ଗୃହର ଏହି ସ୍ଥାନରେ କଳସ ରଖିବାର ଆଶ୍ଚର୍ଯ୍ୟ ଜନକ ଲାଭ

ଅନେକ ପ୍ରକାର ସମସ୍ଯା ଜୀବନରେ ଆସିଥାଏ । ଏହାର ପ୍ରତିକାର ପାଇଁ ଆମେ ଅନେକ କିଛି କରି ଥାଉ । କିନ୍ତୁ ଏହାର ମାନେ ଏହା ନୁହେଁ କି ଆମେ କେବଳ ସବୁ ଜିନିଷ ର ପ୍ରତିକାର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ଏହା ନୁହେଁ । ଆମେ ଏକ ଛୋଟ କାମ ଦ୍ଵାରା ମଧ୍ୟ ସବୁ ଜିନିଷ ର ପ୍ରତିକାର କରିବା । ଏହା ପାଇଁ ଆପପନ ବୁଧ ବାର ଦିନ ଏକ କଳଶ ସ୍ଥାପନା କରନ୍ତୁ ଯାହା ଦ୍ଵାରା ଆପଣ ନିଶ୍ଚିତ ଭାବେ ଫଳ ପ୍ରଦ ହେବେ ।

କୁହାଯାଏ କି ଘାଟ କିମ୍ବା କଳଶ ଶୁଭ ଅଟେ । ଏହା କରିବା ଦ୍ଵାରା ଗଣେଶ ଭଗବାନ ଙ୍କ ଆରାଧନା କରିବା ସହ ସମାନ ହୋଇ ଥାଏ ।

ଆପଣ ଜାଣିଥିବେ କି ଭଗବାନ ଗଣେଶ ଙ୍କୁ ସବୁ ଠାରୁ ଆଗରେ ପୂଜା କରିବାର ବିଧାନ ଅଛି କାରଣ ଭଗବାନ ହେଉଛନ୍ତି ବିପଦ ହରତା ଓ କଷ୍ଟ ହରତା ନିଜ ଭକ୍ତର ସବୁ ଦୁଖ ଓ ଅସୁବିଧା କୁ ସେ ହରଣ କରି ନିଅନ୍ତି । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଭଗବାନ ଗଣେଶ ଙ୍କୁ ଏହା ବରଦାନ ମିଳିଥିଲା ତାଙ୍କ ପିତା ଶିବ ଜି ଓ ଅନ୍ୟ ଦେବତା ମାନଙ୍କ ପାଖରୁ । ଗଣେଶ ଭଗବାନ ଯେଉଁ ଘରେ ବିରାଜମାନ କରିବେ ସେ ସେହି ଘରୁ ସବୁ କିଛି ଶେଷ କରିନେବେ ।

ଆପଣ ଯଦି ନିଜ ଘରର କେଉଁ ଭି ସମସ୍ଯା କୁ ଦୂର କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହାକୁ କରିକି ଦେଖନ୍ତୁ ନିଶ୍ଚିତ ଫଳପ୍ରଦ ହେବେ ଆପଣ । ଭଗବାନ ଗଣେଶ ଙ୍କୁ ଏହି ବରଦାନ ତାଙ୍କ ପରାକ୍ରମ ଓ ମାତୃ ପ୍ରେମ ପାଇଁ ମିଳି ଥିଲା । ଆପଣ ଏହାକୁ ବସାଇବା ପାଇଁ ଏକ ଢାଲ ନିଅନ୍ତୁ ଓ ସେଥିରେ କିଛି ପାଣି ଭାରି ଆପଣ ଏହାକୁ ଆମ୍ବ ପତ୍ର ଦେଇ ଏହା ଉପରେ ଆପଣ ଏକ ନଡିଆ କିମ୍ବା ପଇଡ ରାଖୀ ଦେଇଥାନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଜାଣି ପାରିବେ କି ଆପଣଙ୍କ ଘରର ସମସ୍ଯା ଧୀରେ ଧୀରେ ଦୂର ହେବାରେ ଲାଗିଛି । ଆପଣଙ୍କ ଘରେ ଥିବା କଳହ ଝଗଡା ଅସାନ୍ତି, ଧନ କ୍ଷୟ ଏହି ସବୁ ଜିନିଷ ର ସମାଧାନ ହୋଇଯିବ ।

ଭଗବାନ ଗଣେଶ ଛୋଟ ଥିଲା ବେଳେ ନିଜ ମା ଙ୍କ କଥା କୁ ମାନିବା ପାଇଁ ଯାଇ ନିଜ ପିତା ଓ ନିଜ ଠାରୁ ବଡ ବଡ ଦେବତା ଙ୍କ ସହ ଲଢି ଯାଇଥିଲେ । ଯାହା ଅପାଇନ ତାଙ୍କୁ ନିଜ ପ୍ରାଣ ହରାଇବା ପାଇଁ ପଡିଥିଲା । ସେ ମହା ପରାକ୍ରମୀ ଓ ଖୁବ ବୁଦ୍ଧି ମାନ ଥିଲେ ସେତେବେଳେ କେବଳ ତାଙ୍କୁ ମା ପାର୍ବତୀ ଙ୍କ ଆଶୀର୍ବାଦ ମିଳିଥିଲା । କିନ୍ତୁ ପରେ ସେ ସମସ୍ତ ଦେବତା ଙ୍କ ପାଖରୁ ଆଶୀର୍ବାଦ ପାଇଥିଲେ । ତେଣୁ ଭଗବାନ ଗଣେଶ ଙ୍କୁ ଅଗ୍ର ପୂଜ୍ୟ ବୋଲି କୁହାଯାଏ । ଯେଉଁ ଭି ଶୁଭ କାମ ହେଉ ପ୍ରଥମେ ଗଣେଶ ଭଗବାନ ଙ୍କୁ ହିଁ ଆହ୍ଵାନ କରା ଯାଏ ।

Leave a Reply

Your email address will not be published. Required fields are marked *