ଆସନ୍ତା କଲି ଠାରୁ 3ଟି ରାଶିରେ ମହା ସଂଯୋଗ ଶନି କରିବେ କୃପାର ବର୍ଷା

ଶନି ଦେବଙ୍କୁ ପାପ ଗ୍ରହ କୁହା ଯାଏ । କୁହା ଯାଏ କି ଯେଉଁ ମାନେ ଖରାପ କାମ କରି ଥାନ୍ତି ସେମାନଙ୍କୁ ଏହି ଗ୍ରହ ତାଙ୍କ କର୍ମ ଫଳ ପାଇ ଥାନ୍ତି । କିଛି ଲୋକମାନେ ଏହା ଭାବି ଭଗବାନ ଶନି ଦେବ ଙ୍କୁ ଡଋ ଯାଇ ଥାନ୍ତି । ଆପଣ ଯଦି ଦେଖି ଥିବେ ତ ଜାଣି ପାରିବେ କି ଶନି ଦେବ ପଶୁ ମାନଙ୍କ ଉପରେ କୃପା କରିଥାନ୍ତି । ଆପଣ ଜାଣି ଥିବେ ଭଗବାନ ଶନି ଦେବ କର୍ମ ଫଳ କୁ ହିଁ ଦେଇ ଥାନ୍ତି । ଆପଣ ଯଦି ଖରାପ କାମ କରିବା ତେବେ ଆପଣ ଖରାପ ପରିଣାମ ପାଇବେ ।

ଯଦି ଆପଣ ଭଲ କର୍ମ କରିବେ ଭଲ ପରିଣାମ ପାଇବେ । ଏହି ଭଗବାନ ଯାହା ଉପରେ ଥରେ ପ୍ରସନ୍ନ ହେବେ ତାହାର ଆର୍ଥିକ ସ୍ଥିତି ଭଲ ହୋଇ ଜୀବ ।

ସେମାନେ କାହା ଆଗରେ ଆଉ ହାତ ପଟେଇବେ ନି । ସେମାନେ ଯାହା କରିବା ପାଇଁ ଚାହିଁବେ ନିଜ ସୀମା ରହିଲେ ଯାହା ଚାହିଁବେ ସେୟା କରି ପାରିବେ । ଏହି ଭଳି କିଛି ରାଶି ମାନଙ୍କ ଉପରେ ଭଗବାନ ଶନି ଦେବ ଙ୍କ କୃପା ହେବା ପାଇଁ ଯାଉଛନ୍ତି ସେହି ରାଶି ଗୁଡିକ ହେଲା ସିଂହ, କନ୍ୟା, କୁମ୍ଭ ରାଶି । ଏହି ରାଶି ମାନଙ୍କ ଉପରେ ଭଗବାନ ନିଜ ଶୁଭ ଦ୍ରୁଷ୍ଟି ପକାଇବା ପାଇଁ ଯାଉଛନ୍ତି ।

ଆପଣ ଯଦି ଦେଖିବା ପାଇଁ ଯିବେ ତ ଏହି ରାଶି ମାନେ ଯେଉଁ କାମରେ ହାତ ଦେବା ପାଇଁ ଯାଉଛନ୍ତି ସେହି କାମ ନିଶ୍ଚୟ ହୋଇଯିବ । ଆପଣ ମାନଙ୍କ ମଧ୍ୟରୁ ଯେଉଁ ମାନେ ଚାକିରି କରିବା ପାଇଁ ଚାହୁଁ ଛନ୍ତି ସେମାନେ ନିଶ୍ଚିତ ଭାବେ ଏବେ ଏହି କାମକୁ କରି ନେବେ । ଯେଉଁ ମାନେ ଚାକିରି ରେ ଉର୍ଣ୍ଣତି କରିବା ପାଇଁ ଚାହୁଁ ଥିଲେ ସେମାନେ ଏବେ ସଫଳତା ପାଇବେ । ଯେଉଁ ମାନେ ବିବାହ କରିବା କୁ ଚାହାଁନ୍ତି ସେମାନେ ଏବେ ବିବାହ କରି ନେବେ । ଆପଣ ଯଦି ନିଜ ପ୍ରେମିକା କିମ୍ବା ପ୍ରେମିକ କୁ ବିବାହ ପାଇଁ ନିଜ ଘରକୁ ନେଇକି ଯିବା ପାଇଁ ଚାହୁଁ ଥିବେ ତେବେ ଏହା ଭଲ ସମୟ ଅଟେ ।

ଆପଣ ଏହି ସମୟରେ ଯଦି କିଛି ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ଆଣିକି ଏହା ମଧ୍ୟରେ ଏକ କଣ୍ଟା ପକେଇକି ଶନି ଦେବଙ୍କ ମନ୍ଦିରରେ ଜଳେଇ ଦିଅନ୍ତୁ । ଆପଣ ମଙ୍ଗଲ ବାର କୁ ମଙ୍ଗଲ ବାର ଯଦି ହନୁମାନ ମନ୍ଦିର ଯିବା ଏହା ମଧ୍ୟ ଭଲ ପରିଣାମ ଦେବ । ଆପଣ ବ୍ୟାପାର ରେ ଖୁବ ଭଲ ବୃଦ୍ଧି ହେବ । ଆପଣ ଯଦି ଏହି ସମୟରେ ବିଦେଶ ଯାତ୍ରା ରେ ଜୀବା ପାଇଁ ଚାହାଁନ୍ତି ତାହା ସଫଳ ହେବ । ସନ୍ତାନ ମାନଙ୍କ ପାଖରୁ କିଛି ଶୁଭ ଖବର ପାଇବେ । ବିଦ୍ୟାର୍ଥୀ ମାନେ ନିଶ୍ଚିତ ଭଲ ପରିଣାମ ପାଇବେ ମଧ୍ୟ । ତେବେ ଏହି ରାଶି ମାନେ ମଧ୍ୟରୁ ସିଂହ, ଧନୁ, କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *