ଆସନ୍ତାକାଲି ଠାରୁ ଏହି 4ଟି ରାଶିର ଲୋକ ସତର୍କ ରୁହନ୍ତୁ, ଗ୍ରହରେ ବଡ ପରିବର୍ତନ

ରାଶି ଚକ୍ର ରେ ଆମର 12 ଟି ରାଶି ଅଛି ସବୁ ଲୋକଙ୍କ କୁଣ୍ଡଳୀ ଯଦି ଦେଖିବା ପାଇଁ ଜୀବ ଅଟା ଆମେ ଜାଣି ପାରିବା କି ସବୁ ଦିନ ଗ୍ରହ ମାନଙ୍କ ଚଳନ ବଦଳିବା ସହ ଏମାନଙ୍କ ଜୀବନରେ ମଧ୍ୟ ପରିବର୍ତ୍ତନ ମଧ୍ୟ ହୋଇ ଥାଏ । ଆଜି ଆମେ କହିବା କି ଆମେ କିଛି ରାଶି ମାନଙ୍କ ପରିବର୍ତ୍ତନ କେଉଁ କେଉଁ ରାଶି ମାନଙ୍କ ପାଇଁ ଭଲ ହୋଇ ଥାଏ ତ କେଉଁ କେଉଁ ରାଶି ମାନଙ୍କ ପାଇଁ ଖରାପ ହୋଇ ଥାଏ ଆଜି ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଆସନ୍ତା କାଲୀ ଠାରୁ କିଛି ପରିବର୍ତ୍ତନ ଦେଖିବା ପାଇଁ ଯାଉଛୁ ।

ଯାହା ଆମେ କାଲୀ ଠାରୁ ଦେଖିବା କି ସେମାନେ କେଉଁ ଭଳି ପରିଣାମ ପାଇବେ । ଏମାନେ ଏବେ ସଚେତନ ହୋଇ ରହିବା ଭଲ ହୋଇବ । ଏବେ ଚାରି ରାଶିର ଲୋକଙ୍କୁ ଏବେ ସାବଧାନ ରହିବା କୁ ପଡିବ । ଏବେ ଆସନ୍ତୁ ଜାଣିବା ଏହି ଏହି ରାଶି ଗୁଡିକ କିଏ କିଏ ଅଟନ୍ତି । ପ୍ରଥମ ହେଉଛି ମିଥୁନ ରାଶି – ଲୋକ ପ୍ରିୟତା ହ୍ରାସ ପାଇବ । ନିଜର ଆସ୍ଥା ହରାଇବେ । ଅର୍ଥାଭାବ ଭୋଗ କରିବେ । ଆପଣ ପାଇ ଥିବା ସବୁ କିଛି ହରାଇବେ । ଆପଶ ରେ ଥିବା କଳହ ବୃଦ୍ଧି ପାଇବ । କିଛି ବଡ ପରିବର୍ତ୍ତନ ରେ ଆପଣ ଅଚାନକ ଅଣାଇବେ । ଆପଣ ଙ୍କ ଘରେ ଅସାନ୍ତି ଲାଗି ରହିବ । କେହି ଆତ୍ମୀୟ ଆପାଙ୍କୁ ଅସୁବିଧା ରେ ପକାଇ ପାରନ୍ତି ।

ଆପଣ ଙ୍କ ପାଇଁ ପ୍ରତିକାର ହେଉଛି ଆପଣ ଗାଇକୁ ଖାଇବା କୁ ଦିଅନ୍ତୁ । ଏହା ଅପରେ ଆସୁଛି ବିଛା ରାଶି – ଏହି ରାସିର ଲୋକମାନେ ଏବେ ଅଯଥା କାମରେ ପଇସା ବିନିଯୋଗ କରିବେ । ଅବାଞ୍ଛିତ କମ କରିବେ । ଶାରୀରିକ କଷ୍ଟ ଭୋଗିବେ । କୌଣଶୀ କାମରୁ ଆପଣ ଙ୍କୁ କାଢି ଦେଇ ପାରନ୍ତି । ପରିବାରରେ କଳହ ସୃଷ୍ଟି ହୋଇ ପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି କେଉଁ ଗରିବ କୁ ଦ୍କେହିକି ତାକୁ ସାହାଜ୍ଯ କରନ୍ତୁ । ମେଷ ରାଶି – ଅର୍ଥାଭାବ ଦେଖା ଯାଇ ପାରେ । ନିଜର ପରିବେଶରେ ଅସାନ୍ତି ହେବ । ମାନ ସମ୍ମାନ ହରାଇବେ । ପରିବାର ରେ ବିଶୃଙ୍ଖଳା ହେବ ।

ଉପରିସ୍ଥ କର୍ତ୍ତୁ ପକ୍ଷ ଙ୍କ ଚାପ ପଡିବ ହଠାତ ଦୁର୍ଘଟଣା ହୋଇ ପାରେ । ମାନଶୀକ ଚାପ ଖୁବ ବଢିବ ଆପଣଙ୍କ ଉପରେ । ଆପଣଙ୍କ କାମରେ ଅବନତି ଘଟିବ । ଆପଣଙ୍କ ପାଇଁ ପ୍ରତିକାର ହେଉଛି । ପ୍ରତେକ ମଙ୍ଗଲ ବାର ଦିନ ହନୁମାନ ଜି ଙ୍କ ଚାଳିଶା ପାଠ କରନ୍ତୁ । ଏହା ପରେ ଆସୁଛି ମୀନ ରାଶି – ଭୟଭୀତ ଭିତରେ ସମୟ ଅତିବାହିତ ହେବ । ବହୁ ସମୟ ଅନୁସଂଧାନ ରେ ଆପଣ ସମୟ ବିତାଇବେ । ଯାତ୍ରା ସତର୍କତା ଅବଲମ୍ବନ କରନ୍ତୁ । ମାଂଶିକ ଚାପ ବଢି ପାରେ ଗୃହ କ୍ଲେଶ ବଢି ପାରେ । ଅଭାବ ଅନଟନ ରେ ଦିନ କରତିବା ବିଶ୍ବାଶଘାତକଭୋଇ ପାରେ ଆପଣଙ୍କ ସହ । ବିରୋଧର ସମ୍ମୁଖୀନ ହୋଇ ପାରନ୍ତି । ଆପଣଙ୍କ ପାଇ ପ୍ରତିକାର ହେଉଛି ଦରକାର ଲୋକଙ୍କୁ ସାହାଜ୍ଯ କରନ୍ତୁ ।

Leave a Reply

Your email address will not be published. Required fields are marked *