ସୋମବାର ଦିନରେ ଭୁଲରେ ବି ଖାଆନ୍ତୁ ନହିଁ ଏହ ଗୋଟିଏ ଜିନିଷ, ଲାଗିଥାଏ ମହାପାପ

ପ୍ରତେକ ବାରର ସମ୍ବନ୍ଧ କୌଣସି ନା କୌଣସି ଦେବତାଙ୍କ ଉପାସନାରେ ଯୋଡି ହୋଇ ରହିଥାଏ । ଯେଉଁ ଦେବତାଙ୍କ ବାର ହୋଇଥାଏ ସେହି ଦିନ ସେହି ଦେବତାଙ୍କର ଶକ୍ତି ଅଧିକ ସକ୍ରିୟ ହୋଇଥାଏ । ଆମେ ଯଦି ସେହି ଦେବତାଙ୍କ ସମ୍ବନ୍ଧିତ ନିୟମର ପାଳନ କରିବା ଆମର ଜୀବନରେ ତାହାର ଗମ୍ଭୀର ପ୍ରଭାବ ପଡିଥାଏ । ଏଠି ଲାଗି ଏହା ଆମକୁ ଜାଣିବା ଜରୁରୀ ଅଟେକି କେଉଁ ଦିନ କେଉଁ ଦେବତାଙ୍କର ଉପାସନା କରିବା ଉଚିତ ଓ କେଉଁ କାମ କରିବା ଉଚିତ ନୁହେଁ । ଆଜି ଆମେ ସପ୍ତାହର ପ୍ରଥମ ବାର ମାନେ ସୋମବାର ବିଷୟରେ ଆଲୋଚନା କରିବା । କେଉଁ ଭଗବାନଙ୍କର ପୂଜା କରିବା ଉଚିତ ଆଉ କଣ କରିବା ଉଚିତ ନୁହେଁ ।


ନିଜ କାମର ପାଳନ କରୁ କରୁ ନିଜ ଦିନକୁ ଶୁଭ ବନାଇ ପାରିବା । ସୋମବାର ଦିନଟି ହେଉଛି ଆରାଧ୍ୟ ଦେବତା ଶିବଙ୍କର ଦିନ ଅଟେ । ଆଉ ସେହି ଦିନର ଅଧିପତି ଚନ୍ଦ୍ର ଅଟନ୍ତି । ଏଥିଲାଗି ଏହାର ନାମ ସୋମବାର ରଖାଯାଇଛି । ଏଠି ଲାଗି ସୋମବାର ଦିନ ସିବ ଓ ଚନ୍ଦ୍ରମା ଦୁଇଜଣଙ୍କର ହିଁ ପୂଜା କରାଯାଇଥାଏ । ସୋମବାର ଦିନ କରାଯାଉଥିବା ବ୍ରତ ବହୁତ ଫଳ ପ୍ରଦ ବୋଲି କୁହାଯାଇଥାଏ । ସୋମବାର ବ୍ରତ ନିଶ୍ଚିତ ଭାବରେ ରଖିବେ ବୈବାହିକ ଜୀବନ ସୁଖ ମୟହେଉ ତଥା ଭଲ ଜୀବନ ସାଥି ମିଳୁ । ଏହି କାମନା ସହିତ କୁମାରୀ ଝିଅମାନେ ମଧ୍ୟ ବିଶେଷ କରି ଅଧିକ ସୋମବାର ବ୍ରତ ରଖିଥାନ୍ତି ।


ଜ୍ଯୋତିଷ ଶାସ୍ତ୍ରରେ ବିଶେଷ କରି ସୋମବାର ଦିନକୁ ଭଗବାନ ଭୋଳାନାଥ ଓ ଚନ୍ଦ୍ରମାଙ୍କୁ ଯୋଡି ହୋଇ ଦେଖାଯାଇଥାଏ । ଶେଠୀ ଲାଗି ଏହି ଦିନ ସେହି ସବୁ କାମ କରିବା ଉଚିତ ଯାହାକି ଭଗବାନ ଶିବଙ୍କୁ ପ୍ରିୟ ହୋଇଥାଏ । ଶିବ ମନ୍ଦିରକୁ ଯାଇକି ଭଗବାନ ଶିବଙ୍କୁ ଗଙ୍ଗା ଜଳ ଅର୍ପଣ କରିବା ଉଚିତ । ଭଗବାନ ଶିବଙ୍କୁ ବିଶେଷ ରୂପରେ ପ୍ରିୟ ବେଲ ପତ୍ରକୁ ମଧ୍ୟ ନିଶ୍ଚିତ ରୂପରେ ଚଢାଇବା ଉଚିତ । ଭଗବାନ ଶିବଙ୍କୁ ଚନ୍ଦନର ଲେପ ମଧ୍ୟ ଲଗାଇବା ଉଚିତ । ଓ ଅଟାରେ ତିଆରି ଭାଗକୁ ମଧ୍ୟ ଭୋଗ ଲଗାଇବା ଉଚିତ ।

ରାତିରେ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦେବା ଉଚିତ । ଏଥିରୁ ଜୀବନରେ ସୁଖ ସମୃଦ୍ଧି ଓ ଧନର ପ୍ରାପ୍ତି ହୋଇଥାଏ । ଭଗବାନ ଭୋଳାନାଥଙ୍କୁ ସବୁ ଧଳା ବସ୍ତୁ ପ୍ରିୟ ହୋଇଥାଏ । ଏଥିଲାଗି ସୋମବାର ଦିନ ଧଳା ବସ୍ତୁ ଯେମିତିକି କ୍ଷୀର ଓ ଧଳା ଫୁଲ ଇତ୍ଯାଦିକୁ ବିଶେଷ ରୂପରେ ଭଗବାନ ଶିବଙ୍କୁ ଅବଶ୍ୟ ଅର୍ପଣ କରିବେ । ଏବଂ ଧଳା ବସ୍ତୁର ଭୋଗ ଲଗାଇବେ । ବାବାବକରା କୃପା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ବର୍ଷିବ ।

ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ଅବଶ୍ୟ ଧାରଣ କରିବେ । ଏହା ଅତ୍ୟନ୍ତ ଶୁଭ ବୋଲି ମଧ୍ୟ କୁହାଯାଇ ଥାଏ । ଆଉ କିଛି ରହିଛି ଯାହା ସୋମବାର ଦିନ କରିବା ଅନୁଚିତ ହୋଇଥାଏ । ତାହା ହେଉଛି ସୋମବାର ଦିନ ଆମିଷ ଖାଇବା ବହୁତ ଖରାପ ହୋଇଥାଏ । ଏହା ପରିବର୍ତେ ସେହି ଦିନ ସୁଧ ଓ ସାତ୍ଵିକ ଭୋଜନ କରିବା ଉଚିତ ହୋଇଥାଏ । ସୋମବାର ଦିନ କଳା ରଙ୍ଗର ବସ୍ତୁ କେବେବି ପିନ୍ଧିବେ ନହିଁ । ମହାଦେବ ମନ୍ଦିରକୁ ଭୁଲରେ ମଧ୍ୟ କଳା ରଙ୍ଗର ବସ୍ତ୍ର ପିନ୍ଧିକି ଯିବେ ନହିଁ ।

Leave a Reply

Your email address will not be published. Required fields are marked *