ଆସନ୍ତାକାଲି ଠାରୁ ଏହି 4ଟି ରାଶିର ଲୋକ ସତର୍କ ରୁହନ୍ତୁ, ଗ୍ରହରେ ବଡ ପରିବର୍ତନ!

ବନ୍ଧୁଗଣ ନମସ୍କାର । ଆପଣ ମାନେ ଜାଣିଥିବେ ରାଶିଚକ୍ର ରେ 12 ଟି ରାଶି ଅଛି । ଏହି ୧୨ଟି ରାଶିର ଭାଗ୍ୟଫଳ ଗ୍ରହ ମାନଙ୍କ ପରିଚାଳନାରୁ ହୋଇଥାୟ । ବନ୍ଧୁଗଣ ଗ୍ରହ ମାନଙ୍କ ପ୍ରଭାବ ରାଶିଫଳ ମାନଙ୍କ ଉପରେ ପଡିଥାୟ । ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତିର କୁଣ୍ଡଳୀ ଓ ଜାତକ ଏହି ୧୨ ଟି ରାଶି ମାନଙ୍କ ସହ ଜଡିତ ଥାୟ । ଏହି ଗ୍ରହମାନଙ୍କ ଚାଳନା କିଛି ରାଶି ମାନଙ୍କ ଉପରେ ଶୁଭ ଫଳ ପକେଇଥାୟ ଓ କେତେକ ରାଶି ଉପରେ ଅଶୁଭଫଳ ପକେଇଥାୟ । ବନ୍ଧୁଗଣ ପ୍ରତ୍ୟକ ଦିନ ଗ୍ରହମାନଙ୍କର ପରିବର୍ତନ ଘଟୁଛି ।

ଏହି ଗ୍ରହ ମାନଙ୍କ ପରିବର୍ତନ ଦ୍ଵାରା ୪ଟି ରାଶି ଉପରେ କାଲିଠାରୁ ବହୁତ କୁପ୍ରଭାବ ପଡିବ । ବନ୍ଧୁଗଣ ଏହି ୪ଟି ରାଶି ର ବ୍ୟକ୍ତି ମାନେ କାଲି ଠାରୁ ବହୁତ ସାବଧାନର ସହ ଚଳିବେ । ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ୪ଟି ରାଶି କଣ ଅଟେ ୧ରେ ହଉଛି ମିଥୁନ ରାଶି : ଏହି ରାଶିର ବ୍ୟକ୍ତି ମାନେ ଲୋକ ପ୍ରିୟତା ହରେଇବେ , ଆପଣଙ୍କ ଆର୍ଥିକ ସମସ୍ୟା ଦେଖାଦବ । ଆପଣଙ୍କ ଶରୀର ଭଲ ରହିବା ନାହି । ଆପଣ ହଟାତ କୌଣସି ଏକ ଜାଗାରେ କଳହରେ ପଡିବେ । ଆପଣ ଯେଉଁ ଦ୍ରବ୍ୟ ପାଇଥିଲେ ତାକୁ ଆପଣ ହରାଇବେ । ଦାମ୍ପତ୍ୟ ଜୀବନରେ ଅସାନ୍ତି ଦେଖାଦବ । ଆପଣଙ୍କ ବେପାରରେ କ୍ଷତି ଦେଖାଦେବ । ଆପଣଙ୍କର ଘରେ ବହୁତ ଖର୍ଚ ବଢିବ ସେଥିପାଇଁ ଆପଣ ବହୁତ ବିଚଳିତ ରହିବେ ।

ଆପଣ ନିଜ ଲୋକ ମାନଙ୍କ ଦ୍ଵାରା ଅସୁବିଧାରେ ପଡିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ସର୍ବଦା ଗାଈ କି ଖାଇବାକୁ ଦିଅନ୍ତୁ । ଦେଖିବେ ଆପଣଙ୍କର ସବୁ ସମସ୍ୟା କମିଯିବ । ୨ରେ ହେଉଛି ବିଛାରାଶି : ଏହି ରାଶିର ବ୍ୟକ୍ତି ମାନେ ବହୁତ ମାନଶିକ ଅଶାନ୍ତିରେ ରହିବେ । ନିଜ ଲୋକ ଠାରୁ ଆପଣ ଅପମାନିତ ହେବେ । ଆପଣ ଅଯଥା କାମରେ ପଇସା ବିନିଯୋଗ କରିବେ । ଆପଣ ଶାରୀରିକ କଷ୍ଟ ଭୋଗିବେ । ଆପଣ କୌଣସି ଏକ ଜାଗାରୁ ଅପମାନିତ ହେବେ । ଘରେ ଅସାନ୍ତି ଦେଖାଦବ । ଆପଣଙ୍କ ଘରେ କଳହ ଦେଖାଦବ । ଆପଣଙ୍କର ଆର୍ଥିକ ସମସ୍ୟା ଦେଖାଦବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ କୌଣସି ଏକ ଗରିବ ଲୋକକୁ ସାହାଯ୍ୟ କରନ୍ତୁ ଦେଖିବେ ଆପଣଙ୍କର ଭଲ ସମୟ ଆସିଯିବ ।

୩ରେ ହଉଛି ମେଷରାଶି : ଆପଣଙ୍କର ଅର୍ଥର ଅଭାବ ଦେଖାଦବ । ଆପଣଙ୍କ ପରିବେଶରେ କିଛି ପରିବର୍ତନ ଦେଖାଦବ । ଆପଣଙ୍କର ମାନ ସନମାନରେ ହାନି ଘଟିବ । ଆପଣ ଠିକ ନ୍ୟାୟ ପାଇପାରିବେ ନାହି । ଆପଣଙ୍କର ଶାରୀରିକ ସମସ୍ୟା ଦେଖାଦବ । ଆପଣଙ୍କର ପରିବାରରେ ବିଶୃଙ୍ଖଳା ଦେଖାଦବ । ଘରେ ଅସାନ୍ତି ଦେଖାଦବ । ଆପଣ ଆଳସ୍ୟ ଅନୁଭବ କରିବେ । ହଟାତ ଆପଣଙ୍କର ଦୁର୍ଘଟଣା ହୋଇପାରେ । ଆପଣଙ୍କର ମାନସିକ ଅସାନ୍ତି ବଢିବ । ଅକପଣଙ୍କର କାର୍ଯ୍ୟରେ କ୍ଷତି ହେବ । ଆପଣ ସର୍ବଦା ଚିନ୍ତାରେ ରହିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ୟକ ମଙ୍ଗଳ ବାର ଦିନ ହନୁମାନ ଚାଳିଶା ପାଠକରନ୍ତୁ ଦେଖିବେ ଆପଣଙ୍କର ଖରାପ ସମୟ କହଲିଯିବ । ୪ରେ ହାଉଛି ମିନରାଶି : ଆପଣ ବହୁତ ଭୟଭୀତ ଭାବରେ ଜୀବନ ଅତିବାହିତ କରିବେ ।

ଆପଣ ଯୁଆଡେ ଯାତ୍ରା କରୁଛନ୍ତି ସେହି ଯାତ୍ରା ଆପଣଙ୍କର ବିଫଳ ହବ । ଆପଣଙ୍କର ମାନସିକ ଚାପ ବଢିବ । ଆପଣ ବହୁତ ବ୍ୟସ୍ତତା ଭିତରେ ସମୟ ଅତିବାହିତ କରିବେ । ଆପଣଙ୍କର ଘରେ ଅସାନ୍ତି ଦେଖାଦବ । କାପଣଙ୍କ ଘରେ ଅଭାବ ଦେଖାଦବ । ଆର୍ଥିକ ସମସ୍ୟା ଦେଖାଦବ । ଆପଣ ବିଶ୍ଵାସଘାତକାର ସମୁଖୀନ ହେବେ । ଆପଣଙ୍କର ଶାରୀରିକ ସମସ୍ୟା ଦେଖାଦବ । ଆପଣଙ୍କର ମନ ଅସାନ୍ତି ରହିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ଅସହାୟ ବ୍ୟକ୍ତିଙ୍କୁ ସାହାଜ୍ୟ କରନ୍ତୁ । ବନ୍ଧୁଗଣ ଏହିଥିଲା ସେହି ୪ଟି ରାଶି ଯାହାକି ଆସନ୍ତା କାଲୀ ଠାରୁ ଏହିରାଶି ଉପରେ ଖରାପ ସମୟ ଆସିବ ।

Leave a Reply

Your email address will not be published. Required fields are marked *