ଯଦି ଆପଣଙ୍କୁ ମଧ୍ୟ ଏହିଭଳି 5ଟି ସ୍ଵପ୍ନ ଆସିଥାଏ ତ ଭୁଲରେ ବି କାହାକୁ କହିବ ନାହିଁ- Swapna Shastra

ଆମ ଜୀବନରେ ଆମେ ଅନେକ ପ୍ରକାର କାମ କରିଥାଉ । ଯଦି ଆମେ ଦେଖବା ପାଇଁ ଯିବା ତ ଜାଣି ପାରିବା କି ଆମେ ଆମ ଦିନ ସାରାର କାମ କୁ ମୁଣ୍ଡରେ ରଖୀ ଥାଉ ଓ ଏହାକୁ ସାଧାରଣ ଭାବେ ଆମେ ଦେଖି ଥାଉ । ତେବେ ଯଦି ଦେଖିବା ପାଇଁ ଯିବା ଏହା ସତ ଅଟେ । କିନ୍ତୁ କିଛି ସ୍ଵପ୍ନ ଆମକୁ ଭଗବାନ ଙ୍କ ତରଫରୁ ଆସିଥାଏ । ଯଦି ଆପଣ ଜାଣିଥିବେ ତ କି ଆପଣ ନିଶ୍ଚିତ ଭାବେ କାହା ସହ କଥା ହୋଇକି ଦେଖନ୍ତୁ କି ଏହା ଭଗବାନ ଙ୍କର ବାଣୀ କି ନୁହେଁ ।

ଯଦି ଦେଖିବା ପାଇଁ ଯିବା ତ କିଛି ସ୍ଵପ୍ନ ଏଭଳି ଅଛି ଯାହା କୁ ଶାସ୍ତ୍ର ଅନୁସାରେ କୁହା ଯାଉଛି କି ଏହାକୁ ଆମେ କାହାକୁ ଭି କହିବା ଅନୁଚିତ ଅଟେ । କିଛି ସ୍ଵପ୍ନ ଏଭଳି ଅଛି ଯାହାକୁ ଆମ ପରିବାର ସହ ବାଣ୍ଟିବା ପାଇଁ ଆମକୁ କୁହା ଯାଇଥାଏ ।

ମାତ୍ର ଆମେ ଆଜି ଏହି ଭଳି ସ୍ଵପ୍ନ କଥା କହିବା ପାଇଁ ଜାଉଛୁ କି ଯାହା କୁ ଦେଖିବା ପରେ ଆପଣ ଏହି କଥାକୁ କାହାକୁ କହବେ ନି । ଏହି ଭିତରୁ ପ୍ରଥମ ଟି ହେଉଛି ଭଗବାନ ଙ୍କ ସ୍ଵପ୍ନ ଯଦି ଆପଣ କେବେ ଭି ଭଗବାନ ଙ୍କ ସ୍ଵପ୍ନ ଦେଖୁଛନ୍ତି ତାହେଲେ ଜଣାଇ ନେବେ କି ଆପଣ ଆଗକୁ କିଛି ଭଲ କାମ ପାଇବା ପାଇଁ ଯାଉଛନ୍ତି ତେଣୁ ଆପଣ ଏହାକୁ କାହାକୁ କହିବା ଅନୁଚିତ ।

କହିବ ଆଡବାରା ଆପଣଙ୍କ ଏହି କାମ ନ ହୋଇ ପାରେ । ଆପଣ ସାପର ସ୍ଵପ୍ନ ଯଦି ଦେଖୁଛନ୍ତି କି ସାପ କାମୁଡିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ଭଲ ଅଟେ । ଏହା ଦ୍ଵାରା ଆପଣଙ୍କୁ କିଛି ଧନ ମିଳିବା ପାଇଁ ଯାଉଛି ଜାଣି ନିଅନ୍ତୁ ଏହାକୁ ଯଦି ଆପଣ କାହା ସାହ ବାଣ୍ଟିବା ପାଇଁ ଯିବେ ତ ଏହା କାମ କେରିବ ନି । ଆପଣ ଯଦି ପ୍ରକୃତି କୁ ଦେଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଙ୍କୁ ଆଗକ୍କୁ ଯାଇକି କିଛି ଭଲ ଜିନିଷ ମିଳିବା ପାଇଁ ଯାଉଛି ।

ଯଦି ଆପଣ କିଛି ମାଂଶିକ ଚିନ୍ତା ରେ ଅଛନ୍ତି ଆପଣ ସେଥିରୁ ବାହାରିବା ପାଇଁ ଯାଉଛନ୍ତି ତେଣୁ ଆପଣ ଏହାକୁ କାହା ସହ ଭି ଷେୟାର କରିବା ଅନୁଚିତ ଅଟେ । ଏହା ପରେ ଆପଣ ଯଦି ମାଚ୍ଛର ସ୍ଵପ୍ନ ଦେଖୁଛନ୍ତି ତ ଜାଣି ପାରିବେ କି ଏହା କିଭଳି ଅଟେ ଏହା ଯଦି ଖାଇବା ଏସଡ଼ବଲଇଉପିଏନ ହେଉଛି ତାହା ମଧ୍ୟ ଭଲ ଅଟେ ଏହା ଯଦି ଆପଣଙ୍କୁ କେଉଁ ପୋଖରୀ କିମ୍ବା ନଦୀ ରେ ପହଂରୁଥିବା ର ଆପଣ ଦେଖୁଥିବା ତ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ ଆପଣଙ୍କ ଆସୁଥିବା ଜୀବନରେ ସବୁ କଷ୍ଟ ଦୂରେଇ ଜୀବ ।

ଯଦି ଆପଣଙ୍କୁ ସ୍ଵପ୍ନ ରେ ଶଙ୍ଖ କିମ୍ବା ଘଣ୍ଟିର ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଆସା କରୁଥିବା ଅନେକ ଦିନର କାମ ହେବା ପାଇଁ ଯାଉଛି । ଆପଣ ଯଦି ଦେଖିବା ପାଇଁ ଯିବା ତ ଏହି ସବୁ ସ୍ଵପ୍ନ ଅଧିକାଂଶ ଜାଗାରେ ସେତେବେଳେ ସତ ହୁଏ ଯେତେବେଳେ ଆପଣ ଏହାକୁ ନ କହିବା ତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *