ଏହି 5ଟି ନାମର ଝିଅ ମାନେ ଗଙ୍ଗା ଭଳି ପବିତ୍ର- Jyotisha Shastra

ଏହି ଦୁନିଆରେ ସବୁ ଝିଅ ମାନଙ୍କୁ ବୁଝିବା ବହୁତ କଠିନ ହୋଇଥାଏ । କାରଣ ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ଏହା କେହିବି କହିପାରିବେ ନହିଁ । ସେମିତିରେ ଆପଣ ଗ୍ତିଏ କଥା ଶୁଣିଥିବେ ଯେବେ ଭଗବାନ ନାରୀଙ୍କୁ ବୁଝିପାରିନଥିଲେ ତେବେ ସାମାନ୍ଯ ମଣିଷ କିପରି ବୁଝି ପାରିବ । ପ୍ରକୃତରେ କଥା ଏହା ଯେ ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏଯେ ସେମାନେ କେବେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ କେହି କହିପାରିବେ ନହିଁ । ଏହି ଦୁନିଆରେ ଏମିତି ଝିଅ ମାନେ ମଧ୍ୟ ହୋଇଥାନ୍ତି ଯେଉଁମାନେ ପାଣି ଭଳି ନିର୍ମଳ ନୋପ ଗଙ୍ଗା ଜଳ ଭଳି ପବିତ୍ର ହୋଇଥାନ୍ତି ।


ଆଉ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସେମିତିରେ ଏମିତି ଝିଅ ମାନେ ଥାନ୍ତି ବହୁତ ଚାଲାକ ହୋଇଥାନ୍ତି ଏବଂ ଭରସାର ଯୋଗ୍ୟ ହୋଇନଥାନ୍ତି । ଆଜି ଆମେ ସେହି ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଆପଣଙ୍କୁ ଜାଣିବା ପାଇଁ କହିଦେଉଛୁ ଯେ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରେ ଆରମ୍ଭ ହୋଇଥାଏ । ସେମାନେ ବହୁତ ପବିତ୍ର ବୋଲି ମନାଯାଇଥାଏ ।


ବି ନାମର ଥିବା ଝିଅ :- ବି ନାମ ଥିବା ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ନିଜ ଜୀବନ ସାଥିର ବହୁତ ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କୌଣସି ପରିଷସ୍ଥିତିରେ ମଧ୍ୟ ନିଜ ଜୀବନ ସାଥିର ସାଥ ଛାଡନ୍ତି ନହିଁ । ଏମାନଙ୍କର ବ୍ୟବାହାର ମଧ୍ୟ ବହୁତ କୋମଲ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଇଥାଏ ।


ଏନ ନାମର ଝିଅ :- ଯେଉଁ ଝିଅର ନାମ ଏନ ଅକ୍ଷରରେ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଜୀବନ ସାଥିଙ୍କ ଧ୍ୟାନ ବହୁତ ରଖିଥାନ୍ତି । ଏମାନେ କେବେ ଏମିତି କିଛି କାମ କରି ନଥାନ୍ତି ଯେଉଁଠି ପାଇଁ ତାଙ୍କ ପରିବାରର ନାମ ଖରାପ ହେବ ଏବଂ ନିଜ ଜୀବନ ସାଥୀଙ୍କୁ କଷ୍ଟ ହେବ । ଏହି ନାମର ଝିଅ ମାନଙ୍କର ବ୍ଯବହର ବହୁତ ଭଲ ହୋଇଥାଏ ।


ପି ନାମର ଝିଅ :- ଯେଉଁ ଝିଅ ମାନଙ୍କର ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ବାନ୍ଧି ରଖିବା ବହୁତ ଭଲ ଭାବରେ ଜଣା ଥାଏ । ଏହି ନାମର ଝିଅ ମାନେ ପ୍ରତେକ ଜିନିଷକୁ ଓ ମଣିଷର ଭାବନାକୁ ଧ୍ୟାନର ସହିତ ବୁଝି ପାରନ୍ତି । ହୋଇପାରେ ସେମାନେ ତାଙ୍କ ଠାରୁ ବଡ ହୋଇଥାନ୍ତୁ ବା ସାନ । କିନ୍ତୁ ଏମାନେ କେବେ କାହାରିକୁ କେବେ କାହାକୁ ଦୁଃଖ ଦିଅନ୍ତି ନହିଁ ।


ଏସ ନାମର ଝିଅ :- ଏହି ନାମର ଝିଅ ମାନେ ବହୁତ ପବିତ୍ର ବୋଲି କୁହାଯାଇଥାଏ । ଏମାନେ ବହୁତ ଲାଜକୁରା ମଧ୍ୟ ହୋଇଥାନ୍ତି । କିନ୍ତୁ ଏମାନେ ତାଙ୍କ ପରିବାରର ମନ ମର୍ଜ୍ଯଦାର ପୁରା ଧ୍ୟାନ ରଖିଥାନ୍ତି । ଏମାନେ ସବୁବେଳେ ନିଜ ପରିବାର ଲୋକଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ଏବଂ ନିଜ ପରିବାର ଲୋକଙ୍କ ଇଛା ପୂରଣ କରିବାରେ ବହୁତ ଚେଷ୍ଟା କରିଥାନ୍ତି ।

Leave a Reply

Your email address will not be published. Required fields are marked *