପଣ ଖୁବ ସହଜରେ କିଛି ଜାଗାରେ ଫାଶି ଯାଇଆ ଥାନ୍ତି । ଆପଣ ଜାଣି ଥିବେ କି ଆପଣଙ୍କ ଜୀବନରେ ଜୀହା ଭି କଷ୍ଟ ଆସିଲେ ଆପଣ ତାହାକୁ ଖୁବ ଭଲ ଭାବେ ଗ୍ରହଣ କରି ନେଇ ଥାନ୍ତି । ସମାଧାନ ମଧ୍ୟ କରି ନେଇ ଥାନ୍ତି । ଆପଣଙ୍କ ଏହି ବିଶେଷ୍ଯ ଗୁଣ ପାଇଁ ଆପଣ ସବୁ ବେଳେ ପ୍ରିୟପାତ୍ର ହୋଇ ପାରନ୍ତି ।

Leave a Reply

Your email address will not be published. Required fields are marked *