ଜନ୍ମାଷ୍ଟମୀ ଦିନ ଏହି ପାଞ୍ଚଟି ଉପାୟ କରିବା ଦ୍ଵାରା ଆପଣଙ୍କ ସବୁ କଷ୍ଟ ହୋଇଯିବ ଦୂର

ଆମେ ସବୁ ଭଗବାନ କୃଷ୍ଣ ଙ୍କ ଲୀଳା ବିଷୟରେ ଜାଣିଛେ କିନ୍ତୁ ଦେଖିବା ପାଇଁ ଗଲେ ସେ ନିଜର ଜନ୍ମ ଦିନ କୁ ଏକ ଏହି ଭଳି ସ୍ମରଣୀୟ କରାଇ ଦେଇ ଯାଇଛନ୍ତି ଯେ ତାଙ୍କ ଭକ୍ତ ମାନେ ଭାଦ୍ରବ ମାସର କୃଷ୍ଣ ପକ୍ଷରେ ଜନ୍ମା ଅଷ୍ଟମୀ କୁ ପାଲ କରୁଛନ୍ତି । ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଏହି ଦିନ ଭଗବାନ କଂ-ଶ ର ବ-ନ୍ଦୀ ଘରୁ ଜନ୍ମ ହୋଇ ନିଜକୁ ନିଜେ ଗୋପ ପୁର ଯାଏ ନେଇକି ଯାଇଥିଲେ । ଆମେ ଜାଣିଛେ କି ଭଗବାନ କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁ ଙ୍କ ଏକ ରୂପ ଓ ତାଙ୍କ ସ୍ତ୍ରୀ ମା ଲକ୍ଷ୍ମୀ ହେଉଛନ୍ତି ରୁକମଣି ।

କିନ୍ତୁ ଦେଖିବା ପାଇଁ ଗଲେ ମା ରାଧା ଙ୍କ ନାମ କୃଶ ଙ୍କ ସହ ଆସି ଥାଏ । ଏହି ଦିନ ଆପଣ ସକାଳୁ ଉଠି ନିଜ ସ୍ନାନ ସାରି ଭଗବାନ କୃଷ୍ଣ ଙ୍କ ପ୍ରତିମା କୁ କ୍ଷୀର, ମହୁ, ହଳଦୀ ପାଣି, ଚନ୍ଦନ ପାଣି ଆଦିରେ ଗାଧୋଇ ଦିଅନ୍ତୁ ।

ଏହା ପରେ ଏହାକୁ ନବୀନ ବସ୍ତ୍ର ଧାରଣ କରାଇ ପୂଜା ସ୍ଥାନରେ ସ୍ଥାପନ କରନ୍ତୁ । ଏହି ଦିନ ଯଦି ଆପଣ କ୍ଷୀର ରେ କେଶର ପକେଇକି ଭଗବାନ ଙ୍କୁ ଗାଧୋଇ ଦେବେ ତାହା ମଧ୍ୟ ଶୁଭ ହେବ । ଭଗବାନ କୃଷ୍ଣ ଜନ୍ମ ହୋଇ ଥିଲେ ବନ୍ଦୀ ଘରେ କିନ୍ତୁ ତାଙ୍କ ଲାଳନ ପାଳନ ଗୋପରେ ହୋଇ ଥିଲା । ଯେଉଁ ଠି କାର ଲୋକମାନେ ଗୋ ପାଳନ କରି ନିଜ ଜୀବିକା ନିର୍ବାହ କରୁଥିଲେ ।

ତେଣୁ କରି ଆପଣ ଏହି ଦିନ ଯଦି କିଛି ଭଲ ଖାଦ୍ଯ ନେଇ ଗୋ ମାତା କୁ ଦେବେ ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ଯା ସବୁ ଦୂର ହେବାରେ ଲାଗିବ । ଆପଣ ଯଦି କାହା ସହ ପ୍ରେମ ସମ୍ପର୍କ ରେ ଅଛନ୍ତି ତାଙ୍କୁ ବିବାହ କରିବା ପାଇଁ ଚାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ ପଣି ଥିବା ଏକ ନଡିଆ କୁ ନେଇ ଭଗବାନ ଙ୍କ ପାଖରେ ଅର୍ପଣ କରନ୍ତୁ ଓ ଆପଣ ନିଜ ପ୍ରେମିକ କିମ୍ବା ପ୍ରେମିକା ର ନାମ ନେଇ ଏହାକୁ ଭଗାବାନ ଙ୍କ ପାଦ ତଳେ ଅର୍ପଣ କରନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଲାଭବାନ ହେବେ । ଆପଣଙ୍କ ଜୀବନରେ ଥିବା ସବୁ ବିପଦ କୁ ହଟାଇବା ପାଇଁ ଆପଣ ହଳଦିଆ ରଙ୍ଗର ଫଳ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ ଦେଖିବେ ଯାହା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ବିପଦ ଦୂର ହୋଇ ଜୀବ ।

ଆପଣ ଏହି ଦିନ ଶାଗୁ ଦାନା ରେ ତିଆରି ହୋଇ ଥିବା ଖିରୀ କିମ୍ବା ଚାଉଳ ରେ ତିଆରି ହୋଇ ଥିବା ଖିରୀ କୁ ଭଗବାନ ଙ୍କୁ ଅରପଣ କରନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କ ଧନର ସମସ୍ଯା ଦୂର ହୋଇଯିବ । ଆପଣ ଯଦି ବ୍ୟବଶାୟ କିମ୍ବା ଚାକିରି ରେ କିଛି ଫାଇଦା ପାଉ ନାହାଁନ୍ତି ତେବେ ଆପଣ ୭ ଜଣ ଝିଅକୁ ଘରକୁ ଡାକୁ କିଛି ଧଳା ଦ୍ରବ୍ଯ ସେବନ କରିବା ପାଇଁ ଦିଅନ୍ତୁ ଓ ସେମାନେ ଯିବା ସମୟରେ ଆପଣ ସେମାନଙ୍କୁ କିଛି ଉପହାର କିମ୍ବା ଦକ୍ଷିଣା ମଧ୍ୟ ଦାନ କରନ୍ତୁ । ଏହାକୁ ଆପଣ ଜନ୍ମା ଅଷ୍ଟମୀ ପରେ ସାତଟି ଶୁକ୍ରବାର ଯାଏ କରନ୍ତୁ ଦେଖିବେ ଭଲ ପରିଣାମ ମିଳିବ ।

Leave a Reply

Your email address will not be published. Required fields are marked *