ପବିତ୍ର ଜନ୍ମାଷ୍ଟମୀ ଦିନ ଘରକୁ ଆଣନ୍ତୁ ଏହି 8ଟି ଜିନିଷ, ଘରେ ହେବ ଧନର ବର୍ଷା

ଜନ୍ମା ଅଷ୍ଟମୀ ହେଉଛି ଭଗବାନ କୃଷ୍ଣ ଙ୍କ ଜନ୍ମ ଦିନ । ଏହା ଭାଦ୍ରବ ମାସରେ କୃଷ୍ଣ ପକ୍ଷରେ ପଡିଥାଏ । ଆପଣ ଯଦି ଜାଣି ଥିବେ ତାହେଲେ ଆପଣ ଜାଣିଥିବେ କି ଭଗବାନ କୃଷ୍ଣ ଙ୍କ ଲୀଳା ଥିଲା ସତ୍ୟକୁ ବଞ୍ଚାଇବା ପାଇଁ । ଏହି ଦିନ ଆମେ ଭଗବାନ କୃଷ୍ଣ ଙ୍କ ଜନ୍ମ ଦିନକୁ ପାଳନ କରୁ । ଏହି ପାଇଁ ଏହି ଦିନ ସବୁ ଜାଗାରେ ସବୁ ଲୋକ ମାନେ ସବୁ ଜାତିରେ ଢୁଂ ଧାମରେ ଏହି ପର୍ବ କୁ ପାଳନ କରନ୍ତି । ଏହି ଦିନ ଗୋପାଳ ମାନଙ୍କ ପ୍ପାଇନ ଏକ ଆଶାଧାରଣ ଦିନ ଅଟେ ।

ଏହି ଦିନ ସେମାନେ ଭଗବାନ ଙ୍କୁ ନିଜ ପାଖରେ ପାଇ ଥିଲେ । ଏହି ଦିନ ଆପଣ ଘରକୁ କିଛି ଜିନିଷ ଆଣିବା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ଦୂର ହୋଇ ଜୀବ ନିଶ୍ଚିତ ଭାବେ । ଏହି ଦିନ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାର ପୂଜା କରାଯାଏ ।

ଏହି ଦିନ ଭଗବାନ ଙ୍କ ମୂର୍ତ୍ତି କୁ ଭଲ ଭାବେ ଗ୍ଗାଧୋଇ ଏହାକୁ ନବୀନ ବସ୍ତ୍ର ପିନ୍ଧାଇ ପୂଜା କରାଯାଏ । ଏହା ପରେ ନନ୍ଦା ଉସ୍ଛବ ପାଳନ କରା ଯାଏ । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହାକୁ ଆମେ ଆଣିବା ଦ୍ଵାରା ଆମ ଘରେ ସବୁ ପ୍ରକାର ଖରାପ ଶକ୍ତି ନଷ୍ଟ ହୋଇ ଯାଏ । ପ୍ରଥମ ହେଉଛି ଚନ୍ଦନ ଏହା ସବୁ ଦେବା ଦେବୀଙ୍କୁ ଅର୍ପଣ କରା ଯାଏ ଆପଣ ଯଦି ଏହି ଦିନ ଘରକୁ ଚନ୍ଦନ କାଠ କିମ୍ବା ଚନ୍ଦନ ପାଉଡର ଆଣିବେ ତେବେ ଆପଣ ଜାଣି ପାରିବେ କି ଏହା ଆପଣଙ୍କୁ କିଭଳି ଖୁଶି ଦେବ ।

ଏହା ପରେ ଆସେ ବୀଣା ଏହାକୁ ଘରକୁ ଆଣିବା ଦ୍ଵାରା ମା ସରସ୍ଵତୀ ଙ୍କ କୃପା ମିଳି ଥାଏ ଯାହା ଦ୍ଵାରା ଆମ ଘରେ ଥିବା ସବୁ ଲୋକଙ୍କ ବୁଦ୍ଧିର ବିକାଶ ହୋଇଥାଏ । ଯଦି ଆପଣ ଗାଇର ଘିଅ ଆନୁଛନ୍ତି ତେବେ ଏହା ଆପଣଙ୍କୁ ଭଲ ଫଳ ଦେବ ଭଗବାନ କୃଷ୍ଣ ଙ୍କୁ ଏହି ଗାଇର ଘିଅ ଖୁବ ପସନ୍ଦ ଏହା ଆମ ଶରୀର ସୁସ୍ଥ କରିବା ସହ ରୋଗରୁ ମୁକ୍ତି ଦେବାରେ ସାହାଜ୍ଯ କରେ । ଏହା ସହ ଆପଣ ଏହାର ଦୀପ ଯଦି ଭଗବାନ କୃଷ୍ଣ ଙ୍କ ଆଗରେ ଜାଳିବେ ଏହି ଦିନ ଏହା ମଧ୍ୟ ଖୁବ ଭଲ ଅଟେ । ଏହା ପରେ ଆସେ ମହୁ ଯଦି ଆପଣ ମହୁ ଆଣୁଛନ୍ତି ଏହି ଦିନ ଏହା ଭଲ କଥା ଅଟେ । ଏହି ଦିନ ମହୁକୁ ସେବନ କରିବା ମଧ୍ୟ ଭଲ ଅଟେ ।

ଏହା ପରେ ନାମ ଆସେ ବଇଁଶି ଏହା ଭଗବାନ କୃଷ୍ଣ ଙ୍କ ହାତରେ ସବୁ ବେଳେ ଥାଏ ଏହାକୁ ଏହି ଦିନ ଘରକୁ ଆଣିବା ଦ୍ଵାରା ଆପଣଙ୍କ ଧନ ସମ୍ପର୍କ ରେ ଥିବା ସବୁ ସମସ୍ଯା ଦୂର ହୋଇଯିବ । ଆପଣ ଯଦି ଏହି ଦିନ ମୟୂର ପୁଚ୍ଛ କୁ କିଣିକି ଆଣିବେ ଏହା ମଧ୍ୟ ଆପଣଙ୍କୁ ଶୁଭ ଫଳ ଦେବ ଏହାକୁ ଆମେ ଖରାପ ଶକ୍ତି ଠାରୁ ନିଜକୁ ବଞ୍ଚାଇବା ପାଇଁ ଆମ ପାଖରେ ରଖୁ ତେବେ ଏହାକୁ ଆଣି ଭଗବାନ ଙ୍କ ପାଖରେ ରଖିଲେ ଆପଣ ଭଗବାନ ଙ୍କ ଆଶୀର୍ବାଦ ପାଇ ପାରିବେ । ଆପଣ ଯଦି ସନ୍ତାନ ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ନିଜ କବାଟ ପାଖେ ଭଗବାନ କୃଷ୍ଣ ଙ୍କ ଫଟ ଲଗାନ୍ତୁ ଦେଖିବେ ଆପଣ ନିଶ୍ଚିତ ଭଲ ପରିଣାମ ଆପୀବେ ଏହା ପରେ । ଯଦି ଆପଣ ଙ୍କ ଘରକୁ କେହି ଆସୁଛନ୍ତି ତେବେ ଆପଣ ନିଜ ଅତିଥିର ସତ୍କାର ଶୀତଳ ଜଳରେ କରନ୍ତୁ ଯାହା ଦ୍ଵାରା ଆପଣ ଋଣ ମୁକ୍ତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *