ଆପଣଙ୍କ କେଉଁ ଅଙ୍ଗ ଧନୀ ହେବାର ସୂଚନା ଦେଇଥାଏ

ଆମ ହିନ୍ଦୁ ଧର୍ମ ଅନୁସାରେ ଅନେକ ଶସ୍ତ୍ର ମାନ ଅଛି । ଯାହାର ଅଲଗା ଅଲଗା ପ୍ରଭାବ ପଡି ଥାଏ । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ଯେଉଁ ଶାସ୍ତ୍ର ଅନୁସାରେ ଅଙ୍ଗକୁ ଛୁଇଁଲେ ଆମେ ଆମ ଧନକୁ ବଢେଇ ପାରିବା । ତେବେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି କିଛି ଅଙ୍ଗ ବଢିବା ଦ୍ଵାରା ଆମେ ଜାଣି ପାରିବା କି ଆମର ଧନ ବୃଦ୍ଧି ହୋଇ ଥାଏ । ଏହି ବିଷୟରେ ଅନେକ ଜାଗାରେ ଲେଖା ହେଇଛି ।

କିନ୍ତୁ ଆଜି ଆମେ ସେହି ଭଳି କିଛି ଜିନିଷ ବିଶୟରେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ । ଆପଣ ଙ୍କ କାନ ବଢିବା ଦ୍ଵାରା କିମ୍ବା ଆପଣ ଯଦି ମୁଣ୍ଡରେ ମଝିରୁ ଚନ୍ଦା ହୋଇ ଯାଉଛନ୍ତି ତେବେ ଆପଣ ଧନୀ ହେବା ପାଇଁ ଯାଉଛନ୍ତି ବୋଲି ଜାଣି ନିଅନ୍ତୁ ।

ଆପଣ ଯଦି ଘରେ ସୋଇକି ଉଠିବା ପରେ ଆପଣ ବିଚଣା କୁ ପକେଇକି ରଖୁଛନ୍ତି ତେବେ ଏହା ଖରାପ ଲକ୍ଷଣ ଅଟେ ଆପଣ ସୋଇକି ଉଠିବା ପରେ ହିନ ଏହାକୁ ସଜାଡି ନିଅନ୍ତୁ । ଯଦି ଘରେ ବୁଢୀ ଆଣି ବସା ଅଛି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ ଝାଡି ସଫା କରି ନିଅନ୍ତୁ ।

ଏହା ସଫା ନକଲେ ଆପଣ ନିଶ୍ଚିତ ଭାବେ ଖରାପ ପରିଣାମ ପାଇବେ । ଆପଣ ଯଦି ଘର ଝାଡୁ କରିବା ସମୟରେ ଅଳିଆ କୁ ବାହାରେ ପକେଇବା ଭଲ ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କ ଘର ଭିତରେ ଥିବା ନକରାତ୍ମକ ଶକ୍ତି ପୁଣି ଥରେ ଭିତରକୁ ଆସିଯାଇ ଥାଏ । କେବେ ଭି ଆପଣ ଶୁଭ କାମ କରିବା ବେଳେ କଳା ସାରି କୁ କିଣିବେ ନି କି ପିନ୍ଧିବେ ନି । ଆପଣ ଘର ପୂଜାରେ ମଧ୍ୟ କେବେ ଭି ଏହି ଭଳି କଳା ବସ୍ତ୍ର ଧାରଣ କରିବେ ନି । ଆପଣ ଘରକୁ କେବେଭି ଐଶାନ୍ୟ କୋଣରେ କରିବେ ନି ଏହି ଭଳି କରିବା ଦ୍ଵାରା ଘରେ ଦୁଃଖ ଆସିଥାଏ ।

ତେଣୁ ଆପଣ ଏହାକୁ ଦେଖିକି କାମ କରିବେ । ଆପଣ ମାନେ ଦେଖି ଥିବେ ଅନେକ ସମୟରେ ଆମେ ବସିବା ଜାଗା ମନ ଇଚ୍ଛା ଭାବେ ବାଛି ନେଇ ଥାଉ । ଆମେ ଦୁଆର ବନ୍ଧ ରେ ବସିବା କିମ୍ବା ବନ୍ଧ ଉପରେ ଠିଆ ହେବା ଅନୁଚିତ ଅଟେ । ସଂଧ୍ୟା ରେ ଆମେ ଏହି ଚଉକାଠରେ ଦୀପ ଲଗାଇ ଏହାକୁ ପୂଜା କରିଥାଉ । ଏହା ପରେ ଗୁରୁବାର ଦିନ ଆପଣ ଧାନ ଓ ଟଙ୍କା କାହାକୁ ଦିଅନ୍ତୁ ନି । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ମା ଲକ୍ଷ୍ମୀ ଙ୍କ ଦୟା ଆପଣଙ୍କ ଉପରୁ ସବୁ ଦିନ ପାଇଁ ଚାଲିଯିବ । ତେଣୁ ଆପଣ ଏହି ଜିନିଷ ର ଧ୍ୟାନ ରଖିବେ ନିଶ୍ଚିତ ଭାବେ ।

Leave a Reply

Your email address will not be published. Required fields are marked *