ଖରାପ ସମୟରେ ମୋର ଏହି 1 କଥା ସର୍ବଦା ମନେ ରଖିଥିବ- Krishna Vani

ମଣିଷ ଜୀବନରେ ଅନେକ ସୁଖ ଦୁଃଖ ଅଚଚି କହିବା ପାଇନ୍ନ ଗଲେ ଆମେ ଆମ ସୁହଖର କାରଣ ଅନ୍ୟ କାହାକୁ ଭବି ଥାଉ ମାତ୍ର ଆମେ ନିଜେ । ମଣିଷ ଜିଅବନରେ ଏହା ଏକ ଚକ୍ର ଭଳି ଥାଏ ତେଣୁ ଏହା ପାଇଁ ଆମେ ଅଧିକ ଚିନ୍ତା କରିବା ଅନୁଚିତ ଅଟେ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି କି ଆମେ ଆମର ନିଜ ଦୁଃଖର କାରଣ ନିଜେ ହେବାର କାରଣ ହେଉଛି ଆମ ମନ ଆମ ମନ ଆମ କୁ ବଶରେ କରେଇ ଅନେକ କିଛି କରାଇ ଥାଏ ।

ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ଆମେ ଆମ ମନର ଦାଶିଇ ଅଟୁ । ଏହା ପାଇଁ ଆମକୁ ମନ କୁ ପ୍ରଥମେ ନିୟନ୍ତ୍ରଣରେ ରଖିବା ପାଇଁ ପଡିବ । ମାତ୍ର ମଣିଷ ମନକୁ ନିୟନ୍ତ୍ରଣ କରିବା ସହଜ ନୁହେଁ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ।

ଭଗବାନ ଶ୍ରୀ କୃଷ୍ଣ ଙ୍କ ମତରେ କିଛି ଏଭଳି କଥା ଅଛି ଯାହା ଶୁଣିବା ପରେ ଆପଣ ଦୁଃଖୀ ରହିବେ ନି । ପ୍ରଥମ ଆପଣ ଅନ୍ୟ ମାନେ କଣ କରୁଛନ୍ତି ଶେଠୀ ପ୍ରତି ଧ୍ୟାନ ଦିଅନ୍ତୁ ନି ଆପଣ ସେହି କାମ କରନ୍ତୁ ଯାହା ଆପଣ କରିବା କଥା । ଆପଣ ସେହି କମ କରିବା ଖୁବ ଭଲ ଅଟେ ଯାହା ଆପଣଙ୍କ ପାଇଁ ଭଲ ଅନ୍ୟ କେହି କଣ କରୁଛନ୍ତି ସେ ତାଙ୍କ କର୍ମ ଅଟେ ପାପ ନୁହେଁ ।

ନର୍କ କୁ ଯିବାର ୩ ଜିନିଷ ଥାଏ ପ୍ରଥମ ହେଉଛି ଲୋଭ, କାମନା, ଈର୍ଷା । ଏହା ପରେ କହିଛନ୍ତି ଭଗବାନ କି କର୍ମ କରିଚାଲ ଫଳର ଆସା କରନି । ଯେଉଁ ମାନେ କାମ କରିଚାଳନ୍ତି ସେମାନେ ଖୁବ ଭଲ ପରିଣାମ ପାଇଥାନ୍ତି । କିଛି ଲୋକମାନେ ନିଜର ଅତିତ କୁ ଖୁବ ଭଲ କରିବା ପାଇଁ ଚାହାଁନ୍ତି ସେମାନେ କରି ପାରିବେ ନି କି ଭବିଷ୍ୟତ ମଧ୍ୟ ତିଆରି କରିବା ପାଇ ଆମେ କିଛି କାରୀ ପାରିବା ନି ।

ଆମେ କେବଳ ଆମର ବର୍ତ୍ତମାନ କୁ ଭଲ କରି ପାରିବା । ଆପଣ ସବୁ ବେଳେ କାହାକୁ ପ୍ରସନ୍ନ କରି ପାରିବେ ନି ତ ଆପଣ ସେୟା କରନ୍ତୁ ଆପଣ ଯାହା କରିବା ପାଇଁ ଜାଉଛନ୍ତି ତାହା ଆପଣଙ୍କୁ ସଫଳତା ଆଣିଦେବ । ଆପଣଙ୍କ ମନ ଯେମିତିଆ ଭି ହାଉନା କାହିଁ କି ଆପଣ ନିଶ୍ଚିତ ଭାବେ ନିଜ ମନ ଦ୍ଵାରା ହିନ ନିଜ ଚିନ୍ତା କୁ ଉତ୍ପ୍ରର୍ଣ କରିବେ । ଆପଣଙ୍କ ଶରୀର ଆପଣଙ୍କର ନୁହେଁ ଆପଣ ଙ୍କ ଆତ୍ମା ଆପଣଙ୍କର ଅଟେ । ଆପଣଙ୍କ ଶରୀର ପାଞ୍ଚ ତତ୍ଵ ରେ ତିଆରି ହୋଇଥାଏ ।

ଏହା ଆପଣଙ୍କର ମାଟିରେ ମିଶି ଜୀବ । ଆପଣ କରିଥିବା ଭଲ କମ ଆପଣଙ୍କ ସହ ଜୀବ । ଯଦି ଆପଣ ଜାଣିବା ପାଇଁ ଚାହାଁନ୍ତି ତେବେ ଆପଣ ଜଣାଇ ପାରିବେ କି ଆପଣ କଣ ପାଇଁ ଓ କାହା ପାଇଁ ଝଗଡା କରୁଛନ୍ତି । ଆପଣ ସବୁ ବେଳେ ଖୁସି ରହିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଥିବା ଦୁଃଖ ସବୁ ଦିନ ପାଇଁ ଚାଲି ଜୀବ ଓ ଆପଣ ସବୁ ବେଳେ ଖୁଶିରେ ରହିବେ ।

Leave a Reply

Your email address will not be published. Required fields are marked *