ଆପଣଙ୍କ ପାଦ ଆଙ୍ଗୁଠିର ଆକୃତି କହିଥାଏ ଆପଣ କେତେ ଭାଗ୍ୟଶାଳୀ, ଦେଖନ୍ତୁ ଏହା ଭିତରୁ କେଉଁଟି ଆପଣଙ୍କ ପାଦ

ଭବିଷ୍ୟ ପୁରାଣ ୧୮ ଟି ପ୍ରମୁଖ ପୁରାଣ ମଧ୍ୟରୁ ଅନ୍ୟତମ ଅଟେ । ଭବିଷ୍ୟ ପୁରାଣରେ ଭବିଷ୍ୟତ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ କେତେ ରାଜା, ମହାରାଜ ଓ ସମ୍ରାଟଙ୍କର ଜନ୍ମ ନ ହେବାରୁ ଲେଖା ଯାଇଛି । ଏଥିରେ ଲେଖା ଯାଇଥିବା ସଂଖ୍ୟା ୫୦ହଜାରରୁ ଅଧିକ ହେବା କଥା କିନ୍ତୁ ବର୍ତ୍ତମାନ ୧୪ହଜାର ବର୍ଷର ହିଁ ଲେଖା ଉପଲବ୍ଧି ଅଛି । ଆଜି ଆମେ ଆପଣଙ୍କୁ ଭବିଷ୍ୟ ପୁରାଣ ଅନୁଯାୟୀ ପୁରୁଷଙ୍କ ଲକ୍ଷଣ ଆଧାରରେ ପୁରୁଷ ଭାଗ୍ୟଶାଳୀ ହେବ କି ଦୁର୍ଭଗ୍ୟଶାଳୀ ହେବ ସେହି ବିଷୟରେ କହିବାକୁ ଯାଉଛୁ ।

୧- ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ଯକ୍ତିର ଡାହାଣ ଗାଲରେ କଳାଜାଇ ଥାଏ ତେବେ ଶୁଭ ହୋଇଥାଏ । ଏହା ପ୍ରେମ ବିଷୟରେ ଦର୍ଶାଇଥାଏ । ଏମାନଙ୍କର ଦାଂପତ୍ଯ ପ୍ରେମରେ ଭରି ରହିଥାଏ । ବାମ ଗାଲରେ କଳାଜାଇ ଥିଲେ ଧୋକା ମିଳିବାର ରହିଥାଏ ।

୨- ଯେଉଁ ବ୍ଯକ୍ତିର ଡାହାଣ ଆଖିରେ କଳାଜାଇ ଥାଏ ଜୀବନ ସାଥିଙ୍କ ଠାରୁ ଭଲ ପାଇବା ମିଳିଥାଏ । କିନ୍ତୁ ବାମ ଆଖିରେ କଳାଜାଇ ଥିଲେ ଜୀବନ ସାଥିଙ୍କ ସହ କଥା କଥାରେ ଝଗଡା ହୋଇଥାଏ ।

୩- ଯେଉଁ ବ୍ଯକ୍ତିର ପାଦର ତର୍ଜନୀ ଆଙ୍ଗୁଠି ବୁଢା ଆଙ୍ଗୁଳି ଠାରୁ ବଡ ଦେଖାଯାଏ ତେବେ ଏପରି ବ୍ୟକ୍ତି ସ୍ତ୍ରୀ ସୁଖ ପାଇଥାନ୍ତି । ଯଦି କୌଣସି ପୁରୁଷର ପାଦ କୋମଳ, ରକ୍ତ ଭଳି ନାଲି ରଙ୍ଗର ହୋଇଥାଏ ତେବେ ସେମାନେ ଜୀବନରେ ସଫଲାତ ହାସଲ କରିଥାନ୍ତି ।

୩- ଯଦି କୌଣସି ପୁରୁଷର ଆଙ୍ଗୁଠି ବହୁତ ଅଧିକ ମୋଟା ଦେଖାଯାଏ ତାକୁ ଭାଗ୍ଯର ସାଥ ମିଳେ ନାହି । ଯେଉଁ ବ୍ଯକ୍ତିର ଆଙ୍ଗୁଠି ଅସମାନ, ପାଦ ଧଳା ଓ ନଖ ଭଙ୍ଗା ହୋଇଥାଏ ଏପରି ଲୋକ ସମସ୍ଯା ସମାନ କରିଥାନ୍ତି ।

୪- ଯଦି କୌଣସି ପୁରୁଷର ପାଦରେ ସବୁଠାରୁ ଛୋଟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ଆଡ ହୋଇଥାଏ ତ ଏପରି ବ୍ୟକ୍ତି ଧନୀ ହୋଇଥାନ୍ତି । ଯେଉଁ ପୁରୁଷର ଗୋଡ ରେ ଚୁଟି ନ ଥାଏ ସେମାନଙ୍କୁ ଭାଗ୍ଯର ସହଯୋଗ ମିଳେ ନାହି ।

୫- ଯେଉଁ ବ୍ୟକ୍ତିର ଗୋଡ ହାତ ଲମ୍ବା, ମୋଟା ଦେଖାଯାଏ ଭାଗ୍ଯର ସହଯୋଗ ପାଇଥାଏ । କୌଣସି ପୁରୁଷର ଆଁଠୁ ମାଂସପେଶୀ ଦ୍ଵାରା ଭାରି ରହିଥାଏ ସେ ବ୍ୟକ୍ତି ସଫଳତା ପାଇ ବହୁତ ପରିଶ୍ରମ କରିଥାଏ ।

୬- କୌଣସି ପୁରୁଷର ପେଟ ମାଂସପେଶୀରେ ଭାରି ରହିଥାଏ ସେହିପରି ଲୋକ ଧନବାନ ହୋଇଥାନ୍ତି । ଯେଉଁ ବ୍ଯକ୍ତିର ପେଟ ଲମ୍ବା ଓ ପତଳା ଦେଖାଯାଏ ସେ ଗରିବୀର ସାମ୍ନା କରିଥାନ୍ତି ।

୭- କୌଣସି ପୁରୁଷର ପିଠି ଲମ୍ବା ହୋଇଥାଏ ସେମାନେ କୌଣସି ବନ୍ଧନରେ ବାନ୍ଧି ହୋଇ ରହିଥାନ୍ତି । ଯେଉଁ ମାନଙ୍କର ପିଠି କଇଁଛ ଆକାର ଭଳି ହୋଇଥାଏ ସେମାନେ ଧନବାନ ହୋଇଥାନ୍ତି ।

୮- ପୁରୁଷର ନାଭି ଗଭୀର ଓ ଗୋଲ ହୋଇଥାଏ ସେମାନେ ସବୁ ସୁଖ ପାଇଥାନ୍ତି । ଛୋଟ ନାଭିର ପୁରୁଷ ଜୀବନରେ ସମସ୍ୟାର ସାମନା କରନ୍ତି ।

୯- ଯେଉଁ ପୁରୁଷର ଆଙ୍ଗୁଠି ଅଧିକ ମୋଟା ହୋଇଥାଏ ସେମାନେ ଦାରିଦ୍ରତା ଭୋଗ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *