6 ଟି ଲକ୍ଷଣ ଥିବା ସ୍ତ୍ରୀ ମିଳିବା ବହୁତ ଦୁର୍ଲଭ, ହୋଇଥାନ୍ତି ମା’ ଲକ୍ଷ୍ମୀଙ୍କ ସ୍ୱରୂପ

ଆମେ ଜାଣିଛେ କି ମହିଳା ମାନେ ଅଛନ୍ତି ଯେଉଁ ମାନେ ନିଜ ସ୍ଵାମୀ ଓ ନିଜର ପରିବାର କୁ ବଞ୍ଚାଇବା ପାଇଁ ସବୁ କିଛି କରନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣିବା କି ଏହି ମହିଳା ମାନେ ସବୁ ସ୍ଵାମୀ ଙ୍କୁ ମିଳି ନଥାନ୍ତି । କିଛି ଲକ୍ଷଣ ଥାଏ ଯାହା ଦ୍ଵାରା ଆମେ ସେମାନଙ୍କୁ ଜାଣି ପାରିବା । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ଭଳି କିଛି ମହିଳା ମାନଙ୍କ ପାଦ ଯେଉଁ ଘରେ ପଡି ଥାଏ ସେହି ଘରୁ ସବୁ ପ୍ରକାର ଦୁଃଖ କଷ୍ଟ ଦୂର ହୋଇ ଯାଇଥାଏ ।

ସେମାନେ ଯାହାକୁ ଚାହାଁନ୍ତି ନିଜ କଥା ରେ ମନେଇ ନେଇଥାନ୍ତି । ଏହି ଭଳି ମହିଳାଙ୍କ ପାଇଁ ଘର ଏକାଠି ଥାଏ । ଏହାକୁ ଏମାନଙ୍କ ଶକ୍ତି କହିଲେ ମଧ୍ୟ ଭୁଲ ହେବନି । ତେବେ ଆସନ୍ତୁ ଜାଣିବା ଏହି ଭଳି ମହିଳା ଙ୍କୁ ଆମେ କିଭଳି ଚିହ୍ନିବା ।

ପ୍ରଥମ ଲକ୍ଷଣ ହେଉଛି କି ଏହା ଯେଉଁ ମାନେ ଭଗବାନ ଙ୍କ ଉପରେ ବିଶ୍ବାଶ ରଖନ୍ତି ଓ ସେମାନେ ଖୁବ ଶ୍ରଦ୍ଧାର ସହ ମଧ୍ୟ ଏହାକୁ ଗ୍ରହଣ କରନ୍ତି କି ଭଗବାନ ତାମକୁ ସବୁ ବିପଦରୁ ଉଦ୍ଧାର କରିବେ । ସେହି ଭଳି ଘରେ ମା ଲକ୍ଷ୍ମୀ ଙ୍କ ଦୟାର ପାତ୍ରୀ ହୋଇଥାନ୍ତି ଏମାନେ ଙ୍କ ଉଆପରେ କେବେଭି ଖରାପ ସମୟ ଆସି ନଥାଏ । ସେହି ଭଳି ଯେଉଁ ମାନେ ଦାନ ଦକ୍ଷିଣା କରନ୍ତି ଓ ଅନ୍ୟ ମାନଙ୍କୁ ଖାଇବା ଦେଇ ସାରି ନିଜେ ଘରେ ଥିବା ପଦାର୍ଥ ର ସେବନ କରନ୍ତି ।

ସେମାନେ ମଧ୍ୟ ଖୁବ ଭାଗ୍ୟଶାଳି ଅଟନ୍ତି ଏହି ଭଳି ମହିଳା ମାନଙ୍କ ପାଖରେ କେବେ ଭି କେହି ଦୁଃଖ ରେ ରୁହନ୍ତି ନି । ଏହା ପରେ ଯେଉଁ ସ୍ତ୍ରୀ ମାନଙ୍କ ଧର୍ଜ୍ୟ ଶକ୍ତି ଅଧିକ ଥାଏ । ସେମାନେ ମଧ୍ୟ ଖୁବ ଭଲ ବାହାବେ ନିଜ ପରିବାରକୁ ଚଳେଇ ନେଇଥାନ୍ତି ସେମାନେ ଯାହାଭି କରନ୍ତି ଖୁବ ଭାବି ଚିନ୍ତୀ କରନ୍ତି । ଯେତେ କଷ୍ଟ ଆସିଲେ ମଧ୍ୟ ସେମାନେ କେବେଭି ନିଜ ସାହାଶ ହାରି ନଥାନ୍ତି ଯାହା ପାଇଁ ସେମାନେ ସବୁ ବେଳେ ଜୀବନ ଯୁଧ୍ୟରେ ବିଜୟ ହୋଇ ଥାନ୍ତି । ଆମେ ଜାଣିଛେ କି ଯେଉଁ ମହିଳା ମାନେ ଏହି ଭଳି ଥାନ୍ତି ତାଙ୍କ ଘରେ କେବେଭି ଅସାନ୍ତି ହୋଇ ନଥାଏ ।

ଯେଉଁ ନାରୀ ମାନେ ସଞ୍ଜମ ରେ ରହିବା ପାଇଁ ପସନ୍ଦ କରନ୍ତି ସେମାନେ ସବୁ ବେଳେ ନିଜ ପରିବାର ପାଇଁ ଭାଗ୍ଯବାନ ହୋଇ ଥାନ୍ତି । ଯେଉଁ ନାରୀ ମାନେ ନିଜର ପରିବାର ପାଇଁ ସବୁ ବେଳେ ସମର୍ପିତ ହୋଇ ଥାନ୍ତି ସେମାନେ ଘର ପରିବାର ପାଇଁ ଖୁଶି ଆଣି ଦେଇ ଥାନ୍ତି । କାରଣ ଘରକୁ ସମବାହାଳିବା ପାଇଁ କେବଳ ଭଲ ପାଇବା ଦରକାର ନଥାଏ । ଏହା ପାଇଁ ଯତ୍ନ ମଧ୍ୟ ଦରକାର ହୁଏ । ଏହି ଲକ୍ଷଣ ଥିବା ନାରୀ ମାନେ ଭାଗ୍ଯବାନ ଅଟନ୍ତି । ଆପଣଙ୍କ ଜୀବନରେ ଏହି ଭଳି ଯଦି ମହିଳା ମାନେ ଥାନ୍ତି ତେବେ ଆପଣ ନିଶ୍ଚିତ ଭାବେ ସୁଖୀ ଅଟନ୍ତି ବୋଲି ଜାଣି ନିଅନ୍ତୁ ।

Leave a Reply

Your email address will not be published. Required fields are marked *