ଆସନ୍ତା କାଲିଠାରୁ ରାଜା ଭଳି ଜୀବନ କାଟିବେ ଏହି ୫ ରାଶି

ପଞ୍ଚମ ତିଥି ଓ ମୃଗାକ୍ଷୀ ନକ୍ଷତ୍ର ରୁ ସେପ୍ଟେମ୍ବର ମାସ ଆରମ୍ଭ ହୋଇସାରିଛି । ଏହି ମାସ ରେ ଅନେକ ପୂଜା ପର୍ବାଣୀ ପଡିଥାଏ ଗଣେଶ ଚତୁର୍ଥୀ ମଧ୍ୟ ଏହି ମାସ ରେ ପଡିଥାଏ । ଓ ଶ୍ରାଦ୍ଧ ପକ୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହା ସହିତ ଅନେକ ଗ୍ରହ ଯେମିତିକି ସୁର୍ଯ୍ୟ, ଗୁରୁ, ଓ ଶୁକ୍ର ଆଦିଙ୍କ ର ରାଶି ପରିଵର୍ତନ ହେବାକୁ ଯାଉଛି । ତେବେ ଏହି ରାଶି ପରିଵର୍ତନ କିଛି ରାଶି ପାଇଁ ଭଲ ଫଳ ପ୍ରଦାନ କରିବା ବେଳେ କିଛି ରାଶି ପାଇଁ ଖରାପ ପ୍ରଭାବ ପକାଇ ଥାଏ ।

ତେବେ କିଛି ରାଶୀଙ୍କର ଭାଗ୍ୟ ବଦଳିବାକୁ ଯାଉଛି, ଏହା ସହ ଚାକିରୀରେ ପ୍ରମୋସନ ମଧ୍ୟ ହୋଇ ପାରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଏହି ରାଶି ପରିଵର୍ତନ ଭଲ ଓ କେଉଁ ରାଶି ପାଇଁ ମିଶ୍ରିତ ରହିବ ।

ମେଷ ରାଶି – ଏହି ମାସ ଟିର ଆରମ୍ଭ ଦିନ ଗୁଡିକ ଆପଣଙ୍କ ପାଇଁ ଭଲ ଅଟେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗ ମିଳିବ । ପୈତୃକ ସମ୍ପତି ରୁ କିଛି ଲାଭ ମିଳି ପାରେ । ମାସ ଅଧାରୁ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଛାତ୍ରୀଙ୍କ ପାଇଁ କିଛି ଭଲ ଖବର ମିଳି ପାରେ ।

ବୃଷ ରାଶି – ଆପଣଙ୍କ ପାଇଁ ଏହି ମାସ ଟି ମିଶ୍ରିତ ରହିବ । ଏହି ମାସରେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ମାନଙ୍କର ସମ୍ପୂର୍ଣ୍ଣ ସାହାର୍ଯ୍ୟ ମିଳିବ । ବ୍ୟବସାୟ କ୍ଷେତ୍ରରେ ଯେତିକି ଦରକାର ସେତିକି ହିଁ ନିବେଶ କରନ୍ତୁ ।

ମିଥୁନ ରାଶି – ଆପଣ ସମୟ ପୂର୍ବ ରୁ ନିଜ କାର୍ଯ୍ୟ ସାରିବାକୁ ଚେଷ୍ଟା କରନ୍ତୁ । ଏହି ମାସ ଟି ଆପଣଂକ ପାଇଁ ଭଲ ରହିବ ।

କର୍କଟ ରାଶି- ଏହି ମାସ ଟି ଆପଣଙ୍କ ପାଇଁ ଭଲ ରହିବ । ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ । ଏହି ମାସ ଟି ଆପଣଙ୍କ ଉପରେ ଭାଗ୍ୟ ର ପୁରା ସାଥ ଦେବ ।

ସିଂହ ରାଶି – ଏହି ମାସ ରେ ଆପଣଙ୍କର ଖର୍ଚ୍ଚ ବଢ଼ି ପାରେ । କୌଣସି କ୍ଷତି ମଧ୍ୟ ହୋଇପାରେ ଏହି ମାସ ଆପଣଙ୍କ ଭଲ ନାହିଁ ।

ତୁଳା ରାଶି – ଏହି ମାସ ଟି ଆପଣଙ୍କ ପାଇଁ ଭଲ ରହିବନି । ଆପଣ ବ୍ୟବସାୟ ରେ ନିବେଶ କରନ୍ତୁ ନାହିଁ । କୌଣସି ବ୍ୟକ୍ତି ବା ଅନ୍ୟ କୌଣସି ସଂସ୍ଥା ରେ ପଇସା କରଜ ଭାବେ ଦିଅନ୍ତୁ ନାହିଁ । ଏହି ମାସ ରେ ଆୟ ଠାରୁ ବ୍ୟୟ ବଢ଼ି ପାରେ ।

କନ୍ୟା ରାଶି – ଏହି ମାସର ପ୍ରଥମ ସପ୍ତାହ, ଦ୍ଵିତୀୟ ସପ୍ତାହ ଠାରୁ ଏହା ମିଶ୍ରିତ ଫଳ ଦେବ । ଆୟ ଠାରୁ ବ୍ୟୟ ଅଧିକ ହୋଇଯିବ । ଅନିର୍ବାର୍ଯ୍ୟ ଖର୍ଚ୍ଚ ବଢ଼ିପାରେ ।

ବିଛା ରାଶି – ଏହି ମାସ ରେ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ କିନ୍ତୁ ଆୟ ଠାରୁ ବ୍ୟୟ ବଢ଼ି ପାରେ ।

ଧନୁ ରାଶି- ଆପଣଙ୍କୁ ଅଳସୁଆମୀ ଗୁଣ ଛାଡିବାକୁ ହେବ । ଆପଣ ଚଞ୍ଚଳ ରୂପେ ସବୁ କାର୍ଯ୍ୟ କରିବେ । କଠିନ ପରିଶ୍ରମ ଦ୍ୱାରା ଆପଣଂକୁ ସଫଳତା ମିଳିବ ।

ମକର ରାଶି – ଏହି ମାସ ରେ ଆପଣଂକୁ ଅଳ୍ପ କଠିନ ପରିଶ୍ରମ କରିବାକୁ ପଡିବ । ଯାହା ଦ୍ୱାରା ଆପଣଂକ ମାସ ଟି ଭଲ ରେ କଟିବ ।

କୁମ୍ଭ ରାଶି – ଆପଣଂକ ପାଇଁ ଏହି ମାସ ଟି ଭଲ ଅଛି କିନ୍ତୁ ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ । କାର୍ଯ୍ୟ ଓ ବ୍ୟବସାୟ ରେ ଭଲ ଲାଭ ହୋଇପାରେ ।

ମୀନ ରାଶି- ଏହି ମାସ ଟି ଆପଣଂକ ପାଇଁ ମିଶ୍ରିତ ରହିବ । ଆପଣ କଠିନ ପରିଶ୍ରମ ଦ୍ୱାରା ଭଲ ଫଳ ପାଇବେ । କାର୍ଯ୍ୟ କ୍ଷେତ୍ର ରେ ପ୍ରମୋସନ ହୋଇପାରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *