ଶରୀରର ଏହି 4ଟି ସ୍ଥାନରେ ଥିଲେ ତିଳ ବନିବେ ଧନୀ, ଦେଖନ୍ତୁ ଆପଣଙ୍କର ନାହିଁ ତ ?

ଆମ ଶରୀର ପ୍ରାକୃତିକ ଅଟେ । ଏହା ପାଇଁ ଆମକୁ ଜନ୍ମ ରୁ କିଛି ଚିହ୍ନ ମିଳି ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି କିଛି କଳା ଯାଇ ଆମ ଦେହରେ ଜନ୍ମ ସମଯରୁ ଆସି ଥାଏ କିମ୍ବା ଏହା ପରେ ପରେ ହୋଇ ଯାଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛେ କି ଶରୀର ରେ ଥିବା କିଛି ଅଙ୍ଗ ଉପରେ କଳା ଯାଇ ରହିଲେ ଏହା ଶୁଭ ଅଟେ । ଏହାର ନାମ ଓ କଣ କଣ ଶୁଭ ପରିଣାମ ମିଳିବ ଆଜି ଆମେ ଆପଣଙ୍କୁ କହିବୁ । ଶାସ୍ତ୍ର ଅନୁସାରେ ଏହା ବିଷୟରେ କୁହା ଯାଇଛି ଆମେ ସେଇ ଚାରତି ମୁଖ୍ୟ ଜାଗା ବିଶୟରେ କହିବୁ ଯେଉଁ ଜାଗାରେ କଳା ଯାଇ ରହିଲେ ଶୁଭ ହୋଇ ଥାଏ ।

ସେମିତିରେ କିଛି ଲୋକଙ୍କୁ ଏହା ଫରକ ପଡି ନଥାଏ କି କଳା ଯାଇ କେଉଁ ଜାଗାରେ ଅଛି ଓ କେଉଁ ଜାଗାରେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଶୟରେ । ପ୍ରଥମ ହେଉଛି ଓଠ ତଳେ ମାନେ ଥୋଡି ରେ ଯଦି କଳା ଯାଇ ଅଛି ତାହେଲେ ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି ଓ ଏମାନେ ସବୁ ବେଳେ ବହୁତ ପଇସା ଖରଚ କରାଇ ଥାନ୍ତି ଏମାନେ ସଜେଇ ହେବାରେ ନିଜକୁ ବହୁତ ଆଗରେ ରଖି ଥାନ୍ତି । ଏମାନେସବୁ ବେଳେ ନିଜ କଳା କୁ ନଯାଣି ଅନ୍ୟ କାମରେ ସବୁ ବେଳେ ବ୍ୟସ୍ତ ରୁହନ୍ତି ଏମାନେ ସବୁ ବେଳେ କିଛି ନା କିଛି କାମରେ ବ୍ୟସ୍ତ ଋଅହନ୍ତି କିନ୍ତୁ ଏମାନଙ୍କ କଳା ଏମାନଙ୍କୁ ଭଗବାନ ଙ୍କ ଠାରୁ ମିଳି ଥାଏ ।

ଏମାନେ ନିଜ ପାର୍ଟନର ସହ ଭଲ ସମୟ ବିତାଇ ଥାନ୍ତି । ଏହା ପରେ ଆଉ ଏକ ଜାଗାରେ କଳାଜାଇ ରହିଲେ ଶୁଭ ଅଟେ ଏହା ହେଉଛି ଦୁଇ ଆଖି ମଧ୍ୟରେ ନାକରେ ଥାଏ । ଏମାନେ ଟିକେ ହସି ମଜାକ କରୁଥିବା ଲୋକ ଅଟନ୍ତି । ଏମାନେ ଟିକେ ନାଖରା କରନ୍ତି କିନ୍ତୁ ଏମାନେ ସବୁ ବେଳେ ନିଜ କାମରେ ମନ ଦେଇ ଥାନ୍ତି । ଏମାନେ ୩୨ ବର୍ଷ ପରେ ଯାହାଭି କରନ୍ତି ତାହା ଏମାନଙ୍କୁ ମିଳି ଯାଇ ଥାଏ ବୋଲି କୁହାଯାଏ । ଏମାନେ ଚାକିରି କରନ୍ତୁ କିମ୍ବା ଏମାନେ ବ୍ୟାପାର କରାନ୍ତୁ ଏମାନଙ୍କୁ ସଫଳତା ନିଶ୍ଚିତ ମିଳି ଥାଏ । ଏହି ଭଳି ମହିଳା ମାନେ ବାନୀରେ ମଧୁର ବଚନ କହନ୍ତି ଘରୋଇ ଜୀବନ ଅପେକ୍ଷା ସେମାନେ ନିଜ ପ୍ରଫେସନ ରେ ଅଧିକ ଧ୍ୟାନ ଦିଅନ୍ତି ।

ଏହା ପରେ ଆମେ କହିବା ପାଇଁ ଚାହିଁବା କି ଯଦି ପାପୁଲିରେ କଳା ଯାଇ ଥାଏ ତେବେ ଏହା ମଧ୍ୟ ଶୁଭ ଅଟେ । ଯଦି ପୁରୁଷଙ୍କ ଡାହାଣ ହାତ ଓ ମହିଳାଙ୍କ ବାମ ହାତରେ ଅଛି ଆହୁରି ଭଲ ଥାଏ । ଏମାନେ ବହୁତ ଭାଗ୍ଯବାନ ଥାନ୍ତି ଆଉ ଏମାନେ ଖୁବ ଧନବାନ ମଧ୍ୟ ହୋଇ ଥାନ୍ତି । ଚତୁର୍ଥ ଜାଗା ହେଉଛି ପିଠି । ଏହା ଶାସ୍ତ୍ର ପାଇଁ ଖୁବ ଭଲ । ଏମାନେ ସବୁ ବେଳେ ପରିବାରର ଯତ୍ନ ନେଇ ଥାନ୍ତି । ଏମାନେ ବାଣୀର ଧନୀ ଅଟନ୍ତି ଏମାନେ ସବୁ ବେଳେ ରୋମାଣ୍ଟିକ ଥାନ୍ତି ଏମାନକ ସନ୍ତାନ ମଧ୍ୟ ଏମାନଙ୍କୁ ଖୁବ ଭଲ ପାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *